ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ, ଏକକାଳୀନ ୭ଟି ସ୍ଥାନରେ ଚଢାଉ ଜାରି

The Sakala Picture
Published On

ଆରଡି: ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରା। ସୁନ୍ଦରଗଡ଼ ଗ୍ରାମ୍ୟ ପୂର୍ତ୍ତ ଡିଭିଜନର ଯନ୍ତ୍ରୀଙ୍କ ଘରେ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ। ସୁନ୍ଦରଗଡ଼ ଓ ଭଦ୍ରକର ୭ ଟି ସ୍ଥାନରେ ଏହି ଚଢ଼ାଉ ଚାଲିଛି। ସଞ୍ଜୟ ବେହେରାଙ୍କ ବନ୍ତ ସ୍ଥିତ ନିଜ ପୈତୃକ ଘରେ, ଶଶୁର ଘର ସିଂଢୋଲ ଏବଂ ଭଦ୍ରକ ସ୍ଥିତ ବାସ ଭବନରେ ରେଡ ଚାଲିଛି। ଚଢ଼ାଉରେ ସାମିଲ ଅଛନ୍ତି ୪ ଡ଼ିଏସପି, ୧୦ […]

ଆରଡି: ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରା। ସୁନ୍ଦରଗଡ଼ ଗ୍ରାମ୍ୟ ପୂର୍ତ୍ତ ଡିଭିଜନର ଯନ୍ତ୍ରୀଙ୍କ ଘରେ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ। ସୁନ୍ଦରଗଡ଼ ଓ ଭଦ୍ରକର ୭ ଟି ସ୍ଥାନରେ ଏହି ଚଢ଼ାଉ ଚାଲିଛି। ସଞ୍ଜୟ ବେହେରାଙ୍କ ବନ୍ତ ସ୍ଥିତ ନିଜ ପୈତୃକ ଘରେ, ଶଶୁର ଘର ସିଂଢୋଲ ଏବଂ ଭଦ୍ରକ ସ୍ଥିତ ବାସ ଭବନରେ ରେଡ ଚାଲିଛି। ଚଢ଼ାଉରେ ସାମିଲ ଅଛନ୍ତି ୪ ଡ଼ିଏସପି, ୧୦ ଇନିସ୍ପେକ୍ଟର, ୪ ଏଏସଆଇ ସମେତ ଭିଜିଲାନ୍ସର ଅନ୍ୟ କର୍ମଚାରୀ।

ଆହୁରି ପଢ଼ନ୍ତୁ: ଶାଢ଼ୀ ପାଇଁ ସ୍ୱାମୀକୁ ହତ୍ୟା କଲା ପତ୍ନୀ: ପ୍ରେସର କୁକର ଢାଙ୍କୁଣିରେ ପିଟିବା ପରେ ତଣ୍ଟି ଚିପି ନେଲା ଜୀବନ

06 Jun 2023 By The Sakala

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ, ଏକକାଳୀନ ୭ଟି ସ୍ଥାନରେ ଚଢାଉ ଜାରି

ଆରଡି: ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରା। ସୁନ୍ଦରଗଡ଼ ଗ୍ରାମ୍ୟ ପୂର୍ତ୍ତ ଡିଭିଜନର ଯନ୍ତ୍ରୀଙ୍କ ଘରେ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ। ସୁନ୍ଦରଗଡ଼ ଓ ଭଦ୍ରକର ୭ ଟି ସ୍ଥାନରେ ଏହି ଚଢ଼ାଉ ଚାଲିଛି। ସଞ୍ଜୟ ବେହେରାଙ୍କ ବନ୍ତ ସ୍ଥିତ ନିଜ ପୈତୃକ ଘରେ, ଶଶୁର ଘର ସିଂଢୋଲ ଏବଂ ଭଦ୍ରକ ସ୍ଥିତ ବାସ ଭବନରେ ରେଡ ଚାଲିଛି। ଚଢ଼ାଉରେ ସାମିଲ ଅଛନ୍ତି ୪ ଡ଼ିଏସପି, ୧୦ ଇନିସ୍ପେକ୍ଟର, ୪ ଏଏସଆଇ ସମେତ ଭିଜିଲାନ୍ସର ଅନ୍ୟ କର୍ମଚାରୀ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର