କାର୍ଗିଲରେ ହେବ ‘ଲାଲ୍‌ ସିଂହ ଚଢ୍ଢା’ର ଶେଷ ସୁଟିଂ

The Sakala Picture
Published On

ମିଷ୍ଟର୍‌ ପରଫେକ୍ଟନିଷ୍ଟ ଅମିର ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଲାଲ୍ ସିଂହ ଚଢ୍ଢା’କୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ଏହି ଫିଲ୍ମର ଶେଷ ସିନ୍‌ କାର୍ଗିଲରେ ସୁଟିଂ କରାଯିବ। ଏହି ସିନ୍‌ ପୂର୍ବରୁ ଲଦାଖରେ ସୁଟ୍ ହେବାର ଥିଲା। ଭାରତ ଓ ଚୀନ୍‌ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଅମିର୍ ଏହାର ସୁଟିଂ କାର୍ଗିଲରେ କରିବା ପାଇଁ ସ୍ଥିର କରିଛନ୍ତି। ଫିଲ୍ମର ଶେଷ ସିନ୍ ଇଣ୍ଡୋ-ପାକ୍‌ କାର୍ଗିଲ୍ ଯୁଦ୍ଧ ଉପରେ ସୁଟ୍ କରାଯିବ। ମେ’ରୁ ଜୁନ୍‌ […]

ମିଷ୍ଟର୍‌ ପରଫେକ୍ଟନିଷ୍ଟ ଅମିର ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଲାଲ୍ ସିଂହ ଚଢ୍ଢା’କୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ଏହି ଫିଲ୍ମର ଶେଷ ସିନ୍‌ କାର୍ଗିଲରେ ସୁଟିଂ କରାଯିବ। ଏହି ସିନ୍‌ ପୂର୍ବରୁ ଲଦାଖରେ ସୁଟ୍ ହେବାର ଥିଲା। ଭାରତ ଓ ଚୀନ୍‌ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଅମିର୍ ଏହାର ସୁଟିଂ କାର୍ଗିଲରେ କରିବା ପାଇଁ ସ୍ଥିର କରିଛନ୍ତି। ଫିଲ୍ମର ଶେଷ ସିନ୍ ଇଣ୍ଡୋ-ପାକ୍‌ କାର୍ଗିଲ୍ ଯୁଦ୍ଧ ଉପରେ ସୁଟ୍ କରାଯିବ। ମେ’ରୁ ଜୁନ୍‌ ମାସ ମଧ୍ୟରେ କାର୍ଗିଲ୍‌ରେ ସୁଟିଂ ହେବ। ଅମିର୍ ଏହି ଫିଲ୍ମରେ ଅଭିନୟ କରିବା ସହ ପ୍ରଯୋଜକ ମଧ୍ୟ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ମହାକୁମ୍ଭ ଫେମ୍ ମୋନାଲିସା କ’ଣ ନାବାଳିକା? ବାଲ୍ୟ ବିବାହ ଅଭିଯୋଗ ଉପରେ ସ୍ୱାମୀ ଫରମାନ ଖାନ ଦେଲେ ପ୍ରମାଣ

‘ଲାଲ୍ ସିଂହ ଚଢ୍ଢା’ ଚଳିତବର୍ଷ କ୍ରିସମାସରେ ମୁକ୍ତିଲାଭ କରିବ। ଫିଲ୍ମରେ ମୋଟ ୩୦୦ କଳାକାର ନଜର ଆସିବେ। ସବୁଠୁ ଖାସ୍‌ କଥା ହେଲା ଯେ, ଅମିରଙ୍କ ବନ୍ଧୁ ଭୂମିକା ଲାଗି ଦକ୍ଷିଣର ଅଭିନେତା ନାଗା ଚୈତନ୍ୟଙ୍କ ସହ ଆଲୋଚନା ଚାଲିଛି। ଏଥିରେ ଅମିର୍‌ଙ୍କ ସହ ଲିଡ୍‌ ରୋଲ୍‌ରେ କରିନା କପୁର ଖାନ୍‌ ଅଭିନୟ କରିବେ।

ଆହୁରି ପଢ଼ନ୍ତୁ: କରୁର ଦଳାଚକଟା ମାମଲା: ଅଭିନେତା ତଥା TVK ମୁଖ୍ୟ ବିଜୟଙ୍କୁ ସିବିଆଇ ସମନ

03 Apr 2021 By The Sakala

କାର୍ଗିଲରେ ହେବ ‘ଲାଲ୍‌ ସିଂହ ଚଢ୍ଢା’ର ଶେଷ ସୁଟିଂ

ମିଷ୍ଟର୍‌ ପରଫେକ୍ଟନିଷ୍ଟ ଅମିର ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଲାଲ୍ ସିଂହ ଚଢ୍ଢା’କୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ଏହି ଫିଲ୍ମର ଶେଷ ସିନ୍‌ କାର୍ଗିଲରେ ସୁଟିଂ କରାଯିବ। ଏହି ସିନ୍‌ ପୂର୍ବରୁ ଲଦାଖରେ ସୁଟ୍ ହେବାର ଥିଲା। ଭାରତ ଓ ଚୀନ୍‌ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଅମିର୍ ଏହାର ସୁଟିଂ କାର୍ଗିଲରେ କରିବା ପାଇଁ ସ୍ଥିର କରିଛନ୍ତି। ଫିଲ୍ମର ଶେଷ ସିନ୍ ଇଣ୍ଡୋ-ପାକ୍‌ କାର୍ଗିଲ୍ ଯୁଦ୍ଧ ଉପରେ ସୁଟ୍ କରାଯିବ। ମେ’ରୁ ଜୁନ୍‌ ମାସ ମଧ୍ୟରେ କାର୍ଗିଲ୍‌ରେ ସୁଟିଂ ହେବ। ଅମିର୍ ଏହି ଫିଲ୍ମରେ ଅଭିନୟ କରିବା ସହ ପ୍ରଯୋଜକ ମଧ୍ୟ ହୋଇଛନ୍ତି।

‘ଲାଲ୍ ସିଂହ ଚଢ୍ଢା’ ଚଳିତବର୍ଷ କ୍ରିସମାସରେ ମୁକ୍ତିଲାଭ କରିବ। ଫିଲ୍ମରେ ମୋଟ ୩୦୦ କଳାକାର ନଜର ଆସିବେ। ସବୁଠୁ ଖାସ୍‌ କଥା ହେଲା ଯେ, ଅମିରଙ୍କ ବନ୍ଧୁ ଭୂମିକା ଲାଗି ଦକ୍ଷିଣର ଅଭିନେତା ନାଗା ଚୈତନ୍ୟଙ୍କ ସହ ଆଲୋଚନା ଚାଲିଛି। ଏଥିରେ ଅମିର୍‌ଙ୍କ ସହ ଲିଡ୍‌ ରୋଲ୍‌ରେ କରିନା କପୁର ଖାନ୍‌ ଅଭିନୟ କରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର