ଅବକାରୀ ବିଭାଗ ଓ ପରଜଙ୍ଗ ପୁଲିସର ମିଳିତ ଚଢ଼ାଉ: ବିଦେଶୀ ମଦ ଜବତ, ୨ ଗିରଫ

The Sakala Picture
Published On

କଙ୍କଡାହାଡ଼:ପରଜଙ୍ଗ ଥାନା ଝିଲ୍ଲୀ ପଞ୍ଚାୟତ ଝିଲ୍ଲୀ ନୂଆଁ ସାହିରେ ଆଜି ସକାଳୁ ଅବକାରୀ ବିଭାଗ ଓ ପରଜଙ୍ଗ ପୁଲିସ ମିଳିତ ଚଢ଼ାଉ କରି ଗାଁର ଦୁଇ ଜଣ ବ୍ୟକ୍ତି ରୋହିତ ମୁଣ୍ଡା ଓ ବିରଞ୍ଚି ମୁଣ୍ଡାଙ୍କ ଘରୁ ୧୪୦୦ ଲିଟର ଦେଶୀ ମଦ ସହିତ ୭୦୦୦ ଲିଟର ପୋଚ ଜବତ କରି ଦୁଇ ଅଭିଯୁକ୍ତକୁ ଗିରଫ କରିଛନ୍ତି। ଏହି ଚଢ଼ାଉ ସମୟରେ କାମାକ୍ଷାନଗର ତହସିଲଦାର ସଞ୍ଜୟ କୁମାର ରାଉ , ଢେଙ୍କାନାଳ ଅବକାରୀ ବିଭାଗ ଇନସ୍ପେକ୍ଟର ସମୀର […]

କଙ୍କଡାହାଡ଼:ପରଜଙ୍ଗ ଥାନା ଝିଲ୍ଲୀ ପଞ୍ଚାୟତ ଝିଲ୍ଲୀ ନୂଆଁ ସାହିରେ ଆଜି ସକାଳୁ ଅବକାରୀ ବିଭାଗ ଓ ପରଜଙ୍ଗ ପୁଲିସ ମିଳିତ ଚଢ଼ାଉ କରି ଗାଁର ଦୁଇ ଜଣ ବ୍ୟକ୍ତି ରୋହିତ ମୁଣ୍ଡା ଓ ବିରଞ୍ଚି ମୁଣ୍ଡାଙ୍କ ଘରୁ ୧୪୦୦ ଲିଟର ଦେଶୀ ମଦ ସହିତ ୭୦୦୦ ଲିଟର ପୋଚ ଜବତ କରି ଦୁଇ ଅଭିଯୁକ୍ତକୁ ଗିରଫ କରିଛନ୍ତି। ଏହି ଚଢ଼ାଉ ସମୟରେ କାମାକ୍ଷାନଗର ତହସିଲଦାର ସଞ୍ଜୟ କୁମାର ରାଉ , ଢେଙ୍କାନାଳ ଅବକାରୀ ବିଭାଗ ଇନସ୍ପେକ୍ଟର ସମୀର ମହାନ୍ତିଙ୍କ ନେତୃତ୍ୱରେ ହେଇଥିଲା । ଜିଲ୍ଲା ଅବକାରୀ ପୁଲିସ ଓ ପରଜଙ୍ଗ ପୁଲିସ ସହଯୋଗ କରିଥିଲେ।

ଆହୁରି ପଢ଼ନ୍ତୁ: ଯୌତୁକ ପାଇଁ ଜୀବନ ହାରିଲେ ନବବଧୂ, ଶାଶୁ ଓ ଶ୍ୱଶୁର ଗିରଫ, ସ୍ୱାମୀ ଫେରାର୍

05 Aug 2021 By The Sakala

ଅବକାରୀ ବିଭାଗ ଓ ପରଜଙ୍ଗ ପୁଲିସର ମିଳିତ ଚଢ଼ାଉ: ବିଦେଶୀ ମଦ ଜବତ, ୨ ଗିରଫ

କଙ୍କଡାହାଡ଼:ପରଜଙ୍ଗ ଥାନା ଝିଲ୍ଲୀ ପଞ୍ଚାୟତ ଝିଲ୍ଲୀ ନୂଆଁ ସାହିରେ ଆଜି ସକାଳୁ ଅବକାରୀ ବିଭାଗ ଓ ପରଜଙ୍ଗ ପୁଲିସ ମିଳିତ ଚଢ଼ାଉ କରି ଗାଁର ଦୁଇ ଜଣ ବ୍ୟକ୍ତି ରୋହିତ ମୁଣ୍ଡା ଓ ବିରଞ୍ଚି ମୁଣ୍ଡାଙ୍କ ଘରୁ ୧୪୦୦ ଲିଟର ଦେଶୀ ମଦ ସହିତ ୭୦୦୦ ଲିଟର ପୋଚ ଜବତ କରି ଦୁଇ ଅଭିଯୁକ୍ତକୁ ଗିରଫ କରିଛନ୍ତି। ଏହି ଚଢ଼ାଉ ସମୟରେ କାମାକ୍ଷାନଗର ତହସିଲଦାର ସଞ୍ଜୟ କୁମାର ରାଉ , ଢେଙ୍କାନାଳ ଅବକାରୀ ବିଭାଗ ଇନସ୍ପେକ୍ଟର ସମୀର ମହାନ୍ତିଙ୍କ ନେତୃତ୍ୱରେ ହେଇଥିଲା । ଜିଲ୍ଲା ଅବକାରୀ ପୁଲିସ ଓ ପରଜଙ୍ଗ ପୁଲିସ ସହଯୋଗ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର