ମନୋରଞ୍ଜନ
ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ଗଞ୍ଜାମର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଓ ପ୍ରତିବାଦ

ଗଞ୍ଜାମ: କଥା ଦେଇ କଥା ରଖିଲେ ନାହିଁ ସରକାର। ଧାନ କିଣିବା ପାଇ ଗଞ୍ଜାମ ଜିଲ୍ଲାରେ ଧାନମଣ୍ଡିର ଅବ୍ୟବସ୍ଥାକୁ ନେଇ ବିଭିନ୍ନ ଜାଗାରେ ଆନ୍ଦୋଳନ ଓ ପ୍ରତିବାଦ। ଏପଟେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଧାନମଣ୍ଡିକୁ ନେଇ ବାରମ୍ବାର ଅଭିଯୋଗ କଲେ ବି ଖୋଲିପାରୁନି ଧାନମଣ୍ଡି । ଯାହାକୁ ନେଇ ଆଜି ଗଞ୍ଜାମ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଘେରିଛନ୍ତି ଚାଷୀ। ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଚାଷୀମାେନ ରାଜରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନ କରୁଛନ୍ତି । ନିଜର ହକ୍ […]
ଗଞ୍ଜାମ: କଥା ଦେଇ କଥା ରଖିଲେ ନାହିଁ ସରକାର। ଧାନ କିଣିବା ପାଇ ଗଞ୍ଜାମ ଜିଲ୍ଲାରେ ଧାନମଣ୍ଡିର ଅବ୍ୟବସ୍ଥାକୁ ନେଇ ବିଭିନ୍ନ ଜାଗାରେ ଆନ୍ଦୋଳନ ଓ ପ୍ରତିବାଦ। ଏପଟେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଧାନମଣ୍ଡିକୁ ନେଇ ବାରମ୍ବାର ଅଭିଯୋଗ କଲେ ବି ଖୋଲିପାରୁନି ଧାନମଣ୍ଡି । ଯାହାକୁ ନେଇ ଆଜି ଗଞ୍ଜାମ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଘେରିଛନ୍ତି ଚାଷୀ। ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଚାଷୀମାେନ ରାଜରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନ କରୁଛନ୍ତି । ନିଜର ହକ୍ ପାଇଁ ଚାଷୀମାନେ ପ୍ରତିବାଦ କରୁଛନ୍ତି । ଯୋଗାଣ ଅଧିକାରୀଙ୍କ ବେଫିକର ମନୋଭାବ ଓ ମଣ୍ଡିରୁ ଠିକରେ ଧାନ ଉଠାଯାଉ ନଥିବାରୁ ଚାଷୀମାେନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।