ଧବଳେଶ୍ଵରଙ୍କ ପୀଠରେ କାର୍ତ୍ତିକ ପଞ୍ଚକ ବ୍ରତ ଓ ବଡଓଷା ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ

The Sakala Picture
Published On

ଆଠଗଡ଼: ଧବଳେଶ୍ଵରଙ୍କ ପୀଠରେ କାର୍ତ୍ତିକ ପଞ୍ଚକ ବ୍ରତ ଓ ବଡଓଷା ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ଚଳିତବର୍ଷ ୧୮/୧୦/୨୦୨୪ ଠାରୁ ୧୫/୧୧/୨୦୨୪ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପାଳନ କରାଯିବ। – ୧୨/୧୧/୨୦୨୪ ରୁ ୧୫/୧୧/୨୦୨୪ ପର୍ଯ୍ୟନ୍ତ ପଞ୍ଚକ ବ୍ରତ ପାଳନ କରାଯିବ। -୧୩/୧୧/୨୦୨୪ ରିଖରେ ଧବଳେଶ୍ଵରଙ୍କ ପୀଠରେ ପାଳନ ହେବ ବଡ଼ଓଷା , ବଡଓଷାରେ ବଡସିଂହାର ବେଶରେ ଦର୍ଶନ ଦେବେ ଧବଳେଶ୍ଵର। -୧୩/୧୧/୨୦୨୪ ମଧ୍ୟରାତ୍ରୀରେ ଧବଳେଶ୍ଵରଙ୍କ ପାଖରେ ଲାଗିହେବ […]

ଆଠଗଡ଼: ଧବଳେଶ୍ଵରଙ୍କ ପୀଠରେ କାର୍ତ୍ତିକ ପଞ୍ଚକ ବ୍ରତ ଓ ବଡଓଷା ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ଚଳିତବର୍ଷ ୧୮/୧୦/୨୦୨୪ ଠାରୁ ୧୫/୧୧/୨୦୨୪ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପାଳନ କରାଯିବ।

ଆହୁରି ପଢ଼ନ୍ତୁ: ଭାରତ ଟି-୨୦ ବିଶ୍ୱକପ ଚମ୍ପିଅନ୍: ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନ୍‌ରେ ହରାଇ ଟାଇଟଲ ହାତେଇଲା ଟିମ୍ ଇଣ୍ଡିଆ

– ୧୨/୧୧/୨୦୨୪ ରୁ ୧୫/୧୧/୨୦୨୪ ପର୍ଯ୍ୟନ୍ତ ପଞ୍ଚକ ବ୍ରତ ପାଳନ କରାଯିବ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

-୧୩/୧୧/୨୦୨୪ ରିଖରେ ଧବଳେଶ୍ଵରଙ୍କ ପୀଠରେ ପାଳନ ହେବ ବଡ଼ଓଷା , ବଡଓଷାରେ ବଡସିଂହାର ବେଶରେ ଦର୍ଶନ ଦେବେ ଧବଳେଶ୍ଵର।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

-୧୩/୧୧/୨୦୨୪ ମଧ୍ୟରାତ୍ରୀରେ ଧବଳେଶ୍ଵରଙ୍କ ପାଖରେ ଲାଗିହେବ ପ୍ରସିଦ୍ଧ ଗଜଭୋଗ।

-୧୪/୧୧/୨୦୨୪ ଭୋରରୁ ଶ୍ରଦ୍ଧାଳୁଙ୍କ ପାଇଁ ଗଜଭୋଗ ବିତରଣ କରାଯିବ।

-୧୫/୧୧/୨୦୨୪ ରିଖ ସକାଳେ ଡଙ୍ଗାଭଷା ସହ କାର୍ତ୍ତିକ ବ୍ରତ ସଂପୂର୍ଣ୍ଣ ହେବ।

03 Oct 2024 By The Sakala

ଧବଳେଶ୍ଵରଙ୍କ ପୀଠରେ କାର୍ତ୍ତିକ ପଞ୍ଚକ ବ୍ରତ ଓ ବଡଓଷା ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ

ଆଠଗଡ଼: ଧବଳେଶ୍ଵରଙ୍କ ପୀଠରେ କାର୍ତ୍ତିକ ପଞ୍ଚକ ବ୍ରତ ଓ ବଡଓଷା ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ଚଳିତବର୍ଷ ୧୮/୧୦/୨୦୨୪ ଠାରୁ ୧୫/୧୧/୨୦୨୪ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପାଳନ କରାଯିବ।

– ୧୨/୧୧/୨୦୨୪ ରୁ ୧୫/୧୧/୨୦୨୪ ପର୍ଯ୍ୟନ୍ତ ପଞ୍ଚକ ବ୍ରତ ପାଳନ କରାଯିବ।

-୧୩/୧୧/୨୦୨୪ ରିଖରେ ଧବଳେଶ୍ଵରଙ୍କ ପୀଠରେ ପାଳନ ହେବ ବଡ଼ଓଷା , ବଡଓଷାରେ ବଡସିଂହାର ବେଶରେ ଦର୍ଶନ ଦେବେ ଧବଳେଶ୍ଵର।

-୧୩/୧୧/୨୦୨୪ ମଧ୍ୟରାତ୍ରୀରେ ଧବଳେଶ୍ଵରଙ୍କ ପାଖରେ ଲାଗିହେବ ପ୍ରସିଦ୍ଧ ଗଜଭୋଗ।

-୧୪/୧୧/୨୦୨୪ ଭୋରରୁ ଶ୍ରଦ୍ଧାଳୁଙ୍କ ପାଇଁ ଗଜଭୋଗ ବିତରଣ କରାଯିବ।

-୧୫/୧୧/୨୦୨୪ ରିଖ ସକାଳେ ଡଙ୍ଗାଭଷା ସହ କାର୍ତ୍ତିକ ବ୍ରତ ସଂପୂର୍ଣ୍ଣ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର