ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ସୋମବାର ରାଶିଫଳ ( ୦୮-୦୩-୨୦୨୧ )

The Sakala Picture
Published On

ମେଷ:କେତେକ ସ୍ଥଳେ ବିଳମ୍ବ ପାଇଁ ଅଧୈର୍ଯ୍ୟ ହେବେ। ଚାକିରିରେ କର୍ତ୍ତୃପକ୍ଷଙ୍କ ଚାପ ରହିବ। ଶିଳ୍ପ ଓ ବାଣିଜ୍ୟ ମନ୍ଥର ରହିବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-ହଳଦିଆ ବୃଷ:ଆର୍ଥିକ ପରିସ୍ଥିତି ଭଲ ରହିବ ନାହିଁ। ଚାକିରିରେ ସମସ୍ୟା ରହିବ। ରାଜନୀତିରେ ଶତ୍ରୁବୃଦ୍ଧି ହେବେ। ବାଣିଜ୍ୟରେ କ୍ଷତି ହୋଇପାରେ। ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ ମିଥୁନ:ଦେହ ଓ ମନ ପ୍ରଫୁଲ୍ଲ ରହିବ।ଚାକିରିରେ ଉତ୍ସାହିତ ରହିବେ। ମହିଳାମାନେ ଆଦର ସମ୍ମାନ ପାଇବେ। ବାଣିଜ୍ୟରେ ସନ୍ତୋଷଜନକ ଫଳ ମିଳିବ। ଶୁଭ ଅଙ୍କ-୪,ଶୁଭ ରଙ୍ଗ-ମେଟାଲିକ୍ କର୍କଟ:ଦିନଟି ଦୁଃସାହସିକ […]

ମେଷ:କେତେକ ସ୍ଥଳେ ବିଳମ୍ବ ପାଇଁ ଅଧୈର୍ଯ୍ୟ ହେବେ। ଚାକିରିରେ କର୍ତ୍ତୃପକ୍ଷଙ୍କ ଚାପ ରହିବ। ଶିଳ୍ପ ଓ ବାଣିଜ୍ୟ ମନ୍ଥର ରହିବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-ହଳଦିଆ

ଆହୁରି ପଢ଼ନ୍ତୁ: Monday Horoscope: ସୋମବାର ରାଶିଫଳ (୦୮-୦୬-୨୦୨୬)

ବୃଷ:ଆର୍ଥିକ ପରିସ୍ଥିତି ଭଲ ରହିବ ନାହିଁ। ଚାକିରିରେ ସମସ୍ୟା ରହିବ। ରାଜନୀତିରେ ଶତ୍ରୁବୃଦ୍ଧି ହେବେ। ବାଣିଜ୍ୟରେ କ୍ଷତି ହୋଇପାରେ। ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

ଆହୁରି ପଢ଼ନ୍ତୁ: Wednesday Horoscope: ବୁଧବାର ରାଶିଫଳ (୧୦-୦୬-୨୦୨୬)

ମିଥୁନ:ଦେହ ଓ ମନ ପ୍ରଫୁଲ୍ଲ ରହିବ।ଚାକିରିରେ ଉତ୍ସାହିତ ରହିବେ। ମହିଳାମାନେ ଆଦର ସମ୍ମାନ ପାଇବେ। ବାଣିଜ୍ୟରେ ସନ୍ତୋଷଜନକ ଫଳ ମିଳିବ। ଶୁଭ ଅଙ୍କ-୪,ଶୁଭ ରଙ୍ଗ-ମେଟାଲିକ୍

ଆହୁରି ପଢ଼ନ୍ତୁ: Saturday Horoscope: ଶନିବାର ରାଶିଫଳ (୧୩-୦୬-୨୦୨୬)

କର୍କଟ:ଦିନଟି ଦୁଃସାହସିକ ଭିତ୍ତିରେ କାର୍ଯ୍ୟ ତୁଲାଇବେ। ଚାକିରିରେ ଦାୟିତ୍ବବୋଧ ରହିବ। ପରିବହନ ଓ ବାଣିଜ୍ୟରେ ଉନ୍ନତି ହେବ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ଲାଲ୍

ସିଂହ:କର୍ମକ୍ଷେତ୍ରରେ ପ୍ରତାରଣା ପାଇପାରନ୍ତି। ଚାକିରିରେ କାର୍ଯ୍ୟଭାର ରହିବ। ରାଜନୀତିରେ ପ୍ରତିଦ୍ବନ୍ଦ୍ବିତା  ରହିବ। ବାଣିଜ୍ୟରେ ସ୍ବଳ୍ପ ଆୟ ହେବ। ଶୁଭ ଅଙ୍କ-୧,ଶୁଭ ରଙ୍ଗ-ଗୋଲାପି

କନ୍ୟା:କର୍ମକ୍ଷେତ୍ରର ପରିସର ବୃଦ୍ଧି ପାଇବ। ଚାକିରିରେ କର୍ତ୍ତୃପକ୍ଷଙ୍କ ଆସ୍ଥାଭାଜନ ହେବେ। ପରିବହନ ଓ ବାଣିଜ୍ୟରେ ସଫଳତା ମିଳିବ। ଶୁଭ ଅଙ୍କ-୬,ଶୁଭ ରଙ୍ଗ:ଧଳା

ତୁଳା:କିଛିଟା ପ୍ରତିକୂଳ ପରିସ୍ଥିତି ଭିତରେ ଆଗେଇ ଚାଲିବେ। ପ୍ରଶାସନିକ ବ୍ୟାପାରକୁ ନେଇ  ନେଇ ଚିନ୍ତାରେ ରହିବେ। ବାଣିଜ୍ୟରେ ପ୍ରସାର ହେବ। ଶୁଭ ଅଙ୍କ-୮,ଶୁଭ ରଙ୍ଗ-ଆକାଶୀ

ବିଛା:କର୍ମକ୍ଷେତ୍ର ମନ୍ଥର ରହିବ। ରାଜନୀତିରେ ଘଡ଼ିସନ୍ଧି ଅବସ୍ଥା ଦେଇ ଗତି କରିବେ। ଚାକିରିରେ ଭିତ୍ତିଗ୍ରସ୍ତ ରହିବେ। ବାଣିଜ୍ୟରେ ବ୍ୟୟ ବହୁଳତା ରହିବ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ମେରୁନ୍

ଧନୁ:ଦିନଟି ପ୍ରସନ୍ନତା ଭିତରେ କଟିବ। ପ୍ରଶାସନିକ ଓ ଚାକିରିରେ ପ୍ରଶଂସା ପାଇବେ। ବିଜ୍ଞାନ ଓ ବାଣିଜ୍ୟରେ ସନ୍ତୋଷଜନକ ଫଳ ମିଳିବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ସିଲଭର୍

ମକର:ଆପ୍ରାଣ ଚେଷ୍ଟା କରି ଆଗେଇ ଚାଲିବେ। ଚଳଚଞ୍ଚଳ ରହିବେ। ଚାକିରିରେ ସମ୍ମାନ ପାଇବେ। ବାଣିଜ୍ୟରେ ନୂତନତା ଆସିବ। ଶୁଭ ଅଙ୍କ-୪,ଶୁଭ ରଙ୍ଗ-ମେଟାଲିକ୍

କୁମ୍ଭ:ଦିନଟି ପ୍ରତିବନ୍ଧକ ସ୍ଥଳେ ଆଗେଇ ଚାଲିବେ। ରାଜନୀତିରେ ଚିନ୍ତାଜନକ ପରିସ୍ଥିତି ରହିବ। ବାଣିଜ୍ୟରେ ଲାଭ ମିଳିବ।  ଶୁଭ ଅଙ୍କ-୮,ଶୁଭ ରଙ୍ଗ:କଳା

ମୀନ:କର୍ମକ୍ଷେତ୍ରରେ ପ୍ରଭାବଶାଳୀ ରହିବେ। ରାଜନୀତିରେ ନେତୃତ୍ବ ବୃଦ୍ଧି ପାଇବ। ଶିଳ୍ପ ଓ ବାଣିଜ୍ୟରେ ସଞ୍ଚୟ ହେବ।

ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍

08 Mar 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp