ଭାଇରାଲ ଗୀତ ‘ମାନିକେ ମାଗେ ହିତେ’ର ହିନ୍ଦୀ ଭର୍ସନରେ ନଜର ଆସିବେ ନୋରା ଫତେହି-ସିଦ୍ଧାର୍ଥ ମାଲହୋତ୍ରା

The Sakala Picture
Published On

‘ମାନିକେ ମାଗେ ହିତେ’ ଗୀତ ଗାଇ ଶ୍ରୀଲଙ୍କା ଗାୟିକା ୟୋହାନି ଡି ସିଲଭା ରାତାରାତି ସୋସିଆଲ ମିଡିଆରେ ଷ୍ଟାର୍ ହୋଇ ଯାଇଥିଲେ। ତାଙ୍କର ଏହି ଗୀତ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ୟୋହାନିଙ୍କର ଏହି ଗୀତ ଏବେ କୋଣ ଅନୁକୋଣରେ ପ୍ରଶଂସା ସାଉଁଟୁଛି । ପିଲାଙ୍କ ଠାରୁ ଆରମ୍ଭ କରି ଯୁବକ, ସମସ୍ତଙ୍କ ମୁହଁରେ ଏହି ଗୀତ। ଭାରତରେ ବଲିଉଡ୍ ସେଲିବ୍ରିଟିଠାରୁ ଆରମ୍ଭ କରି ସାଧାରଣ ଲୋକେ ମଧ୍ୟ ତାଙ୍କର ଏହି ଗୀତକୁ ପସନ୍ଦ […]

‘ମାନିକେ ମାଗେ ହିତେ’ ଗୀତ ଗାଇ ଶ୍ରୀଲଙ୍କା ଗାୟିକା ୟୋହାନି ଡି ସିଲଭା ରାତାରାତି ସୋସିଆଲ ମିଡିଆରେ ଷ୍ଟାର୍ ହୋଇ ଯାଇଥିଲେ। ତାଙ୍କର ଏହି ଗୀତ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ୟୋହାନିଙ୍କର ଏହି ଗୀତ ଏବେ କୋଣ ଅନୁକୋଣରେ ପ୍ରଶଂସା ସାଉଁଟୁଛି । ପିଲାଙ୍କ ଠାରୁ ଆରମ୍ଭ କରି ଯୁବକ, ସମସ୍ତଙ୍କ ମୁହଁରେ ଏହି ଗୀତ। ଭାରତରେ ବଲିଉଡ୍ ସେଲିବ୍ରିଟିଠାରୁ ଆରମ୍ଭ କରି ସାଧାରଣ ଲୋକେ ମଧ୍ୟ ତାଙ୍କର ଏହି ଗୀତକୁ ପସନ୍ଦ କରିଛନ୍ତି। ନିକଟରେ ୟୋହାନୀ ବିଗବସ୍ ଶୋ’ରେ ମଧ୍ୟ ନିଜର ଆସିଥିଲେ । ଖୁବ୍ ଶୀଘ୍ର ୟୋହାନି ବଲିଉଡ୍‌ରେ ମଧ୍ୟ ପ୍ରବେଶ କରିବାକୁ ଯାଉଛନ୍ତି । ଇନ୍ଦ୍ର କୁମାରଙ୍କ ନିର୍ଦ୍ଦେଶିତ ଏବଂ ଅଜୟ ଦେବଗନ, ସିଦ୍ଧାର୍ଥ ମାଲହୋତ୍ରା ଏବଂ ରକୁଲ ପ୍ରୀତ ସିଂହଙ୍କ ଅଭିନୀତ ଫିଲ୍ମ ‘ଥ୍ୟାଙ୍କ୍ ଗଡ଼’ରେ ସେ ‘ମାନିକେ ମାଗେ ହିତେ’ ଟ୍ରାକକୁ ହିନ୍ଦୀ ଭର୍ସନରେ ଗାଇବେ ବୋଲି ଜଣାପଡିଛି । ଯୋହାନିଙ୍କ ଏହି ଗୀତରେ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ବଲିଉଡ୍‌ର ଡ୍ୟାନସିଂ କୁଇନ୍ ନୋରା ଫତେହିଙ୍କ ସହ ନଜର ଆସିବେ। ନୋରା କେବଳ ପିଲ୍ମର ଏହି ଗୀତରେ ହିଁ ଦେଖାଯିବେ। ଏହାପୂର୍ବରୁ ମଧ୍ୟ ସିଦ୍ଧାର୍ଥ-ନୋରା ‘ମରଜାବା’ ଫିଲ୍ମର ଏକ ଆଇଟମ୍ ଗୀତରେ ନଜର ଆସିଥିଲେ।

ଆହୁରି ପଢ଼ନ୍ତୁ: ନାନୀଙ୍କ 'ଦି ପାରାଡାଇଜ୍‌'ରେ ରାଘବ ଜୁୟାଲଙ୍କ ଦମଦାର ଏଣ୍ଟ୍ରି: ଖଳନାୟକ 'ବିକ୍ରମ ମଲ୍ଲିକ' ଲୁକ୍ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ

23 Oct 2021 By The Sakala

ଭାଇରାଲ ଗୀତ ‘ମାନିକେ ମାଗେ ହିତେ’ର ହିନ୍ଦୀ ଭର୍ସନରେ ନଜର ଆସିବେ ନୋରା ଫତେହି-ସିଦ୍ଧାର୍ଥ ମାଲହୋତ୍ରା

‘ମାନିକେ ମାଗେ ହିତେ’ ଗୀତ ଗାଇ ଶ୍ରୀଲଙ୍କା ଗାୟିକା ୟୋହାନି ଡି ସିଲଭା ରାତାରାତି ସୋସିଆଲ ମିଡିଆରେ ଷ୍ଟାର୍ ହୋଇ ଯାଇଥିଲେ। ତାଙ୍କର ଏହି ଗୀତ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ୟୋହାନିଙ୍କର ଏହି ଗୀତ ଏବେ କୋଣ ଅନୁକୋଣରେ ପ୍ରଶଂସା ସାଉଁଟୁଛି । ପିଲାଙ୍କ ଠାରୁ ଆରମ୍ଭ କରି ଯୁବକ, ସମସ୍ତଙ୍କ ମୁହଁରେ ଏହି ଗୀତ। ଭାରତରେ ବଲିଉଡ୍ ସେଲିବ୍ରିଟିଠାରୁ ଆରମ୍ଭ କରି ସାଧାରଣ ଲୋକେ ମଧ୍ୟ ତାଙ୍କର ଏହି ଗୀତକୁ ପସନ୍ଦ କରିଛନ୍ତି। ନିକଟରେ ୟୋହାନୀ ବିଗବସ୍ ଶୋ’ରେ ମଧ୍ୟ ନିଜର ଆସିଥିଲେ । ଖୁବ୍ ଶୀଘ୍ର ୟୋହାନି ବଲିଉଡ୍‌ରେ ମଧ୍ୟ ପ୍ରବେଶ କରିବାକୁ ଯାଉଛନ୍ତି । ଇନ୍ଦ୍ର କୁମାରଙ୍କ ନିର୍ଦ୍ଦେଶିତ ଏବଂ ଅଜୟ ଦେବଗନ, ସିଦ୍ଧାର୍ଥ ମାଲହୋତ୍ରା ଏବଂ ରକୁଲ ପ୍ରୀତ ସିଂହଙ୍କ ଅଭିନୀତ ଫିଲ୍ମ ‘ଥ୍ୟାଙ୍କ୍ ଗଡ଼’ରେ ସେ ‘ମାନିକେ ମାଗେ ହିତେ’ ଟ୍ରାକକୁ ହିନ୍ଦୀ ଭର୍ସନରେ ଗାଇବେ ବୋଲି ଜଣାପଡିଛି । ଯୋହାନିଙ୍କ ଏହି ଗୀତରେ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ବଲିଉଡ୍‌ର ଡ୍ୟାନସିଂ କୁଇନ୍ ନୋରା ଫତେହିଙ୍କ ସହ ନଜର ଆସିବେ। ନୋରା କେବଳ ପିଲ୍ମର ଏହି ଗୀତରେ ହିଁ ଦେଖାଯିବେ। ଏହାପୂର୍ବରୁ ମଧ୍ୟ ସିଦ୍ଧାର୍ଥ-ନୋରା ‘ମରଜାବା’ ଫିଲ୍ମର ଏକ ଆଇଟମ୍ ଗୀତରେ ନଜର ଆସିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର