ପାର୍ବଣ ଋତୁକୁ ନଜରରେ ରଖି କମିଶନରେଟ ପୁଲିସର ଆଗୁଆ ପଦକ୍ଷେପ: ପୂଜା ନାମରେ ବଳପୂର୍ବକ ଚାନ୍ଦା ଆଦାୟ କଲେ ଦୃଢ଼ କାର୍ଯ୍ଯାନୁଷ୍ଠାନ

The Sakala Picture
Published On

କଟକ: ଆଗାମୀ ପାର୍ବଣ ଋତୁକୁ ନଜରରେ ରଖି କମିଶନରେଟ ପୁଲିସ ଆଗୁଆ ପଦକ୍ଷେପ ନେଇଛି। । ଯଦି କେହି ଆଗାମୀ ପୂଜାପର୍ବ ଉପଲକ୍ଷେ ପୂଜା ନାମରେ ବଳପୂର୍ବକ ଚାନ୍ଦା ଆଦାୟ କରୁଥାନ୍ତି ତେବେ ସେ ସମ୍ପର୍କରେ ପୁଲିସ ତୁରନ୍ତ ଜଣାଇବାକୁ ପରାମର୍ଶ ଦିଆଯାଇଛି । ଏ କ୍ଷେତ୍ରରେ ସୂଚନା ଦେଇଥିବା ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯିବା ସହିତ ଚାନ୍ଦା ଆଦାୟ କରୁଥିବା ଅସାମାଜିକ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ଡିସିପିଙ୍କ ପକ୍ଷରୁ ଟ୍ୱିଟ୍‍ […]

କଟକ: ଆଗାମୀ ପାର୍ବଣ ଋତୁକୁ ନଜରରେ ରଖି କମିଶନରେଟ ପୁଲିସ ଆଗୁଆ ପଦକ୍ଷେପ ନେଇଛି। । ଯଦି କେହି ଆଗାମୀ ପୂଜାପର୍ବ ଉପଲକ୍ଷେ ପୂଜା ନାମରେ ବଳପୂର୍ବକ ଚାନ୍ଦା ଆଦାୟ କରୁଥାନ୍ତି ତେବେ ସେ ସମ୍ପର୍କରେ ପୁଲିସ ତୁରନ୍ତ ଜଣାଇବାକୁ ପରାମର୍ଶ ଦିଆଯାଇଛି । ଏ କ୍ଷେତ୍ରରେ ସୂଚନା ଦେଇଥିବା ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯିବା ସହିତ ଚାନ୍ଦା ଆଦାୟ କରୁଥିବା ଅସାମାଜିକ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ଡିସିପିଙ୍କ ପକ୍ଷରୁ ଟ୍ୱିଟ୍‍ କରି କୁହାଯାଇଛି । ଏଥିରେ କୁହାଯାଇଛି ଯେ ଆଗକୁ ଏହି ଅଭିଯାନକୁ ଆହୁରି ଜୋରଦାର କରାଯିବ।

ଆହୁରି ପଢ଼ନ୍ତୁ: ଦୁବାଇରେ ଗିରଫ ହେଲା କୋଟିପତି ଗ୍ୟାଙ୍ଗଷ୍ଟର ରାଓ ଇନ୍ଦ୍ରଜିତ, ଭାରତ ଆଣିବାକୁ ପ୍ରସ୍ତୁତି କରୁଛି ହରିୟାଣା ଏସଟିଏଫ୍

30 Sep 2021 By The Sakala

ପାର୍ବଣ ଋତୁକୁ ନଜରରେ ରଖି କମିଶନରେଟ ପୁଲିସର ଆଗୁଆ ପଦକ୍ଷେପ: ପୂଜା ନାମରେ ବଳପୂର୍ବକ ଚାନ୍ଦା ଆଦାୟ କଲେ ଦୃଢ଼ କାର୍ଯ୍ଯାନୁଷ୍ଠାନ

କଟକ: ଆଗାମୀ ପାର୍ବଣ ଋତୁକୁ ନଜରରେ ରଖି କମିଶନରେଟ ପୁଲିସ ଆଗୁଆ ପଦକ୍ଷେପ ନେଇଛି। । ଯଦି କେହି ଆଗାମୀ ପୂଜାପର୍ବ ଉପଲକ୍ଷେ ପୂଜା ନାମରେ ବଳପୂର୍ବକ ଚାନ୍ଦା ଆଦାୟ କରୁଥାନ୍ତି ତେବେ ସେ ସମ୍ପର୍କରେ ପୁଲିସ ତୁରନ୍ତ ଜଣାଇବାକୁ ପରାମର୍ଶ ଦିଆଯାଇଛି । ଏ କ୍ଷେତ୍ରରେ ସୂଚନା ଦେଇଥିବା ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯିବା ସହିତ ଚାନ୍ଦା ଆଦାୟ କରୁଥିବା ଅସାମାଜିକ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ଡିସିପିଙ୍କ ପକ୍ଷରୁ ଟ୍ୱିଟ୍‍ କରି କୁହାଯାଇଛି । ଏଥିରେ କୁହାଯାଇଛି ଯେ ଆଗକୁ ଏହି ଅଭିଯାନକୁ ଆହୁରି ଜୋରଦାର କରାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର