ସୈନିକ ସ୍କୁଲଗୁଡ଼ିକରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

The Sakala Picture
Published On

ସୈନିକ ସ୍କୁଲଗୁଡ଼ିକରେ ୨୦୨୨ ୨୩ ଶିକ୍ଷାବର୍ଷ ନାମଲେଖା ପାଇଁ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଆସନ୍ତା ଜାନୁଆରୀ ୯ ତାରିଖରେ ଅନୁଷ୍ଠିତ ହେବ। ଏଥି ଲାଗି ଆବେଦନ ପ୍ରକ୍ରିୟା ସେପ୍ଟେମ୍ବର ୨୭ ତାରିଖରୁ ଜାନୁଆରୀ ୯ରେ ପ୍ରବେଶିକା ଆରମ୍ଭ ହୋଇ ଅକ୍ଟୋବର ୨୬ ତାରିଖ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ଆଶାୟୀ ଛାତ୍ରଛାତ୍ରୀ https://aissee.nta.nic.in ୱେବ ସାଇଟ ମାଧ୍ୟମରେ ଅନଲାଇନ ଜରିଆରେ ଆବେଦନ କରିପାରିବେ। ତେବେ ୬ଷ୍ଠ ଶ୍ରେଣୀରେ ନାମଲେଖାଇବା ପାଇଁ ଛାତ୍ର ଛାତ୍ରୀ ଆବେଦନ କରିବେ। ଭୁବନେଶ୍ବର […]

ସୈନିକ ସ୍କୁଲଗୁଡ଼ିକରେ ୨୦୨୨ ୨୩ ଶିକ୍ଷାବର୍ଷ ନାମଲେଖା ପାଇଁ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଆସନ୍ତା ଜାନୁଆରୀ ୯ ତାରିଖରେ ଅନୁଷ୍ଠିତ ହେବ। ଏଥି ଲାଗି ଆବେଦନ ପ୍ରକ୍ରିୟା ସେପ୍ଟେମ୍ବର ୨୭ ତାରିଖରୁ ଜାନୁଆରୀ ୯ରେ ପ୍ରବେଶିକା ଆରମ୍ଭ ହୋଇ ଅକ୍ଟୋବର ୨୬ ତାରିଖ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ଆଶାୟୀ ଛାତ୍ରଛାତ୍ରୀ https://aissee.nta.nic.in ୱେବ ସାଇଟ ମାଧ୍ୟମରେ ଅନଲାଇନ ଜରିଆରେ ଆବେଦନ କରିପାରିବେ।

ଆହୁରି ପଢ଼ନ୍ତୁ: ଶିକ୍ଷା ବଞ୍ଚାଅ ଆନ୍ଦୋଳନରେ ଗର୍ଜିଲା ବିଜେଡି: ଛାତ୍ରଛାତ୍ରୀଙ୍କୁ ଅଣଦେଖା ସରକାରକୁ ଭାରି ପଡ଼ିବ

ତେବେ ୬ଷ୍ଠ ଶ୍ରେଣୀରେ ନାମଲେଖାଇବା ପାଇଁ ଛାତ୍ର ଛାତ୍ରୀ ଆବେଦନ କରିବେ। ଭୁବନେଶ୍ବର ସୈନିକ ସ୍କୁଲରେ ଛାତ୍ରଙ୍କ ପାଇଁ ୮୦ଟି ସିଟ୍ ଥିବା ବେଳେ ଛାତ୍ରୀଙ୍କ ଲାଗି ୧୦ଟି ସିଟ ରହିଛି। ନାମଲେଖା ପାଇଁ ଆବେଦନ କରିବାକୁ ଥିବା ଛାତ୍ରଛାତ୍ରୀଙ୍କ ବୟସ ମାର୍ଚ୍ଚ ୨୦୨୨ ସୁଦ୍ଧା ୧୦ରୁ ୧୨ ବର୍ଷ ମଧ୍ଯରେ ହୋଇଥିବା ଆବଶ୍ଯକ ବୋଲି ଭୁବନେଶ୍ବର ସୈନିକ ସ୍କୁଲ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ବନ୍ୟା ମୁକାବିଲାରେ ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି

29 Sep 2021 By The Sakala

ସୈନିକ ସ୍କୁଲଗୁଡ଼ିକରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ସୈନିକ ସ୍କୁଲଗୁଡ଼ିକରେ ୨୦୨୨ ୨୩ ଶିକ୍ଷାବର୍ଷ ନାମଲେଖା ପାଇଁ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଆସନ୍ତା ଜାନୁଆରୀ ୯ ତାରିଖରେ ଅନୁଷ୍ଠିତ ହେବ। ଏଥି ଲାଗି ଆବେଦନ ପ୍ରକ୍ରିୟା ସେପ୍ଟେମ୍ବର ୨୭ ତାରିଖରୁ ଜାନୁଆରୀ ୯ରେ ପ୍ରବେଶିକା ଆରମ୍ଭ ହୋଇ ଅକ୍ଟୋବର ୨୬ ତାରିଖ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ଆଶାୟୀ ଛାତ୍ରଛାତ୍ରୀ https://aissee.nta.nic.in ୱେବ ସାଇଟ ମାଧ୍ୟମରେ ଅନଲାଇନ ଜରିଆରେ ଆବେଦନ କରିପାରିବେ।

ତେବେ ୬ଷ୍ଠ ଶ୍ରେଣୀରେ ନାମଲେଖାଇବା ପାଇଁ ଛାତ୍ର ଛାତ୍ରୀ ଆବେଦନ କରିବେ। ଭୁବନେଶ୍ବର ସୈନିକ ସ୍କୁଲରେ ଛାତ୍ରଙ୍କ ପାଇଁ ୮୦ଟି ସିଟ୍ ଥିବା ବେଳେ ଛାତ୍ରୀଙ୍କ ଲାଗି ୧୦ଟି ସିଟ ରହିଛି। ନାମଲେଖା ପାଇଁ ଆବେଦନ କରିବାକୁ ଥିବା ଛାତ୍ରଛାତ୍ରୀଙ୍କ ବୟସ ମାର୍ଚ୍ଚ ୨୦୨୨ ସୁଦ୍ଧା ୧୦ରୁ ୧୨ ବର୍ଷ ମଧ୍ଯରେ ହୋଇଥିବା ଆବଶ୍ଯକ ବୋଲି ଭୁବନେଶ୍ବର ସୈନିକ ସ୍କୁଲ ପକ୍ଷରୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର