ରାଜଧାନୀରେ ଛାତ୍ରଙ୍କ ଆତ୍ମହତ୍ୟା

The Sakala Picture
Published On

ଭୁବନେଶ୍ବର: ଭୁବନେଶ୍ୱରରେ ଛାତ୍ରଙ୍କ ଆତ୍ମହତ୍ୟା । ଗୋଠପାଟଣା ଆଦ୍ୟାନ୍ତ କଲେଜରେ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।କଲେଜ ହଷ୍ଟେଲର ଏକ ରୁମ୍‌ରୁ ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରାଯାଇଛି।  ଉକ୍ତ ଛାତ୍ରଙ୍କ ନାଁ ସୂର୍ଯ୍ଯ ପ୍ରକାଶ ପଲାଇ। ସେ +୨ପ୍ରଥମ ବର୍ଷର ଛାତ୍ର ଥିଲେ । ଗତ କାଲି ରାତିରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚିବା ପୂର୍ବରୁ ତରବରିଆ ଭାବେ କବାଟ ଭାଙ୍ଗି ମୃତ ଦେହକୁ ଏମ୍ସ ନେଇଥିଲେ କଲେଜ କର୍ତ୍ତୃପକ୍ଷ । […]

ଭୁବନେଶ୍ବର: ଭୁବନେଶ୍ୱରରେ ଛାତ୍ରଙ୍କ ଆତ୍ମହତ୍ୟା । ଗୋଠପାଟଣା ଆଦ୍ୟାନ୍ତ କଲେଜରେ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।କଲେଜ ହଷ୍ଟେଲର ଏକ ରୁମ୍‌ରୁ ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରାଯାଇଛି।  ଉକ୍ତ ଛାତ୍ରଙ୍କ ନାଁ ସୂର୍ଯ୍ଯ ପ୍ରକାଶ ପଲାଇ। ସେ +୨ପ୍ରଥମ ବର୍ଷର ଛାତ୍ର ଥିଲେ । ଗତ କାଲି ରାତିରେ ଆତ୍ମହତ୍ୟା କରିଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ପ୍ରତିକୂଳ ପାଗ ଯୋଗୁଁ ବିଳମ୍ବରେ ଓଡିଶାରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଘଟଣା ସ୍ଥଳରେ ପୁଲିସ ପହଞ୍ଚିବା ପୂର୍ବରୁ ତରବରିଆ ଭାବେ କବାଟ ଭାଙ୍ଗି ମୃତ ଦେହକୁ ଏମ୍ସ ନେଇଥିଲେ କଲେଜ କର୍ତ୍ତୃପକ୍ଷ । ହତ୍ୟା ସନ୍ଦେହ କରାଯାଇ ପରିବାର ପକ୍ଷରୁ ଇନ୍ ଫୋ ଭ୍ୟାଲି ଥାନାରେ ଏତଲା ଦିଆଯାଇଛି।କଲେଜକୁ ଏକ ସାଇଣ୍ଟିପିକ ଟିମ୍ ଯାଇ ତଦନ୍ତ କରିବୋ ବଲି ପୁଲିସ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ସରପଞ୍ଚ ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ଘଟଣାରେ ଆଉ ଜଣେ ଗିରଫ

13 Sep 2022 By The Sakala

ରାଜଧାନୀରେ ଛାତ୍ରଙ୍କ ଆତ୍ମହତ୍ୟା

ଭୁବନେଶ୍ବର: ଭୁବନେଶ୍ୱରରେ ଛାତ୍ରଙ୍କ ଆତ୍ମହତ୍ୟା । ଗୋଠପାଟଣା ଆଦ୍ୟାନ୍ତ କଲେଜରେ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।କଲେଜ ହଷ୍ଟେଲର ଏକ ରୁମ୍‌ରୁ ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରାଯାଇଛି।  ଉକ୍ତ ଛାତ୍ରଙ୍କ ନାଁ ସୂର୍ଯ୍ଯ ପ୍ରକାଶ ପଲାଇ। ସେ +୨ପ୍ରଥମ ବର୍ଷର ଛାତ୍ର ଥିଲେ । ଗତ କାଲି ରାତିରେ ଆତ୍ମହତ୍ୟା କରିଥିବା ଜଣାପଡିଛି।

ଘଟଣା ସ୍ଥଳରେ ପୁଲିସ ପହଞ୍ଚିବା ପୂର୍ବରୁ ତରବରିଆ ଭାବେ କବାଟ ଭାଙ୍ଗି ମୃତ ଦେହକୁ ଏମ୍ସ ନେଇଥିଲେ କଲେଜ କର୍ତ୍ତୃପକ୍ଷ । ହତ୍ୟା ସନ୍ଦେହ କରାଯାଇ ପରିବାର ପକ୍ଷରୁ ଇନ୍ ଫୋ ଭ୍ୟାଲି ଥାନାରେ ଏତଲା ଦିଆଯାଇଛି।କଲେଜକୁ ଏକ ସାଇଣ୍ଟିପିକ ଟିମ୍ ଯାଇ ତଦନ୍ତ କରିବୋ ବଲି ପୁଲିସ ପକ୍ଷରୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର