ପର୍ଯ୍ଯଟକଙ୍କୁ ମୃତ୍ୟୁ ମୁହଁରୁ ବଞ୍ଚାଇଲେ ୨ ଓଡ଼ିଆ ଝିଅ

The Sakala Picture
Published On

ରାୟଗଡ଼ା: ପର୍ଯ୍ଯଟକଙ୍କୁ ମୃତ୍ୟୁ ମୁହଁରୁ ବଞ୍ଚାଇ ସାହସିକତାର ପରିଚୟ ଦେଲେ ୨ ଓଡ଼ିଆ ଝିଅ। ହିମାଚଳ ପ୍ରଦେଶର ରୋହତାଙ୍ଗପାସ ପର୍ଯ୍ଯଟନସ୍ଥଳୀକୁ ଏ ଦୁଇଜଣ ପରିବାର ସହ ବୁଲିବାକୁ ଯାଇଥିଲେ । ସେଠାରେ ଗ୍ଲାସିୟର ପଏଣ୍ଟରେ ବରଫ ତରଳିବା ଫଳରେ ରାଜସ୍ଥାନର ଦୁଇ ମହିଳା ପର୍ଯ୍ଯଟକ ଓ ଦୁଇ ଶିଶୁ ଫସି ରହିଥିଲେ। ସେଠାକୁ ଯିବା ବିପଦ ଯୋଗୁ କେହି ସେଠାକୁ ଯାଉନଥିଲେ । କିନ୍ତୁ ଦେବଦୂତ ସାଜିଥିଲେ ୨ ଓଡ଼ିଆ ଝିଅ ଆକାଂକ୍ଷା ସାହୁ ଓ ଆୟୁଷୀ […]

ରାୟଗଡ଼ା: ପର୍ଯ୍ଯଟକଙ୍କୁ ମୃତ୍ୟୁ ମୁହଁରୁ ବଞ୍ଚାଇ ସାହସିକତାର ପରିଚୟ ଦେଲେ ୨ ଓଡ଼ିଆ ଝିଅ। ହିମାଚଳ ପ୍ରଦେଶର ରୋହତାଙ୍ଗପାସ ପର୍ଯ୍ଯଟନସ୍ଥଳୀକୁ ଏ ଦୁଇଜଣ ପରିବାର ସହ ବୁଲିବାକୁ ଯାଇଥିଲେ । ସେଠାରେ ଗ୍ଲାସିୟର ପଏଣ୍ଟରେ ବରଫ ତରଳିବା ଫଳରେ ରାଜସ୍ଥାନର ଦୁଇ ମହିଳା ପର୍ଯ୍ଯଟକ ଓ ଦୁଇ ଶିଶୁ ଫସି ରହିଥିଲେ। ସେଠାକୁ ଯିବା ବିପଦ ଯୋଗୁ କେହି ସେଠାକୁ ଯାଉନଥିଲେ । କିନ୍ତୁ ଦେବଦୂତ ସାଜିଥିଲେ ୨ ଓଡ଼ିଆ ଝିଅ ଆକାଂକ୍ଷା ସାହୁ ଓ ଆୟୁଷୀ ସାହୁ । ସେମାନେ ପ୍ରଥମେ ଦୁଇ ପିଲାଙ୍କୁ ଓ ପରେ ଦୁଇ ମହିଳାଙ୍କୁ ଉଦ୍ଧାର କରିଥିଲେ । ଆକାଂକ୍ଷା ସାହୁ ଓ ଆୟୁଷୀ ସାହୁଙ୍କ ସାହସିକତାକୁ ପର୍ଯ୍ଯଟକଙ୍କ ପରିବାର ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି। ଆକାଂକ୍ଷା ରାୟଗଡ଼ା ସହରର ରିଂ ରୋଡରେ ରହୁଥିବା ବେଳେ ତାଙ୍କ ସମ୍ପର୍କୀୟ ଭଉଣୀ ଆୟୁଷୀ ପାରଳାଖେମୁଣ୍ଡିରେ ରହୁଛନ୍ତି । ଅଘଟଣ ସମସୟରେ ଦେବଦୂତ ସାଜି ପର୍ଯ୍ଯଟକଙ୍କୁ ଉଦ୍ଧାର କରିଥିବାରୁ ଆକାଂକ୍ଷା ଓ ଆୟୁଷୀଙ୍କୁ ସବୁ ମହଲରେ ପ୍ରଶଂସା କରାଯାଉଛି ।

ଆହୁରି ପଢ଼ନ୍ତୁ: ଆମ୍ବୁଲାନ୍ସର ସିକ୍ରେଟ୍ ଚାମ୍ବରରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା ନୟାପଲ୍ଲୀ ଥାନା ପୋଲିସ, ୨ଗିରଫ

20 Jun 2022 By The Sakala

ପର୍ଯ୍ଯଟକଙ୍କୁ ମୃତ୍ୟୁ ମୁହଁରୁ ବଞ୍ଚାଇଲେ ୨ ଓଡ଼ିଆ ଝିଅ

ରାୟଗଡ଼ା: ପର୍ଯ୍ଯଟକଙ୍କୁ ମୃତ୍ୟୁ ମୁହଁରୁ ବଞ୍ଚାଇ ସାହସିକତାର ପରିଚୟ ଦେଲେ ୨ ଓଡ଼ିଆ ଝିଅ। ହିମାଚଳ ପ୍ରଦେଶର ରୋହତାଙ୍ଗପାସ ପର୍ଯ୍ଯଟନସ୍ଥଳୀକୁ ଏ ଦୁଇଜଣ ପରିବାର ସହ ବୁଲିବାକୁ ଯାଇଥିଲେ । ସେଠାରେ ଗ୍ଲାସିୟର ପଏଣ୍ଟରେ ବରଫ ତରଳିବା ଫଳରେ ରାଜସ୍ଥାନର ଦୁଇ ମହିଳା ପର୍ଯ୍ଯଟକ ଓ ଦୁଇ ଶିଶୁ ଫସି ରହିଥିଲେ। ସେଠାକୁ ଯିବା ବିପଦ ଯୋଗୁ କେହି ସେଠାକୁ ଯାଉନଥିଲେ । କିନ୍ତୁ ଦେବଦୂତ ସାଜିଥିଲେ ୨ ଓଡ଼ିଆ ଝିଅ ଆକାଂକ୍ଷା ସାହୁ ଓ ଆୟୁଷୀ ସାହୁ । ସେମାନେ ପ୍ରଥମେ ଦୁଇ ପିଲାଙ୍କୁ ଓ ପରେ ଦୁଇ ମହିଳାଙ୍କୁ ଉଦ୍ଧାର କରିଥିଲେ । ଆକାଂକ୍ଷା ସାହୁ ଓ ଆୟୁଷୀ ସାହୁଙ୍କ ସାହସିକତାକୁ ପର୍ଯ୍ଯଟକଙ୍କ ପରିବାର ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି। ଆକାଂକ୍ଷା ରାୟଗଡ଼ା ସହରର ରିଂ ରୋଡରେ ରହୁଥିବା ବେଳେ ତାଙ୍କ ସମ୍ପର୍କୀୟ ଭଉଣୀ ଆୟୁଷୀ ପାରଳାଖେମୁଣ୍ଡିରେ ରହୁଛନ୍ତି । ଅଘଟଣ ସମସୟରେ ଦେବଦୂତ ସାଜି ପର୍ଯ୍ଯଟକଙ୍କୁ ଉଦ୍ଧାର କରିଥିବାରୁ ଆକାଂକ୍ଷା ଓ ଆୟୁଷୀଙ୍କୁ ସବୁ ମହଲରେ ପ୍ରଶଂସା କରାଯାଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର