ସରିଲା ରିମାଣ୍ଡ; ଜେଲଗଲେ କୋଟିପତି ପିଏସ ବିରଞ୍ଚି ସାହୁ, ମିଳିଲା ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

The Sakala Picture
Published On

ଭୁବନେଶ୍ୱର: ରିମାଣ୍ଡ ସରିବା ପରେ କୋଟିପତି ପିଏସ ବିରଞ୍ଚି ସାହୁକୁ ଜେଲ ପଠାଇ ଦିଆଯାଇଛି । ରିମାଣ୍ଡ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା ମିଳିଛି । ତାଙ୍କର ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଉଥିବାବେଳେ ତାଙ୍କ ପତ୍ନୀ ୯ଶହ ଜଣଙ୍କ ପଲିସି କରିଥିବା ଜଣାଯାଇଛି । ସେଥି ମଧ୍ୟରୁ ୨୧ଜଣ କ୍ୟାଣ୍ଡିଡେଟ ପଲିସି କରିଛନ୍ତି । ବିରଞ୍ଚିଙ୍କ ଆୟବହିର୍ଭୂତ ସମ୍ପତ୍ତି ପରିମାଣ ୩ କୋଟି ୫୧ ଟଙ୍କା ହୋଇଥିବାବେଳେ ଏହା ପ୍ରକୃତ ସମ୍ପତ୍ତି ଠାରୁ ୨୬୮ […]

ଭୁବନେଶ୍ୱର: ରିମାଣ୍ଡ ସରିବା ପରେ କୋଟିପତି ପିଏସ ବିରଞ୍ଚି ସାହୁକୁ ଜେଲ ପଠାଇ ଦିଆଯାଇଛି । ରିମାଣ୍ଡ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା ମିଳିଛି । ତାଙ୍କର ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଉଥିବାବେଳେ ତାଙ୍କ ପତ୍ନୀ ୯ଶହ ଜଣଙ୍କ ପଲିସି କରିଥିବା ଜଣାଯାଇଛି । ସେଥି ମଧ୍ୟରୁ ୨୧ଜଣ କ୍ୟାଣ୍ଡିଡେଟ ପଲିସି କରିଛନ୍ତି । ବିରଞ୍ଚିଙ୍କ ଆୟବହିର୍ଭୂତ ସମ୍ପତ୍ତି ପରିମାଣ ୩ କୋଟି ୫୧ ଟଙ୍କା ହୋଇଥିବାବେଳେ ଏହା ପ୍ରକୃତ ସମ୍ପତ୍ତି ଠାରୁ ୨୬୮ ଗୁଣ ବୋଲି ଆକଳନ କରାଯାଇଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

ଏହା ସହ ୧୧୪ଟି ଆଡମିଟ କାର୍ଡ ଜବତ ହୋଇଛି । ସେଥି ମଧ୍ୟରୁ ୧୦୭ଜଣ କେଉଁଠି ଚାକିରୀ ପାଇ ନଥିବା ତଦନ୍ତରୁ ଜଣା ପଡିଛି । ଅବଶିଷ୍ଟ ୭ଜଣକୁ ନେଇ ଯାଞ୍ଚ କରାଯାଉଛି । ବିରଞ୍ଚିଙ୍କ ଅନେକଗୁଡିଏ ଅଣ୍ଡର ଭ୍ୟାଲୁ ପ୍ରପଟି ରହିଛି ବୋଲି ସୂଚନା ମିଳିଛି । ମନି ଲଣ୍ଡ୍ରିଙ୍ଗ ନେଇ ଇଡି ତଦନ୍ତ କରୁଛି, ସେ ଦିଗରେ ଭିଜିଲାନ୍ସ ବି ନଜର ରଖିଛି । ସେପଟେ ପତ୍ନୀ ଓ ସଢ଼ୁ ଏବେ ବି ଫେରାର ରହିଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: "ମୋ ପାଖରେ ଅଲୌକିକ ଶକ୍ତି ଅଛି...": ନାସିକରେ 'ଭଣ୍ଡ ବାବା' ମହେଶଗିରିର କଳାକାରନାମା, ଯୁବତୀଙ୍କୁ ଦୁଷ୍କର୍ମ ପରେ କରୁଥିଲା ବ୍ଲାକମେଲ୍

06 Aug 2021 By The Sakala

ସରିଲା ରିମାଣ୍ଡ; ଜେଲଗଲେ କୋଟିପତି ପିଏସ ବିରଞ୍ଚି ସାହୁ, ମିଳିଲା ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର: ରିମାଣ୍ଡ ସରିବା ପରେ କୋଟିପତି ପିଏସ ବିରଞ୍ଚି ସାହୁକୁ ଜେଲ ପଠାଇ ଦିଆଯାଇଛି । ରିମାଣ୍ଡ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା ମିଳିଛି । ତାଙ୍କର ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଉଥିବାବେଳେ ତାଙ୍କ ପତ୍ନୀ ୯ଶହ ଜଣଙ୍କ ପଲିସି କରିଥିବା ଜଣାଯାଇଛି । ସେଥି ମଧ୍ୟରୁ ୨୧ଜଣ କ୍ୟାଣ୍ଡିଡେଟ ପଲିସି କରିଛନ୍ତି । ବିରଞ୍ଚିଙ୍କ ଆୟବହିର୍ଭୂତ ସମ୍ପତ୍ତି ପରିମାଣ ୩ କୋଟି ୫୧ ଟଙ୍କା ହୋଇଥିବାବେଳେ ଏହା ପ୍ରକୃତ ସମ୍ପତ୍ତି ଠାରୁ ୨୬୮ ଗୁଣ ବୋଲି ଆକଳନ କରାଯାଇଛି ।

ଏହା ସହ ୧୧୪ଟି ଆଡମିଟ କାର୍ଡ ଜବତ ହୋଇଛି । ସେଥି ମଧ୍ୟରୁ ୧୦୭ଜଣ କେଉଁଠି ଚାକିରୀ ପାଇ ନଥିବା ତଦନ୍ତରୁ ଜଣା ପଡିଛି । ଅବଶିଷ୍ଟ ୭ଜଣକୁ ନେଇ ଯାଞ୍ଚ କରାଯାଉଛି । ବିରଞ୍ଚିଙ୍କ ଅନେକଗୁଡିଏ ଅଣ୍ଡର ଭ୍ୟାଲୁ ପ୍ରପଟି ରହିଛି ବୋଲି ସୂଚନା ମିଳିଛି । ମନି ଲଣ୍ଡ୍ରିଙ୍ଗ ନେଇ ଇଡି ତଦନ୍ତ କରୁଛି, ସେ ଦିଗରେ ଭିଜିଲାନ୍ସ ବି ନଜର ରଖିଛି । ସେପଟେ ପତ୍ନୀ ଓ ସଢ଼ୁ ଏବେ ବି ଫେରାର ରହିଥିବା ସୂଚନା ମିଳିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର