ହନୁମାନ ପଇସା ପାଇଁ ଅପହରଣ

The Sakala Picture
Published On

ଭୁବନେଶ୍ୱର: ହନୁମାନ ପଇସା ଦେବାକୁ କହି ସାଢେ ତିନି ଲକ୍ଷ ଟଙ୍କା ଠକି ନେଇଥିବା ଯୁବକଙ୍କୁ ଅପହରଣ । ଅପହରଣର ଶିକାର ହୋଇଥିବ ବିବେକାନନ୍ଦ ମହାଲିଙ୍କୁ ଉଦ୍ଧାର କରିଛି ତାମାଣ୍ଡୋ ଥାନା ପୋଲିସ । ବିବେକାନନ୍ଦଙ୍କୁ କିଛି ଯୁବକ ଅପହରଣ କରି ଭରତପୁର ଅଞ୍ଚଳରେ ଥିବା ଏକ ହୋଟେଲର ୬ ମହଲା ଉପରେ ରଖିଥିଲେ । ଅପହରଣ କରିବା ପରେ ବିବେକାନନ୍ଦଙ୍କୁ ଉକ୍ତ ଯୁବକମାନେ ତାଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରିବା ସହିତ ଘର ଲୋକଙ୍କୁ ଫୋନ୍ […]

ଭୁବନେଶ୍ୱର: ହନୁମାନ ପଇସା ଦେବାକୁ କହି ସାଢେ ତିନି ଲକ୍ଷ ଟଙ୍କା ଠକି ନେଇଥିବା ଯୁବକଙ୍କୁ ଅପହରଣ । ଅପହରଣର ଶିକାର ହୋଇଥିବ ବିବେକାନନ୍ଦ ମହାଲିଙ୍କୁ ଉଦ୍ଧାର କରିଛି ତାମାଣ୍ଡୋ ଥାନା ପୋଲିସ । ବିବେକାନନ୍ଦଙ୍କୁ କିଛି ଯୁବକ ଅପହରଣ କରି ଭରତପୁର ଅଞ୍ଚଳରେ ଥିବା ଏକ ହୋଟେଲର ୬ ମହଲା ଉପରେ ରଖିଥିଲେ । ଅପହରଣ କରିବା ପରେ ବିବେକାନନ୍ଦଙ୍କୁ ଉକ୍ତ ଯୁବକମାନେ ତାଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରିବା ସହିତ ଘର ଲୋକଙ୍କୁ ଫୋନ୍ କରି ୨୫ ଲକ୍ଷ ଟଙ୍କା ଦେବାକୁ ଧମକ ଦେଇଥିଲେ । ଏହି ଅପହରଣ ନେଇ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହେବା ପରେ ଭରତପୁର ଓ ତମାଣ୍ଡୋ ଥାନା ମିଳିତ ଚଢାଉ କରି ହୋଟେଲ ଭିତରୁ ଯୁବକଙ୍କୁ ଉଦ୍ଧାର କରିଛି । ବିବେକାନନ୍ଦ ନିଜ ଘର କେନ୍ଦ୍ରାପଡ଼ାରୁ ଭୁବନେଶ୍ୱର ଆସୁଥିବା ବେଳେ କଟକ ରାସ୍ତାରେ ତାଙ୍କୁ ଅପହରଣ କରାଯାଇଥିଲା । ତମାଣ୍ଡୋ ପୋଲିସ ବିବେକାନନ୍ଦଙ୍କୁ ଉଦ୍ଧାର କରିବା ସହ ହୋଟେଲ ଭିତରୁ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

10 Mar 2022 By The Sakala

ହନୁମାନ ପଇସା ପାଇଁ ଅପହରଣ

ଭୁବନେଶ୍ୱର: ହନୁମାନ ପଇସା ଦେବାକୁ କହି ସାଢେ ତିନି ଲକ୍ଷ ଟଙ୍କା ଠକି ନେଇଥିବା ଯୁବକଙ୍କୁ ଅପହରଣ । ଅପହରଣର ଶିକାର ହୋଇଥିବ ବିବେକାନନ୍ଦ ମହାଲିଙ୍କୁ ଉଦ୍ଧାର କରିଛି ତାମାଣ୍ଡୋ ଥାନା ପୋଲିସ । ବିବେକାନନ୍ଦଙ୍କୁ କିଛି ଯୁବକ ଅପହରଣ କରି ଭରତପୁର ଅଞ୍ଚଳରେ ଥିବା ଏକ ହୋଟେଲର ୬ ମହଲା ଉପରେ ରଖିଥିଲେ । ଅପହରଣ କରିବା ପରେ ବିବେକାନନ୍ଦଙ୍କୁ ଉକ୍ତ ଯୁବକମାନେ ତାଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରିବା ସହିତ ଘର ଲୋକଙ୍କୁ ଫୋନ୍ କରି ୨୫ ଲକ୍ଷ ଟଙ୍କା ଦେବାକୁ ଧମକ ଦେଇଥିଲେ । ଏହି ଅପହରଣ ନେଇ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହେବା ପରେ ଭରତପୁର ଓ ତମାଣ୍ଡୋ ଥାନା ମିଳିତ ଚଢାଉ କରି ହୋଟେଲ ଭିତରୁ ଯୁବକଙ୍କୁ ଉଦ୍ଧାର କରିଛି । ବିବେକାନନ୍ଦ ନିଜ ଘର କେନ୍ଦ୍ରାପଡ଼ାରୁ ଭୁବନେଶ୍ୱର ଆସୁଥିବା ବେଳେ କଟକ ରାସ୍ତାରେ ତାଙ୍କୁ ଅପହରଣ କରାଯାଇଥିଲା । ତମାଣ୍ଡୋ ପୋଲିସ ବିବେକାନନ୍ଦଙ୍କୁ ଉଦ୍ଧାର କରିବା ସହ ହୋଟେଲ ଭିତରୁ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର