ଶୁକ୍ରବାର ରାଶିଫଳ (୧୫-୦୯-୨୦୨୩)
ମେଷ: ଖୁସି ଖବର ପାଇପାରନ୍ତି । ବ୍ୟବସାୟିକ ଯୋଜନା ସଫଳ ହେବ। ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି। ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ରହିବ। ପରିବାର ସହିତ ସମୟ ବିତାଇବେ। ବୃଷ: ବନ୍ଧୁଙ୍କ ସହଯୋଗ ନେଇ କାର୍ଯ୍ୟ ପୂରା କରିବେ। ଦୂରଯାତ୍ରା ସୁଖଦ ରହିବ। ଗାଡ଼ି ଚାଳନା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ଉଧାର ଦେଇ ପାରନ୍ତି। ମହିଳାମାନେ ପୂଜାର୍ଚ୍ଚନାରେ ବ୍ୟସ୍ତ ରହିବେ। ମିଥୁନ: ବ୍ୟବହାରରେ ସଂଯମତା ରକ୍ଷା କରନ୍ତୁ। ଗୁରୁଜନଙ୍କ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। […]
ମେଷ: ଖୁସି ଖବର ପାଇପାରନ୍ତି । ବ୍ୟବସାୟିକ ଯୋଜନା ସଫଳ ହେବ। ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି। ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ରହିବ। ପରିବାର ସହିତ ସମୟ ବିତାଇବେ।
ବୃଷ: ବନ୍ଧୁଙ୍କ ସହଯୋଗ ନେଇ କାର୍ଯ୍ୟ ପୂରା କରିବେ। ଦୂରଯାତ୍ରା ସୁଖଦ ରହିବ। ଗାଡ଼ି ଚାଳନା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ଉଧାର ଦେଇ ପାରନ୍ତି। ମହିଳାମାନେ ପୂଜାର୍ଚ୍ଚନାରେ ବ୍ୟସ୍ତ ରହିବେ।
ମିଥୁନ: ବ୍ୟବହାରରେ ସଂଯମତା ରକ୍ଷା କରନ୍ତୁ। ଗୁରୁଜନଙ୍କ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ। ଅଟକିଥିବା କାମ ପୂରା ହେବ। ଆଣ୍ଠୁଗଣ୍ଠି ସମସ୍ୟା ଭୋଗିପାରନ୍ତି।
କର୍କଟ: କର୍ମକ୍ଷେତ୍ରରେ ଅଧିକ ଚାପ ପଡ଼ିପାରେ। ବନ୍ଧୁଙ୍କୁ ଉପହାର ଦେଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଖାଦ୍ୟ-ପେୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ମହିଳାମାନେ ପୂଜାର୍ଚ୍ଚନାେର ସମୟ ବିତାଇବେ।
ସିଂହ: କର୍ମକ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହୋଇପାରନ୍ତି। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ବିଦ୍ୟାର୍ଥୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ମାନ ସମ୍ମାନ ବୃଦ୍ଧି ପାଇବ।
କନ୍ୟା: ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ରହିେବ। ପାରିବାରିକ ଜୀବନ ସୁଖମୟ ହେବ। ଆର୍ଥିକ ସ୍ଥିତି ମଜଭୁତ ରହିବ। ଅଧ୍ୟାତ୍ମକ୍ଷେତ୍ରରେ ଯୋଗ ଦେଇପାରନ୍ତି। ମନୋରଞ୍ଜନରେ ସମୟ ବିତାଇବେ।
ତୁଳା: ଶାନ୍ତିଶୃଙ୍ଖଳାରେ କାମ କରିବେ। ଇଚ୍ଛା ଅନୁସାରେ କାମ ହେବ। ଆତ୍ମବିଶ୍ବାସ ବୃଦ୍ଧି ପାଇବ। ବିଦ୍ୟାର୍ଥୀ ସଫଳତା ଲାଭ କରିବେ। ନୂତନ ବ୍ୟବସାୟ କରିବା ପାଇଁ ଉପଯୁକ୍ତ ସମୟ। ସତର୍କ ରୁହନ୍ତୁ।
ବିଛା: ଘରେ ଶୁଭ କାର୍ଯ୍ୟ ହେବ। କୌଣସି ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ପାରିବାରିକ ମାମଲାକୁ ନେଇ ଚିନ୍ତାରେ ରହିବେ। ଆର୍ଥିକ ଦୃଷ୍ଟିରୁ ଦିନଟି ଭଲ ରହିବ। ପ୍ରେମ ବ୍ୟାପାରରେ ବିଫଳ ହେବେ।
ଧନୁ: ସାମାଜିକ କାର୍ଯ୍ୟରେ ଲିପ୍ତ ରହିେବ। ନକାରାତ୍ମକ ଚିନ୍ତାଧାରାରୁ ଦୂରେଇ ରୁହନ୍ତୁ। ଭବିଷ୍ୟତ ପାଇଁ ଯୋଜନା ବନାଇବେ। ମାନହାନି ଆଶଙ୍କା ରହିଛି। ପିଲାମାନେ ପଢ଼ା ମନସ୍କ ହେବେ।
ମକର: କୌଣସି କଥାକୁ ନେଇ ଚିନ୍ତାରେ ରହିବେ। ବେପାରରେ କ୍ଷତି ସହିବେ। ଗୁରୁଜନଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କରନ୍ତୁ। ପାରିବାହିକ ଜୀବନ ସୁଖଦ ରହିବ। ମହିଳାଙ୍କୁ ଗୁରୁଦାୟିତ୍ବ ମିଳିବ।
କୁମ୍ଭ: କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀ ପ୍ରଶଂସା କରିବେ। ଜମି ବିବାଦରେ କୋର୍ଟ କଚେରୀ ଯାଇପାରନ୍ତି। ଗୋପନୀୟ ତଥ୍ୟ ଅନ୍ୟ କାହା ସହ ସେୟାର କରନ୍ତୁନି। ଛାତ୍ରଛାତ୍ରୀଙ୍କ ଦକ୍ଷତା ଅଭିବୃଦ୍ଧି ହେବ।
ମୀନ: ସମ୍ପର୍କୀୟଙ୍କ ସହ ଝାମେଲା ହୋଇପାରେ। ଜଗିରଖି ଚଳିବା ଭଲ। ମହିଳାମାନେ ପୂଜାର୍ଚ୍ଚନାରେ ସମୟ ବିତାଇବେ। ବିଦ୍ୟାର୍ଥୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ।