‘ଦ କାଶ୍ମୀର ଫାଇଲ୍ସ’କୁ ଦାଦା ସାହେବ ଫାଲକେ ଆୱାର୍ଡ, ‘RRR’କୁ ମିଳିଲା ଫିଲ୍ମ ଅଫ୍ ଦି ଇୟର ପୁରସ୍କାର

The Sakala Picture
Published On

ମୁମ୍ବାଇ: ଚଳିତ ବର୍ଷର ଦାଦା ସାହେବ ଫାଲକେ ପୁରସ୍କାର ଘୋଷଣା ହୋଇଛି। ବହୁ ଚର୍ଚ୍ଚିତ ଫିଲ୍ମ ‘ ଦ କାଶ୍ମୀର ଫାଇଲ୍ସ’କୁ ମିଳିଛି ଦାଦାସାହେବ ଫାଲକେ ସମ୍ମାନ । ପୁରସ୍କାରକୁ ଫିଲ୍ମ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ କାଶ୍ମୀରୀ ହିନ୍ଦୁଙ୍କୁ ଉତ୍ସର୍ଗ କରିଥିବା ବେଳେ ସବୁ ଭାରତୀୟଙ୍କ ଭଲପାଇବା ପାଇଁ ପୁରସ୍କାର ମିଳିଛି ବୋଲି କହିଛନ୍ତି। ସେହିପରି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପୁରସ୍କାର ୨୦୨୩ରେ ଏସଏସ ରାଜାମୌଲିଙ୍କ ‘ଆରଆରଆର’କୁ ମିଳିଛି ଫିଲ୍ମ ଅଫ୍ ଦି ଇୟର ପୁରସ୍କାର । […]

ମୁମ୍ବାଇ: ଚଳିତ ବର୍ଷର ଦାଦା ସାହେବ ଫାଲକେ ପୁରସ୍କାର ଘୋଷଣା ହୋଇଛି। ବହୁ ଚର୍ଚ୍ଚିତ ଫିଲ୍ମ ‘ ଦ କାଶ୍ମୀର ଫାଇଲ୍ସ’କୁ ମିଳିଛି ଦାଦାସାହେବ ଫାଲକେ ସମ୍ମାନ । ପୁରସ୍କାରକୁ ଫିଲ୍ମ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ କାଶ୍ମୀରୀ ହିନ୍ଦୁଙ୍କୁ ଉତ୍ସର୍ଗ କରିଥିବା ବେଳେ ସବୁ ଭାରତୀୟଙ୍କ ଭଲପାଇବା ପାଇଁ ପୁରସ୍କାର ମିଳିଛି ବୋଲି କହିଛନ୍ତି। ସେହିପରି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପୁରସ୍କାର ୨୦୨୩ରେ ଏସଏସ ରାଜାମୌଲିଙ୍କ ‘ଆରଆରଆର’କୁ ମିଳିଛି ଫିଲ୍ମ ଅଫ୍ ଦି ଇୟର ପୁରସ୍କାର । ଫେବ୍ରୁଆରି ୨୦ ତାରିଖ ସୋମବାର ଏହି ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଆହୁରି ପଢ଼ନ୍ତୁ: ଜାତିସଂଘରେ ପାକିସ୍ତାନକୁ ଭାରତର କଡ଼ା ଜବାବ: 'ଫିତନା ଅଲ-ହିନ୍ଦୁସ୍ତାନ' ନାମକରଣକୁ କହିଲା 'ସଂଗଠିତ ଘୃଣାର କାରଖାନା'

ଆଲିଆ ଭଟ୍ଟଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତ୍ରୀର ପୁରସ୍କାର । ଫିଲ୍ମ ‘ଗଙ୍ଗୁବାଇ’ ପାଇଁ ଆଲିଆ ଭଟ୍ଟ ଏହି ପୁରସ୍କାର ପାଇଛନ୍ତି । ସେହିପରି ଶ୍ରେଷ୍ଠ ଅଭିନେତା ଭାବେ ସମ୍ନାନିତ ହୋଇଛନ୍ତି ରଣବୀର କପୁର । ଫିଲ୍ମ ‘ବ୍ରହ୍ମାସ୍ତ୍ର’ ପାଇଁ ରଣବୀରଙ୍କୁ ଏହି ସମ୍ମାନ ମିଳିଛି। କାର୍ଯ୍ୟକ୍ରମରେ ଅନୁପମ ଖେର, ରଣବୀର କପୁର, ରେଖା, ବରୁଣ ଧୱନ, ଋଷବ ସେଟ୍ଟୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି ।

ଆହୁରି ପଢ଼ନ୍ତୁ: କାର୍ଯ୍ୟରେ ଅବହେଳା ଅଭିଯୋଗରେ ଜଳ ସଂପଦ ବିଭାଗର ୩ ଇଂଜିନିୟର ସସ୍‌ପେଣ୍ଡ

21 Feb 2023 By The Sakala

‘ଦ କାଶ୍ମୀର ଫାଇଲ୍ସ’କୁ ଦାଦା ସାହେବ ଫାଲକେ ଆୱାର୍ଡ, ‘RRR’କୁ ମିଳିଲା ଫିଲ୍ମ ଅଫ୍ ଦି ଇୟର ପୁରସ୍କାର

ମୁମ୍ବାଇ: ଚଳିତ ବର୍ଷର ଦାଦା ସାହେବ ଫାଲକେ ପୁରସ୍କାର ଘୋଷଣା ହୋଇଛି। ବହୁ ଚର୍ଚ୍ଚିତ ଫିଲ୍ମ ‘ ଦ କାଶ୍ମୀର ଫାଇଲ୍ସ’କୁ ମିଳିଛି ଦାଦାସାହେବ ଫାଲକେ ସମ୍ମାନ । ପୁରସ୍କାରକୁ ଫିଲ୍ମ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ କାଶ୍ମୀରୀ ହିନ୍ଦୁଙ୍କୁ ଉତ୍ସର୍ଗ କରିଥିବା ବେଳେ ସବୁ ଭାରତୀୟଙ୍କ ଭଲପାଇବା ପାଇଁ ପୁରସ୍କାର ମିଳିଛି ବୋଲି କହିଛନ୍ତି। ସେହିପରି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପୁରସ୍କାର ୨୦୨୩ରେ ଏସଏସ ରାଜାମୌଲିଙ୍କ ‘ଆରଆରଆର’କୁ ମିଳିଛି ଫିଲ୍ମ ଅଫ୍ ଦି ଇୟର ପୁରସ୍କାର । ଫେବ୍ରୁଆରି ୨୦ ତାରିଖ ସୋମବାର ଏହି ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଆଲିଆ ଭଟ୍ଟଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତ୍ରୀର ପୁରସ୍କାର । ଫିଲ୍ମ ‘ଗଙ୍ଗୁବାଇ’ ପାଇଁ ଆଲିଆ ଭଟ୍ଟ ଏହି ପୁରସ୍କାର ପାଇଛନ୍ତି । ସେହିପରି ଶ୍ରେଷ୍ଠ ଅଭିନେତା ଭାବେ ସମ୍ନାନିତ ହୋଇଛନ୍ତି ରଣବୀର କପୁର । ଫିଲ୍ମ ‘ବ୍ରହ୍ମାସ୍ତ୍ର’ ପାଇଁ ରଣବୀରଙ୍କୁ ଏହି ସମ୍ମାନ ମିଳିଛି। କାର୍ଯ୍ୟକ୍ରମରେ ଅନୁପମ ଖେର, ରଣବୀର କପୁର, ରେଖା, ବରୁଣ ଧୱନ, ଋଷବ ସେଟ୍ଟୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର