ରାଜଧାନୀରେ ଯୁବତୀଙ୍କୁ ମଦ ପିଆଇ ଦୁଷ୍କର୍ମ ଅଭିଯୋଗ

The Sakala Picture
Published On

ଭୁବନେଶ୍ୱର: ରାଜଧାନୀରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ପ୍ରଶାସନର ସର୍ତ୍ତ ମୁତାବକ ରାଜଧାନୀରେ ୧୪ଟି ବାର ଖୋଲିଛି । ଯୁବତୀଙ୍କୁ ମଦ ପିଆଇ ପାହାଳ ଅଞ୍ଚଳରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସେପଟେ ଯୁବତୀ ଜଣଙ୍କ ଯୁବକଙ୍କ କବଳରୁ ଖସିଆସି ପାହାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯୁବତୀ । ଅଭିଯୋଗ ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାରେ ଜଣକୁ ଅଟକ ରଖିଛି । ମିଳିଥିବା ସୂଚନା ଅନୁଯାଯୀ, ଅଟକ […]

ଭୁବନେଶ୍ୱର: ରାଜଧାନୀରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ପ୍ରଶାସନର ସର୍ତ୍ତ ମୁତାବକ ରାଜଧାନୀରେ ୧୪ଟି ବାର ଖୋଲିଛି । ଯୁବତୀଙ୍କୁ ମଦ ପିଆଇ ପାହାଳ ଅଞ୍ଚଳରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସେପଟେ ଯୁବତୀ ଜଣଙ୍କ ଯୁବକଙ୍କ କବଳରୁ ଖସିଆସି ପାହାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯୁବତୀ । ଅଭିଯୋଗ ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାରେ ଜଣକୁ ଅଟକ ରଖିଛି ।

ମିଳିଥିବା ସୂଚନା ଅନୁଯାଯୀ, ଅଟକ ଯୁବକ ଜଣଙ୍କ ହେଉଛନ୍ତି କିଶନ ଅଗ୍ରୱାଲ । ଡାକ୍ତରୀ ମାଇନା ପାଇଁ ଯୁବକକୁ ମେଡିକାଲ ନିଆଯାଇଛି । ପାହାଳ ଥାନା ପୁଲିସ ତଦନ୍ତ ଜାରି ରଖିଛି ।

13 May 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର