ନୂଆପୁରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

The Sakala Picture
Published On

ବାହାନଗା :ବାହାନଗା ବ୍ଲକ ନୂଆପୁର ପଞ୍ଚାୟତ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ନୂଆପୁର ସରପଞ୍ଚ ମନୋରମା ମଲ୍ଲିକ ଫିତାକାଟି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥିଭାବେ ଡାକ୍ତର ମହେଶ ବିଶ୍ୱାଳ, ଆଚ୍ଛା ସାମାଜିକ ଅନୁଷ୍ଠାନ ବ୍ଲକ ସଭାପତି ରତ୍ନାକର ମଲ୍ଲିକ ଉପସ୍ଥିତ ରହିଥିଲେ। ଶିବିରରେ ଆଖପାଖ ଅଂଚଳରୁ ଉତ୍ସାହି ଯୁବକ ରକ୍ତଦାନ କରିଥିଲେ। ଡାକ୍ତର ଶ୍ରୀ ବିଶ୍ୱାଳ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଆଚ୍ଛା ସାମାଜିକ ସଂଗଠନ […]

ବାହାନଗା :ବାହାନଗା ବ୍ଲକ ନୂଆପୁର ପଞ୍ଚାୟତ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ନୂଆପୁର ସରପଞ୍ଚ ମନୋରମା ମଲ୍ଲିକ ଫିତାକାଟି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥିଭାବେ ଡାକ୍ତର ମହେଶ ବିଶ୍ୱାଳ, ଆଚ୍ଛା ସାମାଜିକ ଅନୁଷ୍ଠାନ ବ୍ଲକ ସଭାପତି ରତ୍ନାକର ମଲ୍ଲିକ ଉପସ୍ଥିତ ରହିଥିଲେ। ଶିବିରରେ ଆଖପାଖ ଅଂଚଳରୁ ଉତ୍ସାହି ଯୁବକ ରକ୍ତଦାନ କରିଥିଲେ। ଡାକ୍ତର ଶ୍ରୀ ବିଶ୍ୱାଳ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଆଚ୍ଛା ସାମାଜିକ ସଂଗଠନ ସମାଜରେ ଥାଲାସେମିଆ ରୋଗୀଙ୍କ ପାଇଁ ରକ୍ତ ସଂଗ୍ରହ କରୁଥିବାରୁ ରକ୍ତଦାନ ଶିବିର ଆୟୋଜନ କରିଥିବା ଉଭୟ ସରପଞ୍ଚ ଶ୍ରୀମତୀ ମଲ୍ଲିକ ଓ ଆଚ୍ଛା ସାମାଜିକ ସଂଗଠନକୁ ରୋଗୀଙ୍କ ପରିବାରଲୋକେ ଧନ୍ୟବାଦ ଦେଇଥିଲେ। ଶିବିରକୁ ଗୌରାଙ୍ଗ ମଳିକ, ନନ୍ଦିନୀ ନାୟକ, ବିସ୍ମିତ ରଞ୍ଜନ ଦାସ ପରିଚାଳନା କରିଥିଲେ।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଗ୍ୟାସ୍ କଳାବଜାରୀ: ଗ୍ୟାରେଜରୁ ୧୬୧ ଗ୍ୟାସ୍ ସିଲିଣ୍ଡର୍ ଜବତ, ମାଲିକ ଚମ୍ପଟ୍

02 Sep 2021 By The Sakala

ନୂଆପୁରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ବାହାନଗା :ବାହାନଗା ବ୍ଲକ ନୂଆପୁର ପଞ୍ଚାୟତ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ନୂଆପୁର ସରପଞ୍ଚ ମନୋରମା ମଲ୍ଲିକ ଫିତାକାଟି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥିଭାବେ ଡାକ୍ତର ମହେଶ ବିଶ୍ୱାଳ, ଆଚ୍ଛା ସାମାଜିକ ଅନୁଷ୍ଠାନ ବ୍ଲକ ସଭାପତି ରତ୍ନାକର ମଲ୍ଲିକ ଉପସ୍ଥିତ ରହିଥିଲେ। ଶିବିରରେ ଆଖପାଖ ଅଂଚଳରୁ ଉତ୍ସାହି ଯୁବକ ରକ୍ତଦାନ କରିଥିଲେ। ଡାକ୍ତର ଶ୍ରୀ ବିଶ୍ୱାଳ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଆଚ୍ଛା ସାମାଜିକ ସଂଗଠନ ସମାଜରେ ଥାଲାସେମିଆ ରୋଗୀଙ୍କ ପାଇଁ ରକ୍ତ ସଂଗ୍ରହ କରୁଥିବାରୁ ରକ୍ତଦାନ ଶିବିର ଆୟୋଜନ କରିଥିବା ଉଭୟ ସରପଞ୍ଚ ଶ୍ରୀମତୀ ମଲ୍ଲିକ ଓ ଆଚ୍ଛା ସାମାଜିକ ସଂଗଠନକୁ ରୋଗୀଙ୍କ ପରିବାରଲୋକେ ଧନ୍ୟବାଦ ଦେଇଥିଲେ। ଶିବିରକୁ ଗୌରାଙ୍ଗ ମଳିକ, ନନ୍ଦିନୀ ନାୟକ, ବିସ୍ମିତ ରଞ୍ଜନ ଦାସ ପରିଚାଳନା କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର