ସାଉଦି ଜେଲ୍‌ରେ ଉର୍ଫି ଜାଭେଦ

The Sakala Picture
Published On

ଦୁବାଇ : ନିଜ ପୋଷାକ ଏବଂ ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ଉର୍ଫି ଜାଭେଦଙ୍କୁ ୟୁଏଇ ପୁଲିସ ଅଟକ ରଖିଛି। ରିପୋର୍ଟ ଅନୁଯାୟୀ ଉର୍ଫି ଛୁଟି କଟାଇବାକୁ ଦୁବାଇ ଯାଇଛନ୍ତି। ଏଠାରେ ସାର୍ବଜନୀନ ସ୍ଥାନରେ ଛୋଟ ପୋଷାକ ପିନ୍ଧି ଭିଡିଓ ସୁଟିଂ କରିବା ତାଙ୍କୁ ଭାରି ପଡିଛି। ଏହି ମାମଲାରେ ପୁଲିସ ତାଙ୍କୁ ଜେରା କରିବା ପାଇଁ ଥାନାକୁ ନେଇଛି। ସେ ବିନା ଅନୁମତିରେ ଏଭଳି ସୁଟିଂ କରୁଥିଲେ ବୋଲି କୁହାଯାଉଛି। ୟୁଏଇ ଅଧିକାରୀ […]

ଦୁବାଇ : ନିଜ ପୋଷାକ ଏବଂ ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ଉର୍ଫି ଜାଭେଦଙ୍କୁ ୟୁଏଇ ପୁଲିସ ଅଟକ ରଖିଛି। ରିପୋର୍ଟ ଅନୁଯାୟୀ ଉର୍ଫି ଛୁଟି କଟାଇବାକୁ ଦୁବାଇ ଯାଇଛନ୍ତି। ଏଠାରେ ସାର୍ବଜନୀନ ସ୍ଥାନରେ ଛୋଟ ପୋଷାକ ପିନ୍ଧି ଭିଡିଓ ସୁଟିଂ କରିବା ତାଙ୍କୁ ଭାରି ପଡିଛି। ଏହି ମାମଲାରେ ପୁଲିସ ତାଙ୍କୁ ଜେରା କରିବା ପାଇଁ ଥାନାକୁ ନେଇଛି। ସେ ବିନା ଅନୁମତିରେ ଏଭଳି ସୁଟିଂ କରୁଥିଲେ ବୋଲି କୁହାଯାଉଛି। ୟୁଏଇ ଅଧିକାରୀ ଉର୍ଫିଙ୍କ ଭାରତ ଫେରିବାର ଟିକଟକୁ ମଧ୍ୟ ରଦ୍ଦ କରିପାରନ୍ତି। ଦୁବାଇରେ ସାର୍ବଜନୀନ ସ୍ଥାନରେ ଏଭଳି ପୋଷାକ ପିନ୍ଧି ସୁଟିଂ କରିବା ଉପରେ କଟକଣା ଲାଗିଛି।

ଆହୁରି ପଢ଼ନ୍ତୁ: କରୁର ଦଳାଚକଟା ମାମଲା: ଅଭିନେତା ତଥା TVK ମୁଖ୍ୟ ବିଜୟଙ୍କୁ ସିବିଆଇ ସମନ

22 Dec 2022 By The Sakala

ସାଉଦି ଜେଲ୍‌ରେ ଉର୍ଫି ଜାଭେଦ

ଦୁବାଇ : ନିଜ ପୋଷାକ ଏବଂ ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ଉର୍ଫି ଜାଭେଦଙ୍କୁ ୟୁଏଇ ପୁଲିସ ଅଟକ ରଖିଛି। ରିପୋର୍ଟ ଅନୁଯାୟୀ ଉର୍ଫି ଛୁଟି କଟାଇବାକୁ ଦୁବାଇ ଯାଇଛନ୍ତି। ଏଠାରେ ସାର୍ବଜନୀନ ସ୍ଥାନରେ ଛୋଟ ପୋଷାକ ପିନ୍ଧି ଭିଡିଓ ସୁଟିଂ କରିବା ତାଙ୍କୁ ଭାରି ପଡିଛି। ଏହି ମାମଲାରେ ପୁଲିସ ତାଙ୍କୁ ଜେରା କରିବା ପାଇଁ ଥାନାକୁ ନେଇଛି। ସେ ବିନା ଅନୁମତିରେ ଏଭଳି ସୁଟିଂ କରୁଥିଲେ ବୋଲି କୁହାଯାଉଛି। ୟୁଏଇ ଅଧିକାରୀ ଉର୍ଫିଙ୍କ ଭାରତ ଫେରିବାର ଟିକଟକୁ ମଧ୍ୟ ରଦ୍ଦ କରିପାରନ୍ତି। ଦୁବାଇରେ ସାର୍ବଜନୀନ ସ୍ଥାନରେ ଏଭଳି ପୋଷାକ ପିନ୍ଧି ସୁଟିଂ କରିବା ଉପରେ କଟକଣା ଲାଗିଛି।

https://www.thesakala.in/entertainment/urfi-javed-in-saudi-jail/article-17565
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp