ଭୁବନେଶ୍ୱର ରେଲୱେ ଷ୍ଟେସନରୁ ଇଞ୍ଜିନିୟରିଂ ଛାତ୍ରୀ ନିଖୋଜ

The Sakala Picture
Published On

ଭୁବନେଶ୍ୱର: ଭୁବନେଶ୍ୱର ରେଲୱେ ଷ୍ଟେସନରୁ ଇଂଜିନିୟରିଂ ଛାତ୍ରୀ ନିଖୋଜ । ନିଖୋଜ ଛାତ୍ରୀ ପଶ୍ଚିମବଙ୍ଗ ଚବିଶପ୍ରଗଣାର ସୁଇଟି ରଏ । ସୁଇଟି ଖଣ୍ଡଗିରିରେ ଥିବା ଏରୋ ସ୍ପେସ ଆଣ୍ଡ ଇଞ୍ଜିନିୟରିଂ କଲେଜ ଛାତ୍ରୀ । ଗତକାଲି ସୁଇଟି ହାଓ୍ୱଡାରୁ ଭୁବନେଶ୍ୱର ଆସିଥିଲେ । ଭୁବନେଶ୍ୱର ଷ୍ଟେସନରେ ପହଞ୍ଚିବା ପରେ ସେ ତାଙ୍କ ମାଙ୍କୁ ଫୋନ କରିଥିଲେ । ପରେ ତାଙ୍କ ମୋବାଇଲ ସୁଇଚ ଅଫ୍ ରହିଛି । ଶେଷ ଥର ପାଇଁ ସୁଇଟିଙ୍କ ଲୋକେସନ ଭୁବନେଶ୍ୱର ଦେଖାଉଥିବା […]

ଭୁବନେଶ୍ୱର: ଭୁବନେଶ୍ୱର ରେଲୱେ ଷ୍ଟେସନରୁ ଇଂଜିନିୟରିଂ ଛାତ୍ରୀ ନିଖୋଜ । ନିଖୋଜ ଛାତ୍ରୀ ପଶ୍ଚିମବଙ୍ଗ ଚବିଶପ୍ରଗଣାର ସୁଇଟି ରଏ । ସୁଇଟି ଖଣ୍ଡଗିରିରେ ଥିବା ଏରୋ ସ୍ପେସ ଆଣ୍ଡ ଇଞ୍ଜିନିୟରିଂ କଲେଜ ଛାତ୍ରୀ । ଗତକାଲି ସୁଇଟି ହାଓ୍ୱଡାରୁ ଭୁବନେଶ୍ୱର ଆସିଥିଲେ । ଭୁବନେଶ୍ୱର ଷ୍ଟେସନରେ ପହଞ୍ଚିବା ପରେ ସେ ତାଙ୍କ ମାଙ୍କୁ ଫୋନ କରିଥିଲେ । ପରେ ତାଙ୍କ ମୋବାଇଲ ସୁଇଚ ଅଫ୍ ରହିଛି । ଶେଷ ଥର ପାଇଁ ସୁଇଟିଙ୍କ ଲୋକେସନ ଭୁବନେଶ୍ୱର ଦେଖାଉଥିବା ସୂଚନା ମିଳିଛି । ନିଖୋଜ ନେଇ ଭୁବନେଶ୍ୱର ଜିଆରପି ଥାନାରେ ଅଭିଯୋଗ କଲେ ପରିବାର । ସୁଇଟିଙ୍କ ବାପା ଜଣେ ବିଏସଏଫ ଯବାନ । ନିଖୋଜ ଝିଅଙ୍କ ବାପା ମା ଆଜି ସନ୍ଧ୍ୟାରେ ଟ୍ରେନ ଯୋଗେ ଭୁବନେଶ୍ୱର ପହଞ୍ଚିବେ । ତେବେ ତାଙ୍କୁ ଅପହରଣ କରାଯାଇଛି ନା ଏହା ପଛରେ ପ୍ରେମ ବ୍ୟାପାର ରହିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ।

ଆହୁରି ପଢ଼ନ୍ତୁ: ବାଲିଅନ୍ତା ହତ୍ୟାକାଣ୍ଡ ମାମଲା: ବିସ୍ଫୋରକ ବୟାନ୍ ଦେଲେ ସୌମ୍ୟଙ୍କ ସାଙ୍ଗ, କହିଲେ 'ମିଛ କହୁଛନ୍ତି ଦୁଇ ଯୁବତୀ'

23 Jun 2022 By The Sakala

ଭୁବନେଶ୍ୱର ରେଲୱେ ଷ୍ଟେସନରୁ ଇଞ୍ଜିନିୟରିଂ ଛାତ୍ରୀ ନିଖୋଜ

ଭୁବନେଶ୍ୱର: ଭୁବନେଶ୍ୱର ରେଲୱେ ଷ୍ଟେସନରୁ ଇଂଜିନିୟରିଂ ଛାତ୍ରୀ ନିଖୋଜ । ନିଖୋଜ ଛାତ୍ରୀ ପଶ୍ଚିମବଙ୍ଗ ଚବିଶପ୍ରଗଣାର ସୁଇଟି ରଏ । ସୁଇଟି ଖଣ୍ଡଗିରିରେ ଥିବା ଏରୋ ସ୍ପେସ ଆଣ୍ଡ ଇଞ୍ଜିନିୟରିଂ କଲେଜ ଛାତ୍ରୀ । ଗତକାଲି ସୁଇଟି ହାଓ୍ୱଡାରୁ ଭୁବନେଶ୍ୱର ଆସିଥିଲେ । ଭୁବନେଶ୍ୱର ଷ୍ଟେସନରେ ପହଞ୍ଚିବା ପରେ ସେ ତାଙ୍କ ମାଙ୍କୁ ଫୋନ କରିଥିଲେ । ପରେ ତାଙ୍କ ମୋବାଇଲ ସୁଇଚ ଅଫ୍ ରହିଛି । ଶେଷ ଥର ପାଇଁ ସୁଇଟିଙ୍କ ଲୋକେସନ ଭୁବନେଶ୍ୱର ଦେଖାଉଥିବା ସୂଚନା ମିଳିଛି । ନିଖୋଜ ନେଇ ଭୁବନେଶ୍ୱର ଜିଆରପି ଥାନାରେ ଅଭିଯୋଗ କଲେ ପରିବାର । ସୁଇଟିଙ୍କ ବାପା ଜଣେ ବିଏସଏଫ ଯବାନ । ନିଖୋଜ ଝିଅଙ୍କ ବାପା ମା ଆଜି ସନ୍ଧ୍ୟାରେ ଟ୍ରେନ ଯୋଗେ ଭୁବନେଶ୍ୱର ପହଞ୍ଚିବେ । ତେବେ ତାଙ୍କୁ ଅପହରଣ କରାଯାଇଛି ନା ଏହା ପଛରେ ପ୍ରେମ ବ୍ୟାପାର ରହିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର