ଓଡ଼ିଶାରେ ଲାଗୁହେବ ସ୍କ୍ରାପ୍‌ ପଲିସି: ଏଣିକି ରାସ୍ତାରେ ଗଡ଼ିବ ନାହିଁ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି

The Sakala Picture
Published On

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନୂଆ ସ୍କ୍ରାପ୍‌ ପଲିସିକୁ କାର୍ଯ୍ଯକାରୀ କରୁଛି ରାଜ୍ୟ। ରାଜ୍ୟରେ ପ୍ରକ୍ରିୟା ଆରମ୍ଭ ହୋଇଛି। ପୁରୁଣା ଗାଡ଼ି ଚିହ୍ନଟ ସରିଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ରାଜ୍ୟରେ ଲକ୍ଷାଧିକ ସଂଖ୍ୟାରେ ୧୫ ବର୍ଷର ପୁରୁଣା ଗାଡ଼ି ରହିଛି। ସ୍କ୍ରାପ ଆମଦାନୀ ହ୍ରାସ ପାଇଁ କେନ୍ଦ୍ର ସରକାର ବଡ଼ ଯୋଜନା କରିଛନ୍ତି। ଏହାଦ୍ୱାରା ପୁରୁଣା ଯାନର ବ୍ୟବହାର କମିବା ସହ ବନ୍ଦ ହେବ ପ୍ରଦୂଷଣ ସୃଷ୍ଟିକାରୀ ଯାନ ଚଳାଚଳ। ସ୍କ୍ରାପ ଆମଦାନୀ ହ୍ରାସ ଓ […]

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନୂଆ ସ୍କ୍ରାପ୍‌ ପଲିସିକୁ କାର୍ଯ୍ଯକାରୀ କରୁଛି ରାଜ୍ୟ। ରାଜ୍ୟରେ ପ୍ରକ୍ରିୟା ଆରମ୍ଭ ହୋଇଛି। ପୁରୁଣା ଗାଡ଼ି ଚିହ୍ନଟ ସରିଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ରାଜ୍ୟରେ ଲକ୍ଷାଧିକ ସଂଖ୍ୟାରେ ୧୫ ବର୍ଷର ପୁରୁଣା ଗାଡ଼ି ରହିଛି। ସ୍କ୍ରାପ ଆମଦାନୀ ହ୍ରାସ ପାଇଁ କେନ୍ଦ୍ର ସରକାର ବଡ଼ ଯୋଜନା କରିଛନ୍ତି। ଏହାଦ୍ୱାରା ପୁରୁଣା ଯାନର ବ୍ୟବହାର କମିବା ସହ ବନ୍ଦ ହେବ ପ୍ରଦୂଷଣ ସୃଷ୍ଟିକାରୀ ଯାନ ଚଳାଚଳ। ସ୍କ୍ରାପ ଆମଦାନୀ ହ୍ରାସ ଓ ଦେଶରେ ପୁରୁଣା ଯାନର ଭିଡ଼ ହ୍ରାସ ଲାଗି ନୀତି ଘୋଷଣା ହୋଇଛି। ୨୦୨୩ରୁ ଟ୍ରକ ଓ ୨୦୨୪ରୁ କାର୍‌ ଗୁଡ଼କ ପାଇଁ ଏହି ନୀତି ଲାଗୁ ହେବ। କେନ୍ଦ୍ର ସରକାରଙ୍କ ନୂଆ ସ୍କ୍ରାପ୍ ପଲିସିକୁ ରାଜ୍ୟ କାର୍ଯ୍ଯକାରୀ କରୁଥିବା ପରିବହନ ମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଭୟ: ଓଡ଼ିଶା ମୁହାଁ ହେବ କି ଘୂର୍ଣ୍ଣିବଳୟ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର