ଭାଇର ଛୁରା ମାଡ଼ରେ ଭାଇର ମୃତ୍ଯୁ

The Sakala Picture
Published On

ଆସିକା: ବୁଗୁଡ଼ା ଥାନା ଅନ୍ତର୍ଗତ ବି.କରଡାବାଡି ଗାଁରେ ଅଭାବନୀୟ ଘଟଣା ଘଟିଛି। ଭାଇର ଛୁରା ମାଡ଼ରେ ଭାଇର ମୃତ୍ଯୁ ଘଟିଛି। ଚିକିତ୍ସାଧିନ ଅବସ୍ଥାରେ ଆହତ ଭାଇର ମୃତ୍ୟୁ ନେଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ମୃତ ଭାଇର ନାଁ ବସନ୍ତ ନାୟକ ବୋଲି ଜଣାପଡ଼ିଛି। ଆକ୍ରମଣକାରୀ ଭାଇକୁ ପୁଲିସ ଖୋଜୁଛି। ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳରୁ ଛୁରାମାଡ  ହୋଇଥିବା ସୂଚନା।

ଆହୁରି ପଢ଼ନ୍ତୁ: ନବୀନ ନିବାସରେ ଯାଜପୁର ଜିଲ୍ଲାର ବିଜେଡି ବିଧାୟକ ଓ ନେତୃବୃନ୍ଦ; ଲୋକଙ୍କ ସେବା ଜାରି ରଖିବାକୁ ନବୀନଙ୍କ ପରାମର୍ଶ

03 Nov 2022 By The Sakala

ଭାଇର ଛୁରା ମାଡ଼ରେ ଭାଇର ମୃତ୍ଯୁ

ଆସିକା: ବୁଗୁଡ଼ା ଥାନା ଅନ୍ତର୍ଗତ ବି.କରଡାବାଡି ଗାଁରେ ଅଭାବନୀୟ ଘଟଣା ଘଟିଛି। ଭାଇର ଛୁରା ମାଡ଼ରେ ଭାଇର ମୃତ୍ଯୁ ଘଟିଛି। ଚିକିତ୍ସାଧିନ ଅବସ୍ଥାରେ ଆହତ ଭାଇର ମୃତ୍ୟୁ ନେଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ମୃତ ଭାଇର ନାଁ ବସନ୍ତ ନାୟକ ବୋଲି ଜଣାପଡ଼ିଛି। ଆକ୍ରମଣକାରୀ ଭାଇକୁ ପୁଲିସ ଖୋଜୁଛି। ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳରୁ ଛୁରାମାଡ  ହୋଇଥିବା ସୂଚନା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର