ସୋମବାର ରାଶିଫଳ (୨୫-୦୯-୨୦୨୩)
ମେଷ: ସାମାଜିକ କାର୍ଯ୍ୟ ପ୍ରତି ଆଗ୍ରହ ପ୍ରକାଶ କରିବେ। ପରିବାରରେ ପ୍ରତିଷ୍ଠା ବଢ଼ିବ। ସପରିବାର ଧାର୍ମିକ ସ୍ଥାନକୁ ଯାତ୍ରା କରିବେ। ସମୟ ପୂର୍ବରୁ କାର୍ଯ୍ୟ ସମ୍ପାଦନ କରିବେ। ବୃଷ: ଚିନ୍ତାରେ ରହିବେ। ପ୍ରେମ ସମ୍ବନ୍ଧ ମଜଭୁତ ହେବ। ନିଜ ଲୋକଙ୍କ ସହ ଝଗଡ଼ା ହେବ। ରୋଜଗାର ପାଇଁ ଆପଣ ନୂଆ ଆଶା ସଞ୍ଚାର କରିବେ। ମିଥୁନ: ପ୍ରିୟଜନଙ୍କଠାରୁ ଉପହାର ପାଇବେ। ସମାଜରେ ପ୍ରତିଷ୍ଠା ବଢ଼ିବ। ବ୍ୟବସାୟରେ ପ୍ରଗତି ହେବ। ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ଶେଷ […]
ମେଷ: ସାମାଜିକ କାର୍ଯ୍ୟ ପ୍ରତି ଆଗ୍ରହ ପ୍ରକାଶ କରିବେ। ପରିବାରରେ ପ୍ରତିଷ୍ଠା ବଢ଼ିବ। ସପରିବାର ଧାର୍ମିକ ସ୍ଥାନକୁ ଯାତ୍ରା କରିବେ। ସମୟ ପୂର୍ବରୁ କାର୍ଯ୍ୟ ସମ୍ପାଦନ କରିବେ।
ବୃଷ: ଚିନ୍ତାରେ ରହିବେ। ପ୍ରେମ ସମ୍ବନ୍ଧ ମଜଭୁତ ହେବ। ନିଜ ଲୋକଙ୍କ ସହ ଝଗଡ଼ା ହେବ। ରୋଜଗାର ପାଇଁ ଆପଣ ନୂଆ ଆଶା ସଞ୍ଚାର କରିବେ।
ମିଥୁନ: ପ୍ରିୟଜନଙ୍କଠାରୁ ଉପହାର ପାଇବେ। ସମାଜରେ ପ୍ରତିଷ୍ଠା ବଢ଼ିବ। ବ୍ୟବସାୟରେ ପ୍ରଗତି ହେବ। ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ଶେଷ କରିବେ।
କର୍କଟ: ବ୍ୟବସାୟିକ ଯୋଜନା ସଫଳ ହେବ। ଭାଇଭଉଣୀଙ୍କ ସହଯୋଗ ମିଳିବ। ଶାନ୍ତ ଓ ଚିନ୍ତାଶୂନ୍ୟ ରହିବେ। ସାମାଜିକ ଗଣମାଧ୍ୟମରେ ଅଧିକ ସମୟ ଅତିବାହିତ କରିବେ।
ସିଂହ: ଅଫିସ୍ରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ଛାତ୍ରଛାତ୍ରୀ ପଢ଼ାରେ ମନଯୋଗ ଦେବେ। ପୁରୁଣା ବନ୍ଧୁଙ୍କ ସହ ଭେଟ ହେବ। ଜୀବନସାଥୀଙ୍କ ସହ ସୁଖଦୁଃଖ ବାଣ୍ଟିବେ।
କନ୍ୟା: ଧର୍ମ ଗୁରୁଙ୍କ ପରାମର୍ଶ ଲୋଡ଼ିବେ। ସୃଜନାତ୍ମକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। ସ୍ବାଦିଷ୍ଟ ଖାଦ୍ୟ ଖାଇବେ। ପଡ଼ୋଶୀଙ୍କ ସହ ମତଭେଦ ସୃଷ୍ଟି ହେବା ସମ୍ଭାବନା ଅଛି।
ତୁଳା: ବ୍ୟବସାୟକୁ ଆଗକୁ ବଢ଼ାଇବାକୁ ପ୍ରୟାସ କରିବେ। ପରିବାରରେ ହସଖୁସିର ପରିବେଶ ରହିବ। ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିବେ।
ବିଛା: ଦାମ୍ପତ୍ୟ ଜୀବନ ସୁଖମୟ ହେବ। ମାଆବାପାଙ୍କ ସହ କୌଣସି ଦୂରସ୍ଥାନକୁ ଯାତ୍ରା କରିବେ। ପଢ଼ାପଢ଼ିରେ ସମୟ କଟିବ। ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରିବେ।
ଧନୁ: ଦିନଟି ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ। ପରିବାରରେ ପ୍ରତିଷ୍ଠା ବଢ଼ିବ। କାହାଠୁ ଧାରଉଧାର କରିବେ। କୌଣସି କଥାକୁ ନେଇ ଅଶାନ୍ତିରେ ରହିବେ। ଜୀବନସାଥୀଙ୍କ ସହ ଭବିଷ୍ୟତକୁ ନେଇ ନୂଆ ଯୋଜନା କରିବେ।
ମକର: ସଭାସମିତି କାମରେ ଯୋଗ ଦେବେ। ବନ୍ଧୁ ଆର୍ଥିକ ସାହାଯ୍ୟ ମାଗିବେ। ଦିନଟି ବ୍ୟସ୍ତତା ଭିତରେ କଟିବ। କୌଣସି କ୍ଷେତ୍ରରେ ନିବେଶ କରିବା ପାଇଁ ଉପଯୁକ୍ତ ସମୟ।
କୁମ୍ଭ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ଧନପ୍ରାପ୍ତିର ଯୋଗ ଅଛି। ପଡୋଶୀଙ୍କ ସହ ବିବାଦ ଯୋଗୁଁ ଅଶାନ୍ତି ବୃଦ୍ଧି ପାଇବ। ବୈବାହିକ ଜୀବନ ସୁଖମୟ ହେବ।
ମୀନ: ନୂଆ ଯାନବାହନ କିଣିବେ। ସନ୍ତାନଙ୍କ ପାଇଁ ଗର୍ବ ଅନୁଭବ କରିବେ। ପ୍ରେମ ଜୀବନରେ ମଧୁରତା ଆସିବ। ଛାତ୍ରଛାତ୍ରୀ ପଢ଼ା ଲାଗି ବିଦେଶ ଯାତ୍ରା କରିବେ।