ଆତ୍ମହତ୍ୟା କଲେ ଫିଲ୍ମ ‘ଏମ ଏସ୍‌ ଧୋନୀ’ରେ ସୁଶାନ୍ତଙ୍କ କୋ-ଷ୍ଟାର ସନ୍ଦୀପ

The Sakala Picture
Published On

ମୁମ୍ବାଇ: ବଲିଉଡ୍ କଳାକାରଙ୍କ ଆତ୍ମହତ୍ୟା । କେଶରୀ ଓ ଏମ୍.ଏସ୍ ଧୋନୀ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତା ସନ୍ଦୀପ ନହର ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁ ପୂର୍ବରୁ ସେ ଫେସବୁକରେ ୧୦ ମିନିଟର ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଆତ୍ମହତ୍ୟା କରିବାକୁ ଯାଉଥିବା କହିଛନ୍ତି । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଯୋଗୁଁ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ସେ କିଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେ ଭିଡିଓରେ କହିଛନ୍ତି । ଅକ୍ଷୟ କୁମାର ଓ […]

ମୁମ୍ବାଇ: ବଲିଉଡ୍ କଳାକାରଙ୍କ ଆତ୍ମହତ୍ୟା । କେଶରୀ ଓ ଏମ୍.ଏସ୍ ଧୋନୀ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତା ସନ୍ଦୀପ ନହର ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁ ପୂର୍ବରୁ ସେ ଫେସବୁକରେ ୧୦ ମିନିଟର ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଆତ୍ମହତ୍ୟା କରିବାକୁ ଯାଉଥିବା କହିଛନ୍ତି । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଯୋଗୁଁ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ସେ କିଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେ ଭିଡିଓରେ କହିଛନ୍ତି ।

ଆହୁରି ପଢ଼ନ୍ତୁ: 'ଧୁରନ୍ଧର: ଦ ରିଭେଞ୍ଜ'ର ଦମଦାର ଟ୍ରେଲର ରିଲିଜ୍; ରଣବୀର ସାଜିଲେ 'ହମଜା', ଖଳନାୟକ ଭୂମିକାରେ ଅର୍ଜୁନ ରାମପାଲ

ଅକ୍ଷୟ କୁମାର ଓ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ସହ କଳାକାର ଭାବେ ଅଭିୟନ ପାଇଁ ସନ୍ଦୀପ ଜଣାଶୁଣା ଥିଲେ । ସେ ବ୍ୟକ୍ତିଗତ କାରଣ ପାଇଁ ଆତ୍ମହତ୍ୟା କରିଥିବା ସୁଇସାଇଡ୍ ନୋଟରେ ଉଲ୍ଲେଖ କରିଛନ୍ତି । ତେବେ, ତାଙ୍କ ମୃତ୍ୟୁ ପାଇଁ ପରିବାରର କେହି ବି ସଦସ୍ୟ ଦାୟୀ ନୁହଁନ୍ତି ବୋଲି ସେ ଲେଖିଛନ୍ତି ।

ଆହୁରି ପଢ଼ନ୍ତୁ: କରୁର ଦଳାଚକଟା ମାମଲା: ଅଭିନେତା ତଥା TVK ମୁଖ୍ୟ ବିଜୟଙ୍କୁ ସିବିଆଇ ସମନ

ଗତବର୍ଷ ଜୁନ୍ ୧୪ ତାରିଖରେ ସୁଶାନ୍ତ ସିଂ ରାଜପୁତ ମୁମ୍ବାଇ ବାନ୍ଦ୍ରାସ୍ଥିତ ବାସଭବନରେ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିଲେ । ଏବେ ସନ୍ଦୀପଙ୍କ ମୃତଦେହ ମୁମ୍ବାଇର ଗୋରେଗାଓଁ ବାସଭବନରୁ ଉଦ୍ଧାର କରାଯାଇଛି । ମୁମ୍ବାଇ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି ।

ଆହୁରି ପଢ଼ନ୍ତୁ: ‘ଦ କେରଳ ଷ୍ଟୋରୀ ୨’ ବିବାଦ: ରେଡ୍ ମିଟ୍ ସିନ୍ ପାଇଁ ମିଳୁଛି ହତ୍ୟା ଧମକ, ମୁହଁ ଖୋଲିଲେ ଅଭିନେତ୍ରୀ ଉଲ୍‌କା ଗୁପ୍ତା

16 Feb 2021 By The Sakala

ଆତ୍ମହତ୍ୟା କଲେ ଫିଲ୍ମ ‘ଏମ ଏସ୍‌ ଧୋନୀ’ରେ ସୁଶାନ୍ତଙ୍କ କୋ-ଷ୍ଟାର ସନ୍ଦୀପ

ମୁମ୍ବାଇ: ବଲିଉଡ୍ କଳାକାରଙ୍କ ଆତ୍ମହତ୍ୟା । କେଶରୀ ଓ ଏମ୍.ଏସ୍ ଧୋନୀ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତା ସନ୍ଦୀପ ନହର ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁ ପୂର୍ବରୁ ସେ ଫେସବୁକରେ ୧୦ ମିନିଟର ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଆତ୍ମହତ୍ୟା କରିବାକୁ ଯାଉଥିବା କହିଛନ୍ତି । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଯୋଗୁଁ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ସେ କିଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେ ଭିଡିଓରେ କହିଛନ୍ତି ।

ଅକ୍ଷୟ କୁମାର ଓ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ସହ କଳାକାର ଭାବେ ଅଭିୟନ ପାଇଁ ସନ୍ଦୀପ ଜଣାଶୁଣା ଥିଲେ । ସେ ବ୍ୟକ୍ତିଗତ କାରଣ ପାଇଁ ଆତ୍ମହତ୍ୟା କରିଥିବା ସୁଇସାଇଡ୍ ନୋଟରେ ଉଲ୍ଲେଖ କରିଛନ୍ତି । ତେବେ, ତାଙ୍କ ମୃତ୍ୟୁ ପାଇଁ ପରିବାରର କେହି ବି ସଦସ୍ୟ ଦାୟୀ ନୁହଁନ୍ତି ବୋଲି ସେ ଲେଖିଛନ୍ତି ।

ଗତବର୍ଷ ଜୁନ୍ ୧୪ ତାରିଖରେ ସୁଶାନ୍ତ ସିଂ ରାଜପୁତ ମୁମ୍ବାଇ ବାନ୍ଦ୍ରାସ୍ଥିତ ବାସଭବନରେ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିଲେ । ଏବେ ସନ୍ଦୀପଙ୍କ ମୃତଦେହ ମୁମ୍ବାଇର ଗୋରେଗାଓଁ ବାସଭବନରୁ ଉଦ୍ଧାର କରାଯାଇଛି । ମୁମ୍ବାଇ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି ।

https://www.thesakala.in/entertainment/ssrs-co-star-in-ms-dhoni-sandeep-nahar-dies-by-suicide/article-33
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp