ଆସିଲା ସ୍ପେଶାଲ କ୍ରାଇମ ୟୁନିଟର ବାର୍ଷିକ ରିପୋର୍ଟ: ମୋଟ ୨୩ଟି ମାମଲାରୁ ୨୦ଟିରେ ଗିରଫ ହୋଇଛନ୍ତି ୫୨ ଅଭିଯୁକ୍ତ

The Sakala Picture
Published On

ଭୁବନେଶ୍ୱର: ପ୍ରକାଶ ପାଇଛି ସ୍ପେଶାଲ କ୍ରାଇମ ୟୁନିଟର ବାର୍ଷିକ ରିପୋର୍ଟ। ବଡ଼ ବଡ଼ ଠକ, ନିଶା ମାଫିଆ ଓ ବନ୍ଧୁକ ବେପାରୀଙ୍କୁ ବାନ୍ଧି ଅପରାଧୀଙ୍କ ନିଦ ହଜାଇ ଦେଇଛି ସ୍ପେଶାଲ କ୍ରାଇମ ୟୁନିଟ। ବର୍ଷକରେ ମୋଟ ୨୩ଟି ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ୨୦ଟି ମାମଲାରେ ୫୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୩ କେଜି ୧ ଶହ ୮୬ ଗ୍ରାମ ବ୍ରାଉନସୁଗର, ୬୯୦ କେଜି ଗଞ୍ଜେଇ, ୫ଟି ବନ୍ଧୁକ, ୨୪ଟି ଗୁଳି ଜବତ କରାଯାଇଛି […]

ଭୁବନେଶ୍ୱର: ପ୍ରକାଶ ପାଇଛି ସ୍ପେଶାଲ କ୍ରାଇମ ୟୁନିଟର ବାର୍ଷିକ ରିପୋର୍ଟ। ବଡ଼ ବଡ଼ ଠକ, ନିଶା ମାଫିଆ ଓ ବନ୍ଧୁକ ବେପାରୀଙ୍କୁ ବାନ୍ଧି ଅପରାଧୀଙ୍କ ନିଦ ହଜାଇ ଦେଇଛି ସ୍ପେଶାଲ କ୍ରାଇମ ୟୁନିଟ। ବର୍ଷକରେ ମୋଟ ୨୩ଟି ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ୨୦ଟି ମାମଲାରେ ୫୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୩ କେଜି ୧ ଶହ ୮୬ ଗ୍ରାମ ବ୍ରାଉନସୁଗର, ୬୯୦ କେଜି ଗଞ୍ଜେଇ, ୫ଟି ବନ୍ଧୁକ, ୨୪ଟି ଗୁଳି ଜବତ କରାଯାଇଛି । ୮ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ୯ଟି ଠକେଇ ମାମଲା ରୁଜୁ ହୋଇଛି। ୭ ମାମଲାରେ ୧୪ କୁଖ୍ୟାତ ଠକଙ୍କୁ ଗିରଫ କରାଯାଇଛି । ୧୦ଟି ନିଶା କାରବାର ମାମଲାରେ ୩୬ ମାଫିଆଙ୍କୁ ଗିରଫ କରାଯାଇଛି।

ଆହୁରି ପଢ଼ନ୍ତୁ: ପୀଡିତା ସମସ୍ତ ପ୍ରମାଣ ଦେଇସାରିଥିଲେ ମଧ୍ୟ ଖଣ୍ଡପଡ଼ା ଏସ୍‌ଡିପିଓ ଗିରଫ ହେଉନାହାନ୍ତି କାହିଁକି: ବିଜେଡି

ଗତ ମାର୍ଚ୍ଚ ୨୬ରେ କୁଖ୍ୟାତ ବନ୍ଧୁକ ବେପାରୀ ସୁରଜ ପରିଡା ଓ ତପୁଧନ ବାରିକକୁ ଗିରଫ କରିଥିଲା ସ୍ପେଶାଲ କ୍ରାଇମ ୟୁନିଟ । ସେମାନଙ୍କ ନିକଟରୁ ସେମି ଅଟୋମେଟିକ ୫ଟି ବନ୍ଧୁକ ସହ ୨୪ ଗୁଳି ଜବତ କରାଯାଇଥିଲା । କାରକୁ ପିଛାକରି ୩ ଶହ କେଜି ଗଞ୍ଜେଇ ଧରି ଅପରାଧୀଙ୍କ ଛାତିରେ ଛନକା ପୁରାଇଦେଇଥିଲା ସ୍ପେଶାଲ କ୍ରାଇମ ୟୁନିଟ। ଆଗକୁ ଏଭଳି କାର୍ଯ୍ୟ ବଳବତ୍ତର ରହିବ ବୋଲି କହିଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା ।

ଆହୁରି ପଢ଼ନ୍ତୁ: ଯକୃତ ଦାନ କରି ଅମର ହୋଇଗଲେ ମହିଳା ଡାକ୍ତର; ନୂତନ ଜୀବନ ପାଇଲେ ୪୬ ବର୍ଷୀୟ ବ୍ୟକ୍ତି

10 May 2024 By The Sakala

ଆସିଲା ସ୍ପେଶାଲ କ୍ରାଇମ ୟୁନିଟର ବାର୍ଷିକ ରିପୋର୍ଟ: ମୋଟ ୨୩ଟି ମାମଲାରୁ ୨୦ଟିରେ ଗିରଫ ହୋଇଛନ୍ତି ୫୨ ଅଭିଯୁକ୍ତ

ଭୁବନେଶ୍ୱର: ପ୍ରକାଶ ପାଇଛି ସ୍ପେଶାଲ କ୍ରାଇମ ୟୁନିଟର ବାର୍ଷିକ ରିପୋର୍ଟ। ବଡ଼ ବଡ଼ ଠକ, ନିଶା ମାଫିଆ ଓ ବନ୍ଧୁକ ବେପାରୀଙ୍କୁ ବାନ୍ଧି ଅପରାଧୀଙ୍କ ନିଦ ହଜାଇ ଦେଇଛି ସ୍ପେଶାଲ କ୍ରାଇମ ୟୁନିଟ। ବର୍ଷକରେ ମୋଟ ୨୩ଟି ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ୨୦ଟି ମାମଲାରେ ୫୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୩ କେଜି ୧ ଶହ ୮୬ ଗ୍ରାମ ବ୍ରାଉନସୁଗର, ୬୯୦ କେଜି ଗଞ୍ଜେଇ, ୫ଟି ବନ୍ଧୁକ, ୨୪ଟି ଗୁଳି ଜବତ କରାଯାଇଛି । ୮ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ୯ଟି ଠକେଇ ମାମଲା ରୁଜୁ ହୋଇଛି। ୭ ମାମଲାରେ ୧୪ କୁଖ୍ୟାତ ଠକଙ୍କୁ ଗିରଫ କରାଯାଇଛି । ୧୦ଟି ନିଶା କାରବାର ମାମଲାରେ ୩୬ ମାଫିଆଙ୍କୁ ଗିରଫ କରାଯାଇଛି।

ଗତ ମାର୍ଚ୍ଚ ୨୬ରେ କୁଖ୍ୟାତ ବନ୍ଧୁକ ବେପାରୀ ସୁରଜ ପରିଡା ଓ ତପୁଧନ ବାରିକକୁ ଗିରଫ କରିଥିଲା ସ୍ପେଶାଲ କ୍ରାଇମ ୟୁନିଟ । ସେମାନଙ୍କ ନିକଟରୁ ସେମି ଅଟୋମେଟିକ ୫ଟି ବନ୍ଧୁକ ସହ ୨୪ ଗୁଳି ଜବତ କରାଯାଇଥିଲା । କାରକୁ ପିଛାକରି ୩ ଶହ କେଜି ଗଞ୍ଜେଇ ଧରି ଅପରାଧୀଙ୍କ ଛାତିରେ ଛନକା ପୁରାଇଦେଇଥିଲା ସ୍ପେଶାଲ କ୍ରାଇମ ୟୁନିଟ। ଆଗକୁ ଏଭଳି କାର୍ଯ୍ୟ ବଳବତ୍ତର ରହିବ ବୋଲି କହିଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର