ଆକ୍ସନ ମୋଡରେ ଅବକାରୀ ବିଭାଗ: ଡ୍ୟାନ୍ସ ବାର ଉପରେ ହେବ ଅତର୍କିତ ଚଢ଼ାଉ, ନାବାଳିକା ନିୟୋଜିତ ଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

The Sakala Picture
Published On

ଭୁବନେଶ୍ବର: ଶୁଭଲକ୍ଷ୍ମୀଙ୍କ ଆତ୍ମହତ୍ୟା ମମାଲ ପରେ ଆକ୍ସନ ମୋଡରେ ଅବକାରୀ ବିଭାଗ । ବାରରେ ନାବାଳିକା ନିୟୋଜିତ କରିଥିଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ଖୁବ୍ ଶୀଘ୍ର ରାଜଧାନୀରେ ଥିବା ସମସ୍ତ ଡ୍ୟାନ୍ସ ବାର ଉପରେ ହେବ ଅତର୍କିତ ଚଢ଼ାଉ । ଅବକାରୀ ବିଭାଗ ଗଠନ କଲା ସ୍ଵତନ୍ତ୍ର ସ୍କ୍ୱାର୍ଡ । ୧୮ ଟି ବାରରେ ମହିଳା ଡ୍ୟାନସର ହୋଇଛନ୍ତି ନିଯୁକ୍ତ । ରାଜଧାନୀରେ ୧୮ଟି ବାରରେ ୨୧୬ ମହିଳା କର୍ମଚାରୀ  ନିୟୋଜିତ ହୋଇଛନ୍ତି। ବାରରେ ନିୟୋଜିତ […]

ଭୁବନେଶ୍ବର: ଶୁଭଲକ୍ଷ୍ମୀଙ୍କ ଆତ୍ମହତ୍ୟା ମମାଲ ପରେ ଆକ୍ସନ ମୋଡରେ ଅବକାରୀ ବିଭାଗ । ବାରରେ ନାବାଳିକା ନିୟୋଜିତ କରିଥିଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ଖୁବ୍ ଶୀଘ୍ର ରାଜଧାନୀରେ ଥିବା ସମସ୍ତ ଡ୍ୟାନ୍ସ ବାର ଉପରେ ହେବ ଅତର୍କିତ ଚଢ଼ାଉ । ଅବକାରୀ ବିଭାଗ ଗଠନ କଲା ସ୍ଵତନ୍ତ୍ର ସ୍କ୍ୱାର୍ଡ । ୧୮ ଟି ବାରରେ ମହିଳା ଡ୍ୟାନସର ହୋଇଛନ୍ତି ନିଯୁକ୍ତ । ରାଜଧାନୀରେ ୧୮ଟି ବାରରେ ୨୧୬ ମହିଳା କର୍ମଚାରୀ  ନିୟୋଜିତ ହୋଇଛନ୍ତି। ବାରରେ ନିୟୋଜିତ ମହିଳାଙ୍କର ବୟସ ୨୧ ବର୍ଷରୁ ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ । ୨୧ ବର୍ଷରୁ କମ ବୟସର ବାଳିକା ନିୟୋଜିତ ହୋଇଥିଲେ ବାର ମାଲିକ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ବାରରେ ନିୟୋଜିତ ସମସ୍ତ ମହିଳାଙ୍କ ପରିଚୟ ପତ୍ର ଅବକାରୀ ଅଫିସରେ ଦାଖଲ କରିବା ଆବଶ୍ୟକ । ନଚେତ୍ ଡ୍ୟାନସ ବାର ବନ୍ଦ ହେବ ବୋଲି ଭୁବନେଶ୍ୱର ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ  ପ୍ରଦୀପ ପଟ୍ଟନାୟକ କହିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

12 Aug 2023 By The Sakala

ଆକ୍ସନ ମୋଡରେ ଅବକାରୀ ବିଭାଗ: ଡ୍ୟାନ୍ସ ବାର ଉପରେ ହେବ ଅତର୍କିତ ଚଢ଼ାଉ, ନାବାଳିକା ନିୟୋଜିତ ଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଶୁଭଲକ୍ଷ୍ମୀଙ୍କ ଆତ୍ମହତ୍ୟା ମମାଲ ପରେ ଆକ୍ସନ ମୋଡରେ ଅବକାରୀ ବିଭାଗ । ବାରରେ ନାବାଳିକା ନିୟୋଜିତ କରିଥିଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ଖୁବ୍ ଶୀଘ୍ର ରାଜଧାନୀରେ ଥିବା ସମସ୍ତ ଡ୍ୟାନ୍ସ ବାର ଉପରେ ହେବ ଅତର୍କିତ ଚଢ଼ାଉ । ଅବକାରୀ ବିଭାଗ ଗଠନ କଲା ସ୍ଵତନ୍ତ୍ର ସ୍କ୍ୱାର୍ଡ । ୧୮ ଟି ବାରରେ ମହିଳା ଡ୍ୟାନସର ହୋଇଛନ୍ତି ନିଯୁକ୍ତ । ରାଜଧାନୀରେ ୧୮ଟି ବାରରେ ୨୧୬ ମହିଳା କର୍ମଚାରୀ  ନିୟୋଜିତ ହୋଇଛନ୍ତି। ବାରରେ ନିୟୋଜିତ ମହିଳାଙ୍କର ବୟସ ୨୧ ବର୍ଷରୁ ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ । ୨୧ ବର୍ଷରୁ କମ ବୟସର ବାଳିକା ନିୟୋଜିତ ହୋଇଥିଲେ ବାର ମାଲିକ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ବାରରେ ନିୟୋଜିତ ସମସ୍ତ ମହିଳାଙ୍କ ପରିଚୟ ପତ୍ର ଅବକାରୀ ଅଫିସରେ ଦାଖଲ କରିବା ଆବଶ୍ୟକ । ନଚେତ୍ ଡ୍ୟାନସ ବାର ବନ୍ଦ ହେବ ବୋଲି ଭୁବନେଶ୍ୱର ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ  ପ୍ରଦୀପ ପଟ୍ଟନାୟକ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର