ଅଡ଼ୁଆରେ ସୋନୁ ସୁଦ୍

The Sakala Picture
Published On

ମୁମ୍ବଇ : ଅଭିନେତା ସୋନୁ ସୁଦଙ୍କ ସମସ୍ୟା ବଢାଇଛନ୍ତି ବମ୍ବେ ହାଇକୋର୍ଟ। କରୋନା ଔଷଧ ସୁଦ ଏବଂ କଂଗ୍ରେସ ବିଧାୟକ ଜିସାନ ସିଦ୍ଦିକଙ୍କ ନିକଟରେ କେମିତି ପହଞ୍ଚିଲା ତାହାର ତଦନ୍ତ କରିବାକୁ କୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ଏସପି ଦେଶମୁଖ ଏବଂ ଜଷ୍ଟିସ ଜିଏସ କୁଲକର୍ମୀଙ୍କ ଖଣ୍ଡପୀଠ କହିଛନ୍ତି ଯେ ସେଲିବ୍ରିଟି ନିଜକୁ ମିସାଲ ଭଳି ଉପସ୍ଥାପନ କରୁଛନ୍ତି। କିନ୍ତୁ ଏହି ଔଷଧ ନକଲି କିମ୍ବା ବେଆଇନ ଭାବେ ଆସିଛି ନା ନାହିଁ […]

ମୁମ୍ବଇ : ଅଭିନେତା ସୋନୁ ସୁଦଙ୍କ ସମସ୍ୟା ବଢାଇଛନ୍ତି ବମ୍ବେ ହାଇକୋର୍ଟ। କରୋନା ଔଷଧ ସୁଦ ଏବଂ କଂଗ୍ରେସ ବିଧାୟକ ଜିସାନ ସିଦ୍ଦିକଙ୍କ ନିକଟରେ କେମିତି ପହଞ୍ଚିଲା ତାହାର ତଦନ୍ତ କରିବାକୁ କୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ଏସପି ଦେଶମୁଖ ଏବଂ ଜଷ୍ଟିସ ଜିଏସ କୁଲକର୍ମୀଙ୍କ ଖଣ୍ଡପୀଠ କହିଛନ୍ତି ଯେ ସେଲିବ୍ରିଟି ନିଜକୁ ମିସାଲ ଭଳି ଉପସ୍ଥାପନ କରୁଛନ୍ତି। କିନ୍ତୁ ଏହି ଔଷଧ ନକଲି କିମ୍ବା ବେଆଇନ ଭାବେ ଆସିଛି ନା ନାହିଁ ତାହା ସ୍ପଷ୍ଟ କରିନାହାନ୍ତି। ଏହି ଦୁଇ ଜଣଙ୍କ ଦ୍ବାରା ଉପଲବ୍ଧ କରାଯାଇଥିବା ଔଷଧ ମାମଲାର ତଦନ୍ତ କରାଯାଉ ।

Join Us @ WhatsApp

About The Author

Google News
Join Us @ WhatsApp

ରାଶିଫଳ

ସମ୍ବନ୍ଧିତ ଖବର