ମାଟ୍ରିକ୍ ରେଜଲ୍ଟ: ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ବିରଳ କୃତିତ୍ୱ

The Sakala Picture
Published On

ଭୁବନେଶ୍ୱର: ଲକ୍ଷ୍ମୀସାଗରସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଓଡିଆମାଧ୍ୟମ ପ୍ରତିବର୍ଷ ଭଳି ଚଳିତବର୍ଷ ଦଶମ ପରୀକ୍ଷାରେ ସମସ୍ତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟକୁ ଗୌରବାନ୍ୱିତ କରିଛନ୍ତି । ଛାତ୍ର ଆଦିତ୍ୟ ସହ ସର୍ବୋଚ୍ଚ ୫୮୧ ନମ୍ବର ରଖି A1 Grade ଅଧିକାର କରିଛନ୍ତି । ବିଦ୍ୟାଳୟର ସମୁଦାୟ ୧୨୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ A1 ରେ ୮ ଜଣ, A2 ରେ ୪୭ ଜଣ ଓ ୫୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ B1 Grade ରଖି ବିଦ୍ୟାଳୟର ନାମକୁ ଉଜ୍ଜ୍ୱଳ […]

ଭୁବନେଶ୍ୱର: ଲକ୍ଷ୍ମୀସାଗରସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଓଡିଆମାଧ୍ୟମ ପ୍ରତିବର୍ଷ ଭଳି ଚଳିତବର୍ଷ ଦଶମ ପରୀକ୍ଷାରେ ସମସ୍ତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟକୁ ଗୌରବାନ୍ୱିତ କରିଛନ୍ତି । ଛାତ୍ର ଆଦିତ୍ୟ ସହ ସର୍ବୋଚ୍ଚ ୫୮୧ ନମ୍ବର ରଖି A1 Grade ଅଧିକାର କରିଛନ୍ତି । ବିଦ୍ୟାଳୟର ସମୁଦାୟ ୧୨୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ A1 ରେ ୮ ଜଣ, A2 ରେ ୪୭ ଜଣ ଓ ୫୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ B1 Grade ରଖି ବିଦ୍ୟାଳୟର ନାମକୁ ଉଜ୍ଜ୍ୱଳ କରିଛନ୍ତି । ଯଦ୍ୱାରା ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକବୃନ୍ଦ, ପରିଚାଳନା କମିଟି ତଥା ବିଦ୍ୟାଳୟର ଶୁଭଚିନ୍ତକଙ୍କ ମନରେ ହସ ଫୁଟାଇ ପାରିଛନ୍ତି । ଲର୍ଡ଼ ଜଗନ୍ନାଥ ମିଶନ ଟ୍ରଷ୍ଟର ମ୍ୟାନେଜିଂଗ ଟ୍ରଷ୍ଟି ଶ୍ରୀଯୁକ୍ତ ବୈରାଗୀ ଚରଣ ନାୟକ ଛାତ୍ରଛାତ୍ରୀଙ୍କର ଉଜ୍ଜ୍ୱଳ ଭବିଷ୍ୟ ଓ ବିରଳ କୃତିତ୍ୱ ନିମନ୍ତେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସାଧୁବାଦ ପ୍ରଦାନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ସ୍କୁଲ ପିଲାଙ୍କୁ ପୋଷାକ ଯୋଗାଇବେ ପୁରୁଣା ଏଜେନ୍ସି, ୨୭ ତାରିଖ ସୁଦ୍ଧା ହେବ ବଣ୍ଟନ

07 Jul 2022 By The Sakala

ମାଟ୍ରିକ୍ ରେଜଲ୍ଟ: ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ବିରଳ କୃତିତ୍ୱ

ଭୁବନେଶ୍ୱର: ଲକ୍ଷ୍ମୀସାଗରସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଓଡିଆମାଧ୍ୟମ ପ୍ରତିବର୍ଷ ଭଳି ଚଳିତବର୍ଷ ଦଶମ ପରୀକ୍ଷାରେ ସମସ୍ତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟକୁ ଗୌରବାନ୍ୱିତ କରିଛନ୍ତି । ଛାତ୍ର ଆଦିତ୍ୟ ସହ ସର୍ବୋଚ୍ଚ ୫୮୧ ନମ୍ବର ରଖି A1 Grade ଅଧିକାର କରିଛନ୍ତି । ବିଦ୍ୟାଳୟର ସମୁଦାୟ ୧୨୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ A1 ରେ ୮ ଜଣ, A2 ରେ ୪୭ ଜଣ ଓ ୫୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ B1 Grade ରଖି ବିଦ୍ୟାଳୟର ନାମକୁ ଉଜ୍ଜ୍ୱଳ କରିଛନ୍ତି । ଯଦ୍ୱାରା ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକବୃନ୍ଦ, ପରିଚାଳନା କମିଟି ତଥା ବିଦ୍ୟାଳୟର ଶୁଭଚିନ୍ତକଙ୍କ ମନରେ ହସ ଫୁଟାଇ ପାରିଛନ୍ତି । ଲର୍ଡ଼ ଜଗନ୍ନାଥ ମିଶନ ଟ୍ରଷ୍ଟର ମ୍ୟାନେଜିଂଗ ଟ୍ରଷ୍ଟି ଶ୍ରୀଯୁକ୍ତ ବୈରାଗୀ ଚରଣ ନାୟକ ଛାତ୍ରଛାତ୍ରୀଙ୍କର ଉଜ୍ଜ୍ୱଳ ଭବିଷ୍ୟ ଓ ବିରଳ କୃତିତ୍ୱ ନିମନ୍ତେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସାଧୁବାଦ ପ୍ରଦାନ କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର