ଶନିବାର ରାଶିଫଳ ( ୧୩-୦୩-୨୦୨୧ )

The Sakala Picture
Published On

ମେଷ:ଦିନଟିରେ  ଆୟ ଉତ୍ତମ ହେବ। ମୂଲ୍ୟବାନ ଦ୍ରବ୍ୟାଦି  ଲାଭ ହୋଇପାରେ। ଚାକିରିରେ ପଦୋନ୍ନତି ହୋଇପାରେ। ଶିଳ୍ପ ଓ ବାଣିଜ୍ୟ ସନ୍ତୋଷଜନକ ରହିବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-କ୍ରିମ୍ ବୃଷ:କର୍ମକ୍ଷେତ୍ରରେ ସମ୍ମାନ ମିଳିବ। ରାଜନୀତିରେ ଓ ପ୍ରଶାସନିକ ଲୋକପ୍ରିୟତା ବୃଦ୍ଧି ପାଇବ। ମହିଳାମାନେ ଆତ୍ମନିର୍ଭରଶୀଳ ହେବ। ଶିଳ୍ପ ଓ ବାଣିଜ୍ୟରେ ଉତ୍ତମ ଆୟ ହେବ। ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ ମିଥୁନ:ସ୍ବାସ୍ଥ୍ୟ ଜନିତ ସମସ୍ୟା ଉପୁଜିପାରେ। ଚାକିରିରେ ଅସହଯୋଗ ରହିବ। ମହିଳାମାନେ ବିରକ୍ତିମନା  ହେବେ। ଶିଳ୍ପ , ପରିବହନ ଓ ବାଣିଜ୍ୟରେ ବିଶେଷ […]

ମେଷ:ଦିନଟିରେ  ଆୟ ଉତ୍ତମ ହେବ। ମୂଲ୍ୟବାନ ଦ୍ରବ୍ୟାଦି  ଲାଭ ହୋଇପାରେ। ଚାକିରିରେ ପଦୋନ୍ନତି ହୋଇପାରେ। ଶିଳ୍ପ ଓ ବାଣିଜ୍ୟ ସନ୍ତୋଷଜନକ ରହିବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-କ୍ରିମ୍

ଆହୁରି ପଢ଼ନ୍ତୁ: Tuesday Horoscope: ମଙ୍ଗଳବାର ରାଶିଫଳ ( ୧୦-୦୨-୨୦୨୬ )

ବୃଷ:କର୍ମକ୍ଷେତ୍ରରେ ସମ୍ମାନ ମିଳିବ। ରାଜନୀତିରେ ଓ ପ୍ରଶାସନିକ ଲୋକପ୍ରିୟତା ବୃଦ୍ଧି ପାଇବ। ମହିଳାମାନେ ଆତ୍ମନିର୍ଭରଶୀଳ ହେବ। ଶିଳ୍ପ ଓ ବାଣିଜ୍ୟରେ ଉତ୍ତମ ଆୟ ହେବ। ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

ଆହୁରି ପଢ଼ନ୍ତୁ: Monday Horoscope: ସୋମବାର ରାଶିଫଳ ( ୦୯-୦୨-୨୦୨୬ )

ମିଥୁନ:ସ୍ବାସ୍ଥ୍ୟ ଜନିତ ସମସ୍ୟା ଉପୁଜିପାରେ। ଚାକିରିରେ ଅସହଯୋଗ ରହିବ। ମହିଳାମାନେ ବିରକ୍ତିମନା  ହେବେ। ଶିଳ୍ପ , ପରିବହନ ଓ ବାଣିଜ୍ୟରେ ବିଶେଷ ଭଲ ହେବ। ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

ଆହୁରି ପଢ଼ନ୍ତୁ: Wednesday Horoscope: ବୁଧବାର ରାଶିଫଳ ( ୧୧-୦୨-୨୦୨୬)

କର୍କଟ:ହେଉଥିବା କାର୍ଯ୍ୟ ବିଗିଡି ଯାଇପାରେ। ପ୍ରଶାସନିକ ଶତ୍ରୁବୃଦ୍ଧି ହେବେ। ରାଜନୀତିରେ।ଜଟିଳ ପରିସ୍ଥିତି ସମ୍ମୁଖୀନ ହେବେ। ବାଣିଜ୍ୟରେ ହାନି ହୋଇପାରେ। ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍

ସିଂହ:ସପ୍ତମସ୍ଥ ଚନ୍ଦ୍ରଙ୍କ ଗତିଶୀଳ ହେତୁ କର୍ମକ୍ଷେତ୍ରରେ ପରିସର ବୃଦ୍ଧି ପାଇବ। ଚାକିରିରେ ସ୍ଥାୟୀତ୍ବ ରହିବ। ପରିବହନ ଓ ବାଣିଜ୍ୟ ଉତ୍ସାହ ଜନକ ରହିବ। ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

କନ୍ୟା:ଦିନଟି ଚଳଚଞ୍ଚଳ ରହିବେ। ରାଜନୀତିରେ ସକ୍ରିୟ ରହିବେ। ମହିଳାମାନେ ଯୋଗ୍ୟ ପ୍ରତିପାଦିତ ହେବେ। ପରିବହନ ଓ ବାଣିଜ୍ୟରେ ଲାଭଜନକ ହେବ। ଶୁଭ ଅଙ୍କ-୪,ଶୁଭ ରଙ୍ଗ-ମେଟାଲିକ୍

ତୁଳା:ବହୁ ଚେଷ୍ଟା ସତ୍ତ୍ବେ ବି ସାଧାରଣ ଫଳ ପାଇବେ। ଚାକିରିରେ କାର୍ଯ୍ୟଭାର ରହିବ। ମହିଳାମାନେ ହତୋତ୍ସାହ ରହିବେ। ବାଣିଜ୍ୟରେ ବ୍ୟୟବୃଦ୍ଧି ହେବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

ବିଛା:କର୍ମକ୍ଷେତ୍ରରେ ଉତ୍ସାହିତ ରହିବେ। ଚାକିରିରେ ସହଯୋଗ ମିଳିବ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। ପରିବହନ ଓ ବାଣିଜ୍ୟରେ ସ୍ବଳ୍ପ ଲାଭ ମିଳିବ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ଲାଲ୍

ଧନୁ:ବିଭିନ୍ନ ଉପାୟରେ ଆୟ କରିବେ। ଚାକିରିରେ ମାନମର୍ଯ୍ୟାଦା ବଢିବ। ପ୍ରଶାସନିକ।ଦାୟିତ୍ବବୋଧ ରହିବ। କଳା,ବିଜ୍ଞାନ ଓ ବାଣିଜ୍ୟରେ  ଆଶା ମୁତାବକ ଫଳ ପାଇବେ। ଶୁଭ ଅଙ୍କ-୮,ଶୁଭ ରଙ୍ଗ-ବାଇଗଣୀ

ମକର:କର୍ମକ୍ଷେତ୍ରରେ ମନ୍ଥର ରହିବ। ରାଜନୀତିରେ ପ୍ରତିଦ୍ବନ୍ଦ୍ବିତା ରହିବ। ଚାକିରିରେ ସମସ୍ୟା ରହିବ। ପରିବହନ ଓ ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-ହଳଦିଆ

କୁମ୍ଭ:ଚନ୍ଦ୍ରଙ୍କ ସ୍ବପାରଗମନ ହେତୁ ପ୍ରସନ୍ନତା ଭିତରେ କଟିବ। ଚାକିରିରେ କର୍ତ୍ତୃପକ୍ଷଙ୍କ ଆସ୍ଥାଭାଜନ ହେବେ। ରାଜନୀତିରେ ଚଳଚଞ୍ଚଳ ରହିବେ। ବାଣିଜ୍ୟରେ ସଫଳ ହେବେ। ଶୁଭ ଅଙ୍କ-୬,ଶୁଭ ରଙ୍ଗ-ସିଲଭର୍

ମୀନ:ଘାତଚକ୍ର କାରଣରୁ ଦିନଟି ଦୁଶ୍ଚିନ୍ତା ଭିତରେ କଟିବ। ସାଂସାରିକ ଅଭାବ ଅସୁବିଧା ରହିବ। ରାଜନୀତିରେ ପ୍ରତିକୂଳ ପରିସ୍ଥିତି ରହିବ। ବାଣିଜ୍ୟରେ ପ୍ରତିବନ୍ଧକ ରହିବ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ମେରୁନ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp