ହୁତୁ ହୁତୁ ହୋଇ ଜଳୁଛି ଶୁଳିଆ ପାହାଡ଼

The Sakala Picture
Published On

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆସିକା ରେଞ୍ଜର ଧରାକୋଟ ବିଟର ସୁଳିଆ ପାହାଡ଼ରେ ଲାଗିଛି ନିଆଁ। ହୁତୁ ହୁତୁ ହୋଇ ଜଳୁଛି ଟିଣିଟିଣିଆ ପଲ୍ଲି ନିକଟରେ ଥିବା ଥିବା ଜଙ୍ଗଲ। ନିଆଁ ପାହାଡର ପାଦ ଦେଶରୁ ଆରମ୍ଭ କରି ଉପରକୁ ପହଞ୍ଚିଥିବା ଜଣାପଡ଼ିଛି। ରାତି ସାରା ବନ ବିଭାଗର କର୍ମଚାରୀ ନିଆଁକୁ ଆୟତ କରିବା ପାଇଁ ଉଦ୍ୟମ କରୁଛନ୍ତି। ସେହିପରି ସଡଙ୍ଗୀ ପଲ୍ଲି ବିଟର ମଲିଝର ନିକଟରେ ଥିବା ପାହାଡ଼ରେ ବି ନିଆଁ ଲାଗିଛି । ତେଣୁ ଆସିକା […]

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆସିକା ରେଞ୍ଜର ଧରାକୋଟ ବିଟର ସୁଳିଆ ପାହାଡ଼ରେ ଲାଗିଛି ନିଆଁ। ହୁତୁ ହୁତୁ ହୋଇ ଜଳୁଛି ଟିଣିଟିଣିଆ ପଲ୍ଲି ନିକଟରେ ଥିବା ଥିବା ଜଙ୍ଗଲ। ନିଆଁ ପାହାଡର ପାଦ ଦେଶରୁ ଆରମ୍ଭ କରି ଉପରକୁ ପହଞ୍ଚିଥିବା ଜଣାପଡ଼ିଛି। ରାତି ସାରା ବନ ବିଭାଗର କର୍ମଚାରୀ ନିଆଁକୁ ଆୟତ କରିବା ପାଇଁ ଉଦ୍ୟମ କରୁଛନ୍ତି।

ଆହୁରି ପଢ଼ନ୍ତୁ: ନଭେମ୍ବର ୨୪ରୁ ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରା: ଉଭୟ ଉପର ଓ ତଳ ପଡ଼ିଆରେ ହେବ ଭବ୍ୟ ଆୟୋଜନ

ସେହିପରି ସଡଙ୍ଗୀ ପଲ୍ଲି ବିଟର ମଲିଝର ନିକଟରେ ଥିବା ପାହାଡ଼ରେ ବି ନିଆଁ ଲାଗିଛି । ତେଣୁ ଆସିକା ରେଞ୍ଜର ଦୁଇ ଦୁଇଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ବନ କର୍ମଚାରୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଆସିକା ରେଞ୍ଜରଙ୍କ ନେତୃତ୍ୱରେ ଚାରୋଟି ଟିମ ଗଠନ କରି ଦିନ ରାତି ନିଆଁକୁ ଆୟତ କରିବା ପାଇଁ ଉଦ୍ୟମ ଜାରି ରହିଛି। ଘଞ୍ଚ ପାହାଡ଼ ହୋଇଥିବାରୁ ଅଗ୍ନିଶମ ବାହିନୀ ଯିବା ସମ୍ଭବ ହେଉ ନାହିଁ।

ଆହୁରି ପଢ଼ନ୍ତୁ: ନିଖୋଜ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ: ସ୍କୁଲ ପଛ ନାଳରୁ ମିଳିଲା ରକ୍ତାକ୍ତ ମୃତଦେହ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର