ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

ବସ୍‌ ପୋଡିଦେଲେ ଦୁର୍ବୃତ୍ତ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲ୍‌ପର

The Sakala Picture
Published On

ଆରଡି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବାଂଶଡା ଫେରିଘାଟ ନିକଟରେ ବିଳମ୍ୱତ ରାତ୍ରୀ ଏକ ଯାତ୍ରୀ ବାହୀ ବସ କୁ ନିଆଁ ଲଗାଇ ଜାଳି ଦେଇଛନ୍ତି ଦୁର୍ବୃତ୍ତ l ନାୟକ ନାମକ ଏକ ଯାତ୍ରୀ ବାହୀ ବସଟି ପ୍ରତିଦିନ ରାତ୍ରୀରେ ଭୁବନେଶ୍ୱର ରୁ ଭାୟା ଚାନ୍ଦବାଲି ଦେଇ ବଂଶଡା ଫେରୀ ଘାଟ ନିକଟରେ ରାତ୍ରୀ ଯାପନ କରି ସକାଳ ପୁଣି ବାଂଶଡା ରୁ ଭୁବନେଶ୍ୱର ଯାଇଥାଏ l ହେଲେ ବିଳମ୍ବିତ ରାତ୍ରୀ ଦୃବୁତ ମାନେ ବସରେ ନିଆଁ […]

ଆରଡି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବାଂଶଡା ଫେରିଘାଟ ନିକଟରେ ବିଳମ୍ୱତ ରାତ୍ରୀ ଏକ ଯାତ୍ରୀ ବାହୀ ବସ କୁ ନିଆଁ ଲଗାଇ ଜାଳି ଦେଇଛନ୍ତି ଦୁର୍ବୃତ୍ତ l ନାୟକ ନାମକ ଏକ ଯାତ୍ରୀ ବାହୀ ବସଟି ପ୍ରତିଦିନ ରାତ୍ରୀରେ ଭୁବନେଶ୍ୱର ରୁ ଭାୟା ଚାନ୍ଦବାଲି ଦେଇ ବଂଶଡା ଫେରୀ ଘାଟ ନିକଟରେ ରାତ୍ରୀ ଯାପନ କରି ସକାଳ ପୁଣି ବାଂଶଡା ରୁ ଭୁବନେଶ୍ୱର ଯାଇଥାଏ l

ଆହୁରି ପଢ଼ନ୍ତୁ: ଡେଟିଂ ଆପ୍‌ରୁ ପ୍ରେମ, ବିବାହର ୬ ମାସ ନପୂରୁଣୁ ଭୋପାଳରେ ନୋଏଡା ଯୁବତୀଙ୍କ ମୃତ୍ୟୁ: ଯୌତୁକ ହତ୍ୟା ଅଭିଯୋଗରେ ତଦନ୍ତ ଜାରି

ହେଲେ ବିଳମ୍ବିତ ରାତ୍ରୀ ଦୃବୁତ ମାନେ ବସରେ ନିଆଁ ଲଗାଇ ଦେବା ପରେ ବସରେ ଶୋଇଥିବା ଚାଳକ ଓ ହେଲପର ବସ ଜଳୁଥିବା ସମୟରେ କାଚ ଭାଙ୍ଗି ବାହାରକୁ ବାହାରି ଆସିଥିଲେ l ପରେ ବସ କର୍ମଚାରୀ ଅଗ୍ନିଶମ ବିଭାଗକୁ ଖବର ଦେଵା ପରେ ଅଗ୍ନିଶମ ବିଭାଗ ଗାଡି ପହଞ୍ଚିବା ପୂର୍ବରୁ ବସଟି ସମ୍ପୂର୍ଣ ଜଳି ଯାଇଥିଲା l ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ଆହୁରି ପଢ଼ନ୍ତୁ: ଟ୍ୱିଶା ଶର୍ମା ମୃତ୍ୟୁ ମାମଲା: ପୋଷ୍ଟମର୍ଟମ ରିପୋର୍ଟରେ ଖଣ୍ଡନ ହେଲା ଡ୍ରଗ୍ସ ସେବନ ଅଭିଯୋଗ, ଜିମ୍ନାଷ୍ଟିକ୍ ବେଲ୍ଟକୁ ନେଇ ବଢ଼ିଲା ସନ୍ଦେହ

11 Mar 2021 By The Sakala

ବସ୍‌ ପୋଡିଦେଲେ ଦୁର୍ବୃତ୍ତ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲ୍‌ପର

ଆରଡି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବାଂଶଡା ଫେରିଘାଟ ନିକଟରେ ବିଳମ୍ୱତ ରାତ୍ରୀ ଏକ ଯାତ୍ରୀ ବାହୀ ବସ କୁ ନିଆଁ ଲଗାଇ ଜାଳି ଦେଇଛନ୍ତି ଦୁର୍ବୃତ୍ତ l ନାୟକ ନାମକ ଏକ ଯାତ୍ରୀ ବାହୀ ବସଟି ପ୍ରତିଦିନ ରାତ୍ରୀରେ ଭୁବନେଶ୍ୱର ରୁ ଭାୟା ଚାନ୍ଦବାଲି ଦେଇ ବଂଶଡା ଫେରୀ ଘାଟ ନିକଟରେ ରାତ୍ରୀ ଯାପନ କରି ସକାଳ ପୁଣି ବାଂଶଡା ରୁ ଭୁବନେଶ୍ୱର ଯାଇଥାଏ l

ହେଲେ ବିଳମ୍ବିତ ରାତ୍ରୀ ଦୃବୁତ ମାନେ ବସରେ ନିଆଁ ଲଗାଇ ଦେବା ପରେ ବସରେ ଶୋଇଥିବା ଚାଳକ ଓ ହେଲପର ବସ ଜଳୁଥିବା ସମୟରେ କାଚ ଭାଙ୍ଗି ବାହାରକୁ ବାହାରି ଆସିଥିଲେ l ପରେ ବସ କର୍ମଚାରୀ ଅଗ୍ନିଶମ ବିଭାଗକୁ ଖବର ଦେଵା ପରେ ଅଗ୍ନିଶମ ବିଭାଗ ଗାଡି ପହଞ୍ଚିବା ପୂର୍ବରୁ ବସଟି ସମ୍ପୂର୍ଣ ଜଳି ଯାଇଥିଲା l ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର