ଭୁବନେଶ୍ୱର ପରେ ପୁରୀ ଆକାଶରେ ଗର୍ଜିଲା ସୂର୍ଯ୍ୟକିରଣ, ଫୁଲ ଡ୍ରେସ ରିହର୍ସଲ ଦେଖିଲେ ଶହସ୍ରାଧିକ ଲୋକେ

The Sakala Picture
Published On

ପୁରୀ: ରାଜଧାନୀ ଭୁବନେଶ୍ୱର ପରେ ଆଜି ପୁରୀ ଆକାଶରେ ଗର୍ଜିଲା ସୂର୍ଯ୍ୟକିରଣ । ଆସନ୍ତାକାଲି ପୁରୀରେ ଶୋ’ ହେବାକୁ ଥିବାବେଳେ ଆଜି ଫୁଲ ଡ୍ରେସ ରିହର୍ସାଲ କରିଛି ସୂର୍ଯ୍ୟକିରଣ ଟିମ୍ । ଆସନ୍ତାକାଲି ପାଗ ଖରାପ ହେବାର ସମ୍ଭାବନା ରହିଥିବାରୁ ଆଜି ଶୋ’ରେ ଯୋଗଦେବାକୁ ପରାମର୍ଶ ଦେଇଥିଲା ଜିଲ୍ଲା ପ୍ରଶାସନ । ରାଜଭବନ ପାର୍ଶ୍ବ ବ୍ଲୁ ଫ୍ଲାଗ ବିଚରେ ଶେଷ ହୋଇଛି ଚିତ୍ତାକର୍ଷକ ଏୟାର ଶୋ’ । ପ୍ରଥମ ଥର ପାଇଁ ପୁରୀରେ ସୂର୍ଯ୍ୟକିରଣ ଶୋ ଆୟୋଜିତ […]

ପୁରୀ: ରାଜଧାନୀ ଭୁବନେଶ୍ୱର ପରେ ଆଜି ପୁରୀ ଆକାଶରେ ଗର୍ଜିଲା ସୂର୍ଯ୍ୟକିରଣ । ଆସନ୍ତାକାଲି ପୁରୀରେ ଶୋ’ ହେବାକୁ ଥିବାବେଳେ ଆଜି ଫୁଲ ଡ୍ରେସ ରିହର୍ସାଲ କରିଛି ସୂର୍ଯ୍ୟକିରଣ ଟିମ୍ । ଆସନ୍ତାକାଲି ପାଗ ଖରାପ ହେବାର ସମ୍ଭାବନା ରହିଥିବାରୁ ଆଜି ଶୋ’ରେ ଯୋଗଦେବାକୁ ପରାମର୍ଶ ଦେଇଥିଲା ଜିଲ୍ଲା ପ୍ରଶାସନ । ରାଜଭବନ ପାର୍ଶ୍ବ ବ୍ଲୁ ଫ୍ଲାଗ ବିଚରେ ଶେଷ ହୋଇଛି ଚିତ୍ତାକର୍ଷକ ଏୟାର ଶୋ’ ।

ଆହୁରି ପଢ଼ନ୍ତୁ: ସାତପଡ଼ା-ଜହ୍ନିକୁଦା ଘାଟରେ ଭଡ଼ା ବୃଦ୍ଧିକୁ ନେଇ ଉତ୍ତେଜନା: ଯାତ୍ରୀ ଓ ଡଙ୍ଗା ମାଲିକ ମୁହାଁମୁହିଁ

ପ୍ରଥମ ଥର ପାଇଁ ପୁରୀରେ ସୂର୍ଯ୍ୟକିରଣ ଶୋ ଆୟୋଜିତ ହେଉଛି । ପୂର୍ବରୁ ଗ୍ରାଉଣ୍ଡ ଚେକିଂ କରାଯିବା ପରେ ବିମାନ ଉଡାଣ କରାଯାଇ ବିଭିନ୍ନ କୌଶଳର ଅଭ୍ୟାସ ପ୍ରଦର୍ଶିତ ହୋଇଥିଲା । କାଲି ପାଗ ଖରାପ ରହିବା ଆଶଙ୍କା ଥିବାରୁ ସୂର୍ଯ୍ୟକିରଣ ଶୋ ହେବା ନେଇ ସନ୍ଦେହ ପ୍ରକାଶ ପାଇଛି । ଆଜି ରିହର୍ସାଲରେ ହଜାର ହଜାର ଲୋକେ ଏୟାର ଶୋ’ କୁ ଦେଖିଥିଲେ ।

ଆହୁରି ପଢ଼ନ୍ତୁ: ବସ୍ତାରେ ବିଜେଡିର ଶକ୍ତି ପ୍ରଦର୍ଶନ: ରବୀନ୍ଦ୍ର ଓ ସୁବାସିନୀଙ୍କ ବିନା ତୃଣମୂଳ ସଂଗଠନରେ ପଡ଼ିନି ଫରକ

ଗତକାଲି ଭୁବନେଶ୍ୱରରେ ଦିନ ୧୦ଟାରୁ ୧୧ ଟା ମଧ୍ୟରେ ସୂର୍ଯ୍ୟକିରଣ ଏୟାର ସୋ ଦେଖାଇଥିଲା ଭାରତୀୟ ବାୟୁସେନା । କୁଆଖାଇ ବାଲିଯାତ୍ରା ପଡ଼ିଆରେ ବାୟୁସେନାର ଶୋ’ ଦେଖିବାକୁ ବଳ ଭିଡ ଜମିଥିଲା । ଭୂମିର ୫୦୦ରୁ ୧ହଜାର ଫୁଟ ଉଚ୍ଚରେ ବାୟୁସେନା ତା’ର କଳା ପ୍ରଦର୍ଶନ କରିଥିଲା ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ଫେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ବଡ଼ ଭାଇଙ୍କ ଅସୁସ୍ଥତା ଖବର ପାଇ ଦିଲ୍ଲୀ ଯାଇଥିଲେ

17 Sep 2022 By The Sakala

ଭୁବନେଶ୍ୱର ପରେ ପୁରୀ ଆକାଶରେ ଗର୍ଜିଲା ସୂର୍ଯ୍ୟକିରଣ, ଫୁଲ ଡ୍ରେସ ରିହର୍ସଲ ଦେଖିଲେ ଶହସ୍ରାଧିକ ଲୋକେ

ପୁରୀ: ରାଜଧାନୀ ଭୁବନେଶ୍ୱର ପରେ ଆଜି ପୁରୀ ଆକାଶରେ ଗର୍ଜିଲା ସୂର୍ଯ୍ୟକିରଣ । ଆସନ୍ତାକାଲି ପୁରୀରେ ଶୋ’ ହେବାକୁ ଥିବାବେଳେ ଆଜି ଫୁଲ ଡ୍ରେସ ରିହର୍ସାଲ କରିଛି ସୂର୍ଯ୍ୟକିରଣ ଟିମ୍ । ଆସନ୍ତାକାଲି ପାଗ ଖରାପ ହେବାର ସମ୍ଭାବନା ରହିଥିବାରୁ ଆଜି ଶୋ’ରେ ଯୋଗଦେବାକୁ ପରାମର୍ଶ ଦେଇଥିଲା ଜିଲ୍ଲା ପ୍ରଶାସନ । ରାଜଭବନ ପାର୍ଶ୍ବ ବ୍ଲୁ ଫ୍ଲାଗ ବିଚରେ ଶେଷ ହୋଇଛି ଚିତ୍ତାକର୍ଷକ ଏୟାର ଶୋ’ ।

ପ୍ରଥମ ଥର ପାଇଁ ପୁରୀରେ ସୂର୍ଯ୍ୟକିରଣ ଶୋ ଆୟୋଜିତ ହେଉଛି । ପୂର୍ବରୁ ଗ୍ରାଉଣ୍ଡ ଚେକିଂ କରାଯିବା ପରେ ବିମାନ ଉଡାଣ କରାଯାଇ ବିଭିନ୍ନ କୌଶଳର ଅଭ୍ୟାସ ପ୍ରଦର୍ଶିତ ହୋଇଥିଲା । କାଲି ପାଗ ଖରାପ ରହିବା ଆଶଙ୍କା ଥିବାରୁ ସୂର୍ଯ୍ୟକିରଣ ଶୋ ହେବା ନେଇ ସନ୍ଦେହ ପ୍ରକାଶ ପାଇଛି । ଆଜି ରିହର୍ସାଲରେ ହଜାର ହଜାର ଲୋକେ ଏୟାର ଶୋ’ କୁ ଦେଖିଥିଲେ ।

ଗତକାଲି ଭୁବନେଶ୍ୱରରେ ଦିନ ୧୦ଟାରୁ ୧୧ ଟା ମଧ୍ୟରେ ସୂର୍ଯ୍ୟକିରଣ ଏୟାର ସୋ ଦେଖାଇଥିଲା ଭାରତୀୟ ବାୟୁସେନା । କୁଆଖାଇ ବାଲିଯାତ୍ରା ପଡ଼ିଆରେ ବାୟୁସେନାର ଶୋ’ ଦେଖିବାକୁ ବଳ ଭିଡ ଜମିଥିଲା । ଭୂମିର ୫୦୦ରୁ ୧ହଜାର ଫୁଟ ଉଚ୍ଚରେ ବାୟୁସେନା ତା’ର କଳା ପ୍ରଦର୍ଶନ କରିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର