ଖେଳୁଥିବାବେଳେ ଅଫୁଟା ବାଣ ଫୁଟି ୪ ନାବାଳକ ଗୁରୁତର

The Sakala Picture
Published On

ଖୋର୍ଦ୍ଧା: ବାଣ ଫୁଟି ଚାରି ନାବାଳକ ଗୁରୁତର। ପଡ଼ିଆରେ ଖେଳୁଥିବା ବେଳେ  ପିଲାମାନେ ଅଫୁଟା ବାଣକୁ ଗୋଟାଇ ଫୁଟାଉଥିବାବେଳେ ଅସାବଧାନତା ହେତୁ ବାଣ ଗୁଡିକ ଫୁଟିଯାଇଥିଲା। ପିଲାମାନେ ଗୁରୁତର ହୋଇ ଖୋର୍ଦ୍ଧା ମେଡିକାଲରେ ଚିକିତ୍ସା ପାଇଁ ଭର୍ତି ହୋଇଛନ୍ତି। ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଅଛି। ଆହତ ବାଳକ ମାନେ ହେଲେ ଆଶୁତୋଷ ବାରିକ, ସୌମ୍ୟ ରଞ୍ଜନ ସାହୁ, ଲୋକନାଥ ବାରିକ, ବିଭୁତି ଭୂଷଣ ସାହୁ। ଏମାନଙ୍କ ବୟସ ପାଖାପାଖି ୧୨ ବର୍ଷରୁ ୧୫ ବର୍ଷ ମଧ୍ୟରେ ହେବ […]

ଖୋର୍ଦ୍ଧା: ବାଣ ଫୁଟି ଚାରି ନାବାଳକ ଗୁରୁତର। ପଡ଼ିଆରେ ଖେଳୁଥିବା ବେଳେ  ପିଲାମାନେ ଅଫୁଟା ବାଣକୁ ଗୋଟାଇ ଫୁଟାଉଥିବାବେଳେ ଅସାବଧାନତା ହେତୁ ବାଣ ଗୁଡିକ ଫୁଟିଯାଇଥିଲା। ପିଲାମାନେ ଗୁରୁତର ହୋଇ ଖୋର୍ଦ୍ଧା ମେଡିକାଲରେ ଚିକିତ୍ସା ପାଇଁ ଭର୍ତି ହୋଇଛନ୍ତି। ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଅଛି। ଆହତ ବାଳକ ମାନେ ହେଲେ ଆଶୁତୋଷ ବାରିକ, ସୌମ୍ୟ ରଞ୍ଜନ ସାହୁ, ଲୋକନାଥ ବାରିକ, ବିଭୁତି ଭୂଷଣ ସାହୁ। ଏମାନଙ୍କ ବୟସ ପାଖାପାଖି ୧୨ ବର୍ଷରୁ ୧୫ ବର୍ଷ ମଧ୍ୟରେ ହେବ ବୋଲି ସୂଚନା ମିଳିଛି । ପରେ ସମସ୍ତଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ରାଜଧାନୀ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଗତ ୨୬ ତାରିଖରେ ସିମରେ ପଞ୍ଚୟତ ଅନ୍ତର୍ଗତ ଗଂପୁର ପାର୍କ ଉଦଘାଟନ ସମୟରେ ଫୁଟାଯାଇଥିବା ବାଣରୁ କିଛି ଅଫୁଟା ବାଣ ପଡିଥିଲା। ଆଜି ପିଲାମାନେ ତାକୁ ଏକାଠି କରି ବୋତଲରେ ଭର୍ତ୍ତି କରି ଫୁଟାଇବା ସମୟରେ ଏହି ଅଘଟଣ ଘଟିଥିଲା।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

30 Dec 2021 By The Sakala

ଖେଳୁଥିବାବେଳେ ଅଫୁଟା ବାଣ ଫୁଟି ୪ ନାବାଳକ ଗୁରୁତର

ଖୋର୍ଦ୍ଧା: ବାଣ ଫୁଟି ଚାରି ନାବାଳକ ଗୁରୁତର। ପଡ଼ିଆରେ ଖେଳୁଥିବା ବେଳେ  ପିଲାମାନେ ଅଫୁଟା ବାଣକୁ ଗୋଟାଇ ଫୁଟାଉଥିବାବେଳେ ଅସାବଧାନତା ହେତୁ ବାଣ ଗୁଡିକ ଫୁଟିଯାଇଥିଲା। ପିଲାମାନେ ଗୁରୁତର ହୋଇ ଖୋର୍ଦ୍ଧା ମେଡିକାଲରେ ଚିକିତ୍ସା ପାଇଁ ଭର୍ତି ହୋଇଛନ୍ତି। ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଅଛି। ଆହତ ବାଳକ ମାନେ ହେଲେ ଆଶୁତୋଷ ବାରିକ, ସୌମ୍ୟ ରଞ୍ଜନ ସାହୁ, ଲୋକନାଥ ବାରିକ, ବିଭୁତି ଭୂଷଣ ସାହୁ। ଏମାନଙ୍କ ବୟସ ପାଖାପାଖି ୧୨ ବର୍ଷରୁ ୧୫ ବର୍ଷ ମଧ୍ୟରେ ହେବ ବୋଲି ସୂଚନା ମିଳିଛି । ପରେ ସମସ୍ତଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ରାଜଧାନୀ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଗତ ୨୬ ତାରିଖରେ ସିମରେ ପଞ୍ଚୟତ ଅନ୍ତର୍ଗତ ଗଂପୁର ପାର୍କ ଉଦଘାଟନ ସମୟରେ ଫୁଟାଯାଇଥିବା ବାଣରୁ କିଛି ଅଫୁଟା ବାଣ ପଡିଥିଲା। ଆଜି ପିଲାମାନେ ତାକୁ ଏକାଠି କରି ବୋତଲରେ ଭର୍ତ୍ତି କରି ଫୁଟାଇବା ସମୟରେ ଏହି ଅଘଟଣ ଘଟିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର