ବର୍ଷିୟାନ ଅଭିନେତ୍ରୀ ୱାହିଦା ରେହମାନ ପାଇବେ ସମ୍ମାନଜନକ ଦାଦା ସାହେବ ଫାଲ୍‌କେ ପୁରସ୍କାର

The Sakala Picture
Published On

ନୂଆଦିଲ୍ଲୀ: ସମ୍ମାନଜନକ ଦାଦା ସାହେବ ଫାଲ୍‌କେ ପୁରସ୍କାର ଘୋଷଣା ହୋଇଛି । ବର୍ଷିୟାନ ଅଭିନେତ୍ରୀ ୱାହିଦା ରେହମାନ ପାଇବେ ଏହି ସମ୍ମାନଜନକ ଦାଦା ସାହେବ ଫାଲ୍‌କେ ପୁରସ୍କାର। ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି ।  ଇନଫର୍ମେସନ ଓ ବ୍ରଡକାଷ୍ଟିଂ ମନ୍ତ୍ରୀ ଅନୁରାଗ ଠାକୁର ଆଓ୍ବାର୍ଡ ଘୋଷଣା କରିଛନ୍ତି । ୱାହିଦା ରେହମାନ ୩ ଫେବୃଆରୀ ୧୯୩୮ ମସିହାରେ ଭାରତର ତାମିଲନାଡୁରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୭୨ରେ ପଦ୍ମଶ୍ରୀ ଓ ୨୦୧୧ ମସିହାରେ […]

ନୂଆଦିଲ୍ଲୀ: ସମ୍ମାନଜନକ ଦାଦା ସାହେବ ଫାଲ୍‌କେ ପୁରସ୍କାର ଘୋଷଣା ହୋଇଛି । ବର୍ଷିୟାନ ଅଭିନେତ୍ରୀ ୱାହିଦା ରେହମାନ ପାଇବେ ଏହି ସମ୍ମାନଜନକ ଦାଦା ସାହେବ ଫାଲ୍‌କେ ପୁରସ୍କାର। ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି ।  ଇନଫର୍ମେସନ ଓ ବ୍ରଡକାଷ୍ଟିଂ ମନ୍ତ୍ରୀ ଅନୁରାଗ ଠାକୁର ଆଓ୍ବାର୍ଡ ଘୋଷଣା କରିଛନ୍ତି ।

ଆହୁରି ପଢ଼ନ୍ତୁ: ମୋବାଇଲ୍ ନିଶା ନେଲା ଜୀବନ: ମା'ଙ୍କ ଗାଳି ପରେ ପୁଅର ଆତ୍ମହତ୍ୟା, ଦୁଃଖରେ ବିଷ ପିଇଲେ ମା'

ୱାହିଦା ରେହମାନ ୩ ଫେବୃଆରୀ ୧୯୩୮ ମସିହାରେ ଭାରତର ତାମିଲନାଡୁରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୭୨ରେ ପଦ୍ମଶ୍ରୀ ଓ ୨୦୧୧ ମସିହାରେ ପଦ୍ମ ଭୂଷଣରେ ସମ୍ମାନିତ ହୋଇଛନ୍ତି। ଅଭିନେତ୍ରୀ ସହ ନୃତ୍ୟଶିଳ୍ପୀ ଭାବେ ମଧ୍ୟ ୱାହିଦା ରେହମାନ ପରିଚିତ। ସେ ୯୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ବେଳେ ସିନେ ଜଗତରେ ପାଞ୍ଚ ଦଶନ୍ଧି ଧରି କାର୍ଯ୍ୟକରିଛନ୍ତି। ଗୋଟିଏ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସହ ୩ଟି ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ପ୍ରଶାସନର ବଡ଼ ପଦକ୍ଷେପ: 'ମହାପ୍ରସାଦ' ଓ 'ନୀଳଚକ୍ର' ସମେତ ୫ଟି ପବିତ୍ର ନାମକୁ ମିଳିଲା ଟ୍ରେଡମାର୍କ ଅନୁମୋଦନ

ରେହମାନ ୱାହିଦା ୧୯୫୫ରେ ତେଲୁଗୁ ଚଳଚ୍ଚିତ୍ର ରୋଜୁଲୁ ମାରାୟିରୁ କ୍ୟାରିଅରେ ଆରମ୍ଭ କରିଥିଲେ। ଏହାପରେ ସେ ଆଉ ପଛକୁ ଫରେ ନ ଥିଲେ। ପରେ  ପାୟାସା, କାଗାଜ କେ ଫୁଲ, ଚୌଧଭିନ କା ଚାନ୍ଦ, ସାହିବ ବିବି ଅର ଗୁଲାମ, ନୀଲ କମଲ, ରାମ ଅର ଶ୍ୟାମ, ଖାମୋସି ଆଦିରେ ଅଭିନୟ କରି ନିଜର ସ୍ବତନ୍ତ୍ର ଛାପ ଛାଡିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା: ଜନ୍ମବେଦୀରୁ ଶ୍ରୀମନ୍ଦିର ରତ୍ନସିଂହାସନ ଅଭିମୁଖେ ବାହାରିବେ ଚତୁର୍ଦ୍ଧାମୂରତି

26 Sep 2023 By The Sakala

ବର୍ଷିୟାନ ଅଭିନେତ୍ରୀ ୱାହିଦା ରେହମାନ ପାଇବେ ସମ୍ମାନଜନକ ଦାଦା ସାହେବ ଫାଲ୍‌କେ ପୁରସ୍କାର

ନୂଆଦିଲ୍ଲୀ: ସମ୍ମାନଜନକ ଦାଦା ସାହେବ ଫାଲ୍‌କେ ପୁରସ୍କାର ଘୋଷଣା ହୋଇଛି । ବର୍ଷିୟାନ ଅଭିନେତ୍ରୀ ୱାହିଦା ରେହମାନ ପାଇବେ ଏହି ସମ୍ମାନଜନକ ଦାଦା ସାହେବ ଫାଲ୍‌କେ ପୁରସ୍କାର। ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି ।  ଇନଫର୍ମେସନ ଓ ବ୍ରଡକାଷ୍ଟିଂ ମନ୍ତ୍ରୀ ଅନୁରାଗ ଠାକୁର ଆଓ୍ବାର୍ଡ ଘୋଷଣା କରିଛନ୍ତି ।

ୱାହିଦା ରେହମାନ ୩ ଫେବୃଆରୀ ୧୯୩୮ ମସିହାରେ ଭାରତର ତାମିଲନାଡୁରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୭୨ରେ ପଦ୍ମଶ୍ରୀ ଓ ୨୦୧୧ ମସିହାରେ ପଦ୍ମ ଭୂଷଣରେ ସମ୍ମାନିତ ହୋଇଛନ୍ତି। ଅଭିନେତ୍ରୀ ସହ ନୃତ୍ୟଶିଳ୍ପୀ ଭାବେ ମଧ୍ୟ ୱାହିଦା ରେହମାନ ପରିଚିତ। ସେ ୯୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ବେଳେ ସିନେ ଜଗତରେ ପାଞ୍ଚ ଦଶନ୍ଧି ଧରି କାର୍ଯ୍ୟକରିଛନ୍ତି। ଗୋଟିଏ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସହ ୩ଟି ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି।

ରେହମାନ ୱାହିଦା ୧୯୫୫ରେ ତେଲୁଗୁ ଚଳଚ୍ଚିତ୍ର ରୋଜୁଲୁ ମାରାୟିରୁ କ୍ୟାରିଅରେ ଆରମ୍ଭ କରିଥିଲେ। ଏହାପରେ ସେ ଆଉ ପଛକୁ ଫରେ ନ ଥିଲେ। ପରେ  ପାୟାସା, କାଗାଜ କେ ଫୁଲ, ଚୌଧଭିନ କା ଚାନ୍ଦ, ସାହିବ ବିବି ଅର ଗୁଲାମ, ନୀଲ କମଲ, ରାମ ଅର ଶ୍ୟାମ, ଖାମୋସି ଆଦିରେ ଅଭିନୟ କରି ନିଜର ସ୍ବତନ୍ତ୍ର ଛାପ ଛାଡିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର