ରାଜଧାନୀରେ ପୁଣି ସାଇବର ଠକ, ୪ ଜଣଙ୍କୁ କାବୁ କଲା ସ୍ପେଶାଲ ସ୍କ୍ବାଡ଼…

The Sakala Picture
Published On

ଭୁବନେଶ୍ବର: ରାଜଧାନୀରେ ପୁଣି ସାଇବର ଠକ । ୪ ଠକଙ୍କୁ କାବୁ କଲା ସ୍ପେଶାଲ ସ୍କ୍ବାଡ଼। ଭଡାଘରେ ଚାଲିଥିଲା ଠକେଇର ବ୍ଲୁ ପ୍ରିଣ୍ଟ । ଟେଲିଗ୍ରାମ ଠକେଇ ଓ ଗେମିଙ୍ଗ ଆପ ଜରିଆରେ ଲୋକଙ୍କୁ ଠକୁଥିଲେ। ଏୟାରଫିଲଡ଼ ଥାନା ପ୍ରେଷ୍ଟିଜ ଇନ ଆପାର୍ଟମେଣ୍ଟରେ ସ୍ପେଶାଲ ସ୍କ୍ବାଡ଼ ଚଢାଉ କରି ୪ ଠକଙ୍କୁ କାରୁଛି । ଏଥିସହ ବିପୁଳ ପରିମାଣର ମୋବାଇଲ ଓ ଡିଜିଟାଲ ଡିଭାଇସ ଠାବ ହୋଇଛି।

ଆହୁରି ପଢ଼ନ୍ତୁ: ନୋଏଡାରେ ବଡ଼ ଅଘଟଣ: ବିବାହ ପାଇଁ ଜିଦ୍ ଧରିଥିଲେ ପ୍ରେମିକା, ମନା କରିବାରୁ ଭାଇ ସହ ମିଶି କଲେ ହତ୍ୟା

12 Dec 2024 By The Sakala

ରାଜଧାନୀରେ ପୁଣି ସାଇବର ଠକ, ୪ ଜଣଙ୍କୁ କାବୁ କଲା ସ୍ପେଶାଲ ସ୍କ୍ବାଡ଼…

ଭୁବନେଶ୍ବର: ରାଜଧାନୀରେ ପୁଣି ସାଇବର ଠକ । ୪ ଠକଙ୍କୁ କାବୁ କଲା ସ୍ପେଶାଲ ସ୍କ୍ବାଡ଼। ଭଡାଘରେ ଚାଲିଥିଲା ଠକେଇର ବ୍ଲୁ ପ୍ରିଣ୍ଟ । ଟେଲିଗ୍ରାମ ଠକେଇ ଓ ଗେମିଙ୍ଗ ଆପ ଜରିଆରେ ଲୋକଙ୍କୁ ଠକୁଥିଲେ। ଏୟାରଫିଲଡ଼ ଥାନା ପ୍ରେଷ୍ଟିଜ ଇନ ଆପାର୍ଟମେଣ୍ଟରେ ସ୍ପେଶାଲ ସ୍କ୍ବାଡ଼ ଚଢାଉ କରି ୪ ଠକଙ୍କୁ କାରୁଛି । ଏଥିସହ ବିପୁଳ ପରିମାଣର ମୋବାଇଲ ଓ ଡିଜିଟାଲ ଡିଭାଇସ ଠାବ ହୋଇଛି।

https://www.thesakala.in/crime/special-squad-arrests-4-cyber-fraudsters/article-37200
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର