STF କବଜାରେ ଅନ୍ତଃରାଜ୍ୟ ଡ୍ରଗ୍ସ ମାଫିଆ, ଜବତ ହେଲା ୧ କେଜିରୁ ଉର୍ଦ୍ଧ୍ବ ବ୍ରାଉନସୁଗର

The Sakala Picture
Published On

ଭୁବନେଶ୍ୱର: STF କବଜାରେ ବ୍ରାଉନସୁଗର ବେପାରୀ ।  ଆସାମରୁ ସ୍ଥାନୀୟ ପୁଲିସ ସହାୟତାରେ ଜଣେ ଅନ୍ତଃରାଜ୍ୟ ଡ୍ରଗ୍ସ ମାଫିଆକୁ ଗିରଫ କରିଛି STF । ଗିରଫ ଅଭିଯୁକ୍ତର ନାଁ  ସଲିମ ଅହମ୍ମଦ ହୋଇଥିବା ବେଳେ ଘର ମଣିପୁରର ଇମ୍ଫାଲରେ ବୋଲି ଜଣାପଡ଼ିଛି। ଏସଟିଏଫ୍ ସଲିମକୁ ଗୌହାଟିରୁ ଗିରଫ କରିବା ସହ ୧ କେଜି ୩୩୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ଅଭିଯୁକ୍ତ ଠାରୁ ଏକ ହ୍ୟୁଣ୍ଡାଇ ସାଣ୍ଟ୍ରୋ କାର୍ ସହ ଅନ୍ୟ ଅପରାଧିକ ସାମଗ୍ରୀ […]

ଭୁବନେଶ୍ୱର: STF କବଜାରେ ବ୍ରାଉନସୁଗର ବେପାରୀ ।  ଆସାମରୁ ସ୍ଥାନୀୟ ପୁଲିସ ସହାୟତାରେ ଜଣେ ଅନ୍ତଃରାଜ୍ୟ ଡ୍ରଗ୍ସ ମାଫିଆକୁ ଗିରଫ କରିଛି STF । ଗିରଫ ଅଭିଯୁକ୍ତର ନାଁ  ସଲିମ ଅହମ୍ମଦ ହୋଇଥିବା ବେଳେ ଘର ମଣିପୁରର ଇମ୍ଫାଲରେ ବୋଲି ଜଣାପଡ଼ିଛି। ଏସଟିଏଫ୍ ସଲିମକୁ ଗୌହାଟିରୁ ଗିରଫ କରିବା ସହ ୧ କେଜି ୩୩୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ଅଭିଯୁକ୍ତ ଠାରୁ ଏକ ହ୍ୟୁଣ୍ଡାଇ ସାଣ୍ଟ୍ରୋ କାର୍ ସହ ଅନ୍ୟ ଅପରାଧିକ ସାମଗ୍ରୀ ଜବତ ହୋଇଛି । ପୂର୍ବରୁ ଏସଟିଏଫ୍ ୨ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରିଥିଲା । ସେମାନଙ୍କୁ ପଚରାଉଚରା ବେଳେ ଏସଟିଏଫ୍ ଡ୍ରଗ୍ସ କାରବାର ମୁଖ୍ୟ ସଲିମ୍ ବିଷୟରେ ଜାଣିବାକୁ ପାଇଥିଲା । ସେବେଠୁ ଏସଟିଏଫକୁ ଚକମା ଦେଇ ସଲିମ୍ ଗୌହାଟିରେ ଲୁଚି ଥିଲା । ସ୍ଥାନୀୟ ପୁଲିସ ସହାୟତାରେ ସଲିମକୁ ଗିରଫ ପରେ ଓଡ଼ିଶା ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣୁଛି ଏସଟିଫଏ । ଅଭିଯୁକ୍ତକୁ କଟକ ଜିଲ୍ଲା ଜଜରେ ହାଜର କରାଯିବ ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

09 Feb 2023 By The Sakala

STF କବଜାରେ ଅନ୍ତଃରାଜ୍ୟ ଡ୍ରଗ୍ସ ମାଫିଆ, ଜବତ ହେଲା ୧ କେଜିରୁ ଉର୍ଦ୍ଧ୍ବ ବ୍ରାଉନସୁଗର

ଭୁବନେଶ୍ୱର: STF କବଜାରେ ବ୍ରାଉନସୁଗର ବେପାରୀ ।  ଆସାମରୁ ସ୍ଥାନୀୟ ପୁଲିସ ସହାୟତାରେ ଜଣେ ଅନ୍ତଃରାଜ୍ୟ ଡ୍ରଗ୍ସ ମାଫିଆକୁ ଗିରଫ କରିଛି STF । ଗିରଫ ଅଭିଯୁକ୍ତର ନାଁ  ସଲିମ ଅହମ୍ମଦ ହୋଇଥିବା ବେଳେ ଘର ମଣିପୁରର ଇମ୍ଫାଲରେ ବୋଲି ଜଣାପଡ଼ିଛି। ଏସଟିଏଫ୍ ସଲିମକୁ ଗୌହାଟିରୁ ଗିରଫ କରିବା ସହ ୧ କେଜି ୩୩୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ।

ଅଭିଯୁକ୍ତ ଠାରୁ ଏକ ହ୍ୟୁଣ୍ଡାଇ ସାଣ୍ଟ୍ରୋ କାର୍ ସହ ଅନ୍ୟ ଅପରାଧିକ ସାମଗ୍ରୀ ଜବତ ହୋଇଛି । ପୂର୍ବରୁ ଏସଟିଏଫ୍ ୨ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରିଥିଲା । ସେମାନଙ୍କୁ ପଚରାଉଚରା ବେଳେ ଏସଟିଏଫ୍ ଡ୍ରଗ୍ସ କାରବାର ମୁଖ୍ୟ ସଲିମ୍ ବିଷୟରେ ଜାଣିବାକୁ ପାଇଥିଲା । ସେବେଠୁ ଏସଟିଏଫକୁ ଚକମା ଦେଇ ସଲିମ୍ ଗୌହାଟିରେ ଲୁଚି ଥିଲା । ସ୍ଥାନୀୟ ପୁଲିସ ସହାୟତାରେ ସଲିମକୁ ଗିରଫ ପରେ ଓଡ଼ିଶା ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣୁଛି ଏସଟିଫଏ । ଅଭିଯୁକ୍ତକୁ କଟକ ଜିଲ୍ଲା ଜଜରେ ହାଜର କରାଯିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର