୪ ବର୍ଷର ଝିଅକୁ ମାରି ଫିଙ୍ଗିଦେଲେ ! ହତ୍ୟା ସନ୍ଦେହରେ ପଡ଼ୋଶୀ ଦମ୍ପତି ଅଟକ

The Sakala Picture
Published On

ବଣାଇ: ବଣାଇରେ ବୀଭତ୍ସ ହତ୍ୟା । ୪ ବର୍ଷର ଝିଅକୁ ମାରି ଫିଙ୍ଗିଦେଲେ ପଡ଼ୋଶୀ । ନାଳରୁ ୪ ବର୍ଷ ଝିଅର ଗଳିତ ମୃତଦେହ ଉଦ୍ଧାର । ଗୁରୁଣ୍ଡିଆ ଥାନା ଜଡ଼ା ଗାଁର ଏକ ନାଳରୁ ମୃତଦେହ ଉଦ୍ଧାର ହୋଇଛି । ମୃତ ନାବାଳକ ଜଣକ ରାଜୁ ମୁଣ୍ଡାଙ୍କ ୪ ବର୍ଷର ଝିଅ ଦୀପାଳି ମୁଣ୍ଡା ବୋଲି ସୂଚନା ମିଳିଛି । ୨ ଦିନ ତଳୁ ନିଖୋଜ ଥିଲା ଦୀପାଳି । ଝିଅକୁ ହତ୍ୟା ପରେ ଫିଙ୍ଗିଥିବା […]

ବଣାଇ: ବଣାଇରେ ବୀଭତ୍ସ ହତ୍ୟା । ୪ ବର୍ଷର ଝିଅକୁ ମାରି ଫିଙ୍ଗିଦେଲେ ପଡ଼ୋଶୀ । ନାଳରୁ ୪ ବର୍ଷ ଝିଅର ଗଳିତ ମୃତଦେହ ଉଦ୍ଧାର । ଗୁରୁଣ୍ଡିଆ ଥାନା ଜଡ଼ା ଗାଁର ଏକ ନାଳରୁ ମୃତଦେହ ଉଦ୍ଧାର ହୋଇଛି । ମୃତ ନାବାଳକ ଜଣକ ରାଜୁ ମୁଣ୍ଡାଙ୍କ ୪ ବର୍ଷର ଝିଅ ଦୀପାଳି ମୁଣ୍ଡା ବୋଲି ସୂଚନା ମିଳିଛି । ୨ ଦିନ ତଳୁ ନିଖୋଜ ଥିଲା ଦୀପାଳି । ଝିଅକୁ ହତ୍ୟା ପରେ ଫିଙ୍ଗିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ହତ୍ୟା ସନ୍ଦେହରେ ପଡ଼ୋଶୀ ଦମ୍ପତିଙ୍କୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି । ଖବର ପାଇ ଆଜି ସକାଳୁ ମୃତଦେହ ଉଦ୍ଧାର କରି ଘଟଣାସ୍ଥଳରେ ପୋଲିସ ଛାନଭିନ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

19 Jan 2025 By The Sakala

୪ ବର୍ଷର ଝିଅକୁ ମାରି ଫିଙ୍ଗିଦେଲେ ! ହତ୍ୟା ସନ୍ଦେହରେ ପଡ଼ୋଶୀ ଦମ୍ପତି ଅଟକ

ବଣାଇ: ବଣାଇରେ ବୀଭତ୍ସ ହତ୍ୟା । ୪ ବର୍ଷର ଝିଅକୁ ମାରି ଫିଙ୍ଗିଦେଲେ ପଡ଼ୋଶୀ । ନାଳରୁ ୪ ବର୍ଷ ଝିଅର ଗଳିତ ମୃତଦେହ ଉଦ୍ଧାର । ଗୁରୁଣ୍ଡିଆ ଥାନା ଜଡ଼ା ଗାଁର ଏକ ନାଳରୁ ମୃତଦେହ ଉଦ୍ଧାର ହୋଇଛି । ମୃତ ନାବାଳକ ଜଣକ ରାଜୁ ମୁଣ୍ଡାଙ୍କ ୪ ବର୍ଷର ଝିଅ ଦୀପାଳି ମୁଣ୍ଡା ବୋଲି ସୂଚନା ମିଳିଛି । ୨ ଦିନ ତଳୁ ନିଖୋଜ ଥିଲା ଦୀପାଳି । ଝିଅକୁ ହତ୍ୟା ପରେ ଫିଙ୍ଗିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ହତ୍ୟା ସନ୍ଦେହରେ ପଡ଼ୋଶୀ ଦମ୍ପତିଙ୍କୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି । ଖବର ପାଇ ଆଜି ସକାଳୁ ମୃତଦେହ ଉଦ୍ଧାର କରି ଘଟଣାସ୍ଥଳରେ ପୋଲିସ ଛାନଭିନ ଆରମ୍ଭ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର