କାନ୍ଥ ଭୁଶୁଡ଼ି ୨ ବର୍ଷର ପୁଅ ମୃତ, ବାପା ମା’ ଗୁରୁତର

The Sakala Picture
Published On

ଭଞ୍ଜନଗର: ମାଟିକାନ୍ଥ ଭୁଶୁଡ଼ି ଚାଲିଗଲା ୨ ବର୍ଷ ପୁଅର ଜୀବନ, ବାପା ମା’ ଗୁରୁତର । ଭଞ୍ଜନଗର ଥାନା ଅନ୍ତର୍ଗତ ବାଇବାଲି ପଞ୍ଚାୟତର ତୋଟା ସାହିରେ ଏପରି ଅଘଟଣ ଘଟିଛି । ମୃତ ବାଳକଙ୍କ ନାମ ଋଷି ପ୍ରଧାନ । ବାପା ଏବଂ ମାଆ ଗୁରୁତର ହୋଇଛନ୍ତି । ଉଭୟ ଗୁରୁତରଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ଶନିବାର ରାତିରେ ଖାଇ ସାରିବା ପରେ ଋଷି, ବାପା ବସନ୍ତ ପ୍ରଧାନ ଓ ମାଆ […]

ଭଞ୍ଜନଗର: ମାଟିକାନ୍ଥ ଭୁଶୁଡ଼ି ଚାଲିଗଲା ୨ ବର୍ଷ ପୁଅର ଜୀବନ, ବାପା ମା’ ଗୁରୁତର । ଭଞ୍ଜନଗର ଥାନା ଅନ୍ତର୍ଗତ ବାଇବାଲି ପଞ୍ଚାୟତର ତୋଟା ସାହିରେ ଏପରି ଅଘଟଣ ଘଟିଛି । ମୃତ ବାଳକଙ୍କ ନାମ ଋଷି ପ୍ରଧାନ । ବାପା ଏବଂ ମାଆ ଗୁରୁତର ହୋଇଛନ୍ତି । ଉଭୟ ଗୁରୁତରଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି ।

ଆହୁରି ପଢ଼ନ୍ତୁ: ଗହୀରମଥାରେ ଅଣ୍ଡା ନଦେଇ ଫେରିଗଲେ ଅଲିଭ ରିଡ଼ଲେ କଇଁଛ, ଚିନ୍ତାରେ ପରିବେଶବିତ୍

ସୂଚନା ଅନୁସାରେ, ଶନିବାର ରାତିରେ ଖାଇ ସାରିବା ପରେ ଋଷି, ବାପା ବସନ୍ତ ପ୍ରଧାନ ଓ ମାଆ ଭାଗ୍ୟ ପ୍ରଧାନଙ୍କ ସହ ଶୋଇଥିଲେ । ଶନିବାର ରାତିସାରା ବର୍ଷା ଲାଗି ରହିଥିଲା । ରବିବାର ଭୋର ୪ ଟାରେ ଘରର ଗୋଟିଏ କାନ୍ଥ ବତୁରି ଯିବା ଦ୍ୱାରା ହଠାତ୍ ଭୁଶୁଡ଼ି ପଡ଼ିଥିଲା । ଶୋଇଥିବା ଅବସ୍ଥାରେ ପରିବାର ଲୋକଙ୍କ ଉପରେ କାନ୍ଥଟି ମାଡ଼ି ବସିଥିଲା । ପରିବାର ଲୋକେ ଉଦ୍ଧାର କରି ସମସ୍ତଙ୍କୁ ଭଞ୍ଜନଗର ମେଡ଼ିକାଲରେ ଭର୍ତି କରିଥିଲେ। ସେଠାରେ ଡାକ୍ତର ଶିଶୁ ପୁତ୍ରକୁ ମୃତକୁ ଘୋଷଣା କରିଥିବା ବେଳେ ବାପା ଓ ମା’ ଙ୍କର ଚିକିତ୍ସା ଚାଲିଛି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି l

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀକ୍ଷେତ୍ରରେ ହେବ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

01 Sep 2024 By The Sakala

କାନ୍ଥ ଭୁଶୁଡ଼ି ୨ ବର୍ଷର ପୁଅ ମୃତ, ବାପା ମା’ ଗୁରୁତର

ଭଞ୍ଜନଗର: ମାଟିକାନ୍ଥ ଭୁଶୁଡ଼ି ଚାଲିଗଲା ୨ ବର୍ଷ ପୁଅର ଜୀବନ, ବାପା ମା’ ଗୁରୁତର । ଭଞ୍ଜନଗର ଥାନା ଅନ୍ତର୍ଗତ ବାଇବାଲି ପଞ୍ଚାୟତର ତୋଟା ସାହିରେ ଏପରି ଅଘଟଣ ଘଟିଛି । ମୃତ ବାଳକଙ୍କ ନାମ ଋଷି ପ୍ରଧାନ । ବାପା ଏବଂ ମାଆ ଗୁରୁତର ହୋଇଛନ୍ତି । ଉଭୟ ଗୁରୁତରଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଶନିବାର ରାତିରେ ଖାଇ ସାରିବା ପରେ ଋଷି, ବାପା ବସନ୍ତ ପ୍ରଧାନ ଓ ମାଆ ଭାଗ୍ୟ ପ୍ରଧାନଙ୍କ ସହ ଶୋଇଥିଲେ । ଶନିବାର ରାତିସାରା ବର୍ଷା ଲାଗି ରହିଥିଲା । ରବିବାର ଭୋର ୪ ଟାରେ ଘରର ଗୋଟିଏ କାନ୍ଥ ବତୁରି ଯିବା ଦ୍ୱାରା ହଠାତ୍ ଭୁଶୁଡ଼ି ପଡ଼ିଥିଲା । ଶୋଇଥିବା ଅବସ୍ଥାରେ ପରିବାର ଲୋକଙ୍କ ଉପରେ କାନ୍ଥଟି ମାଡ଼ି ବସିଥିଲା । ପରିବାର ଲୋକେ ଉଦ୍ଧାର କରି ସମସ୍ତଙ୍କୁ ଭଞ୍ଜନଗର ମେଡ଼ିକାଲରେ ଭର୍ତି କରିଥିଲେ। ସେଠାରେ ଡାକ୍ତର ଶିଶୁ ପୁତ୍ରକୁ ମୃତକୁ ଘୋଷଣା କରିଥିବା ବେଳେ ବାପା ଓ ମା’ ଙ୍କର ଚିକିତ୍ସା ଚାଲିଛି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି l

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର