ଭିଜିଲାନ୍ସ ଜାଲରେ ଡାକ୍ତର, ୬ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ

The Sakala Picture
Published On

ଝାରସୁଗୁଡ଼ା: ଭିଜିଲାନ୍ସ ଜାଲରେ ଡାକ୍ତର । ୬ହଜାର ଟଙ୍କା ଲାଞ୍ଚ ନେଇ ଭିଲିଲାନ୍ସ ହାତରେ ଧରାପଡ଼ିଛନ୍ତି ଡାକ୍ତର ସୌରଭ ସୁପ୍ରୀତ। ଝାରସୁଗୁଡ଼ା ଜିଲା ମୁଖ୍ୟ ଡାକ୍ତରଖାନାର ଡାକ୍ତର ସୌରଭ ସୁପ୍ରୀତ ଲାଞ୍ଚ ନେବାବେଳେ ତାଙ୍କୁ ଭିଜିଲାନ୍ସ ଧରିଥିଲା। ଅପରେସନ କରିବାକୁ ୨ ରୋଗୀଙ୍କଠାରୁ ଲାଞ୍ଚ ନେଉଥିବା ଡାକ୍ତର ସୌରଭ ସୁପ୍ରୀତଙ୍କ ନାମରେ ଅଭିଯୋଗ ହୋଇଛି। ଭିଜିଲାନ୍ସ ଅଧିକାରୀ ଡାକ୍ତର ସୌରଭ ସୁପ୍ରୀତଙ୍କଠାରୁ ୬ହଜାର ଟଙ୍କା ଜବତ ସହ ପଚରାଉଚୁରା ଜାରି ରହିଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

09 Feb 2024 By The Sakala

ଭିଜିଲାନ୍ସ ଜାଲରେ ଡାକ୍ତର, ୬ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ

ଝାରସୁଗୁଡ଼ା: ଭିଜିଲାନ୍ସ ଜାଲରେ ଡାକ୍ତର । ୬ହଜାର ଟଙ୍କା ଲାଞ୍ଚ ନେଇ ଭିଲିଲାନ୍ସ ହାତରେ ଧରାପଡ଼ିଛନ୍ତି ଡାକ୍ତର ସୌରଭ ସୁପ୍ରୀତ। ଝାରସୁଗୁଡ଼ା ଜିଲା ମୁଖ୍ୟ ଡାକ୍ତରଖାନାର ଡାକ୍ତର ସୌରଭ ସୁପ୍ରୀତ ଲାଞ୍ଚ ନେବାବେଳେ ତାଙ୍କୁ ଭିଜିଲାନ୍ସ ଧରିଥିଲା। ଅପରେସନ କରିବାକୁ ୨ ରୋଗୀଙ୍କଠାରୁ ଲାଞ୍ଚ ନେଉଥିବା ଡାକ୍ତର ସୌରଭ ସୁପ୍ରୀତଙ୍କ ନାମରେ ଅଭିଯୋଗ ହୋଇଛି। ଭିଜିଲାନ୍ସ ଅଧିକାରୀ ଡାକ୍ତର ସୌରଭ ସୁପ୍ରୀତଙ୍କଠାରୁ ୬ହଜାର ଟଙ୍କା ଜବତ ସହ ପଚରାଉଚୁରା ଜାରି ରହିଥିବା ସୂଚନା ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର