ସ୍ତ୍ରୀର ମାନ୍ୟତା ପାଇଁ ଥାନାରେ ଧାରଣାରେ ବସିଲେ ମହିଳା

The Sakala Picture
Published On

ଭୁବନେଶ୍ୱର: ଟୁଙ୍ଗୁର ଭୋଳକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଏବେ ଶଙ୍କର କହଁର ଘଟଣା ସାମ୍ନାକୁ ଆସିଛି। ମହିଳାଙ୍କ ଜିଦ୍ ଯେ ମୋର ଶଙ୍କର କହଁର ଦରକାର। ସ୍ତ୍ରୀର ମାନ୍ୟତା ପାଇଁ ଥାନାରେ ଧାରଣାରେ ବସିଛନ୍ତି ମହିଳା ।  ସିଏ ବାହା ହେଲେ ବି ମୁଁ ତା ସହ ରହିବି ବୋଲି ଜିଦ୍ ଧରି ବସିଛନ୍ତି ମହିଳାଜଣକ । ମହିଳାଙ୍କ ଅଭିଯୋଗ ଯେ, ଶଙ୍କର କହଁର ମୋ ସହ ଶାରୀରିକ ସମ୍ପର୍କ ରଖିଛନ୍ତି ମାନେ ସେ […]

ଭୁବନେଶ୍ୱର: ଟୁଙ୍ଗୁର ଭୋଳକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଏବେ ଶଙ୍କର କହଁର ଘଟଣା ସାମ୍ନାକୁ ଆସିଛି। ମହିଳାଙ୍କ ଜିଦ୍ ଯେ ମୋର ଶଙ୍କର କହଁର ଦରକାର। ସ୍ତ୍ରୀର ମାନ୍ୟତା ପାଇଁ ଥାନାରେ ଧାରଣାରେ ବସିଛନ୍ତି ମହିଳା ।  ସିଏ ବାହା ହେଲେ ବି ମୁଁ ତା ସହ ରହିବି ବୋଲି ଜିଦ୍ ଧରି ବସିଛନ୍ତି ମହିଳାଜଣକ ।

ଆହୁରି ପଢ଼ନ୍ତୁ: ରାଜଧାନୀ ଆଜାଦନଗର ବିସ୍ଫୋରଣ ଘଟଣା: କ୍ରାଇମ ସ୍ପଟରେ NIA ଟିମର ତଦନ୍ତ

ମହିଳାଙ୍କ ଅଭିଯୋଗ ଯେ, ଶଙ୍କର କହଁର ମୋ ସହ ଶାରୀରିକ ସମ୍ପର୍କ ରଖିଛନ୍ତି ମାନେ ସେ ମୋତେ ବାହାହେବେ । ଏଭଳି ସାଙ୍ଘାତିକ ଅଭିଯୋଗ ଆଣି ନୟାପଲ୍ଲୀ ଥାନା ଆଗରେ ଧାରଣା ଦେଇଛନ୍ତି ମହିଳା ଜଣକ । ସେପଟେ ମହିଳାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ଶଙ୍କରକୁ ଗିରଫ କରିଛି ନୟାପଲ୍ଲୀ ପୁଲସ ।

ଆହୁରି ପଢ଼ନ୍ତୁ: ଅଖିଳ ଭାରତ ହିନ୍ଦୁ ମହାସଭାର ରାଜ୍ୟ ଉପ-ସଭାପତି ହେଲେ ମାଧୁରୀ ବୋଷ

20 Jul 2022 By The Sakala

ସ୍ତ୍ରୀର ମାନ୍ୟତା ପାଇଁ ଥାନାରେ ଧାରଣାରେ ବସିଲେ ମହିଳା

ଭୁବନେଶ୍ୱର: ଟୁଙ୍ଗୁର ଭୋଳକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଏବେ ଶଙ୍କର କହଁର ଘଟଣା ସାମ୍ନାକୁ ଆସିଛି। ମହିଳାଙ୍କ ଜିଦ୍ ଯେ ମୋର ଶଙ୍କର କହଁର ଦରକାର। ସ୍ତ୍ରୀର ମାନ୍ୟତା ପାଇଁ ଥାନାରେ ଧାରଣାରେ ବସିଛନ୍ତି ମହିଳା ।  ସିଏ ବାହା ହେଲେ ବି ମୁଁ ତା ସହ ରହିବି ବୋଲି ଜିଦ୍ ଧରି ବସିଛନ୍ତି ମହିଳାଜଣକ ।

ମହିଳାଙ୍କ ଅଭିଯୋଗ ଯେ, ଶଙ୍କର କହଁର ମୋ ସହ ଶାରୀରିକ ସମ୍ପର୍କ ରଖିଛନ୍ତି ମାନେ ସେ ମୋତେ ବାହାହେବେ । ଏଭଳି ସାଙ୍ଘାତିକ ଅଭିଯୋଗ ଆଣି ନୟାପଲ୍ଲୀ ଥାନା ଆଗରେ ଧାରଣା ଦେଇଛନ୍ତି ମହିଳା ଜଣକ । ସେପଟେ ମହିଳାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ଶଙ୍କରକୁ ଗିରଫ କରିଛି ନୟାପଲ୍ଲୀ ପୁଲସ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର