କୋ ଆପ୍‌ରେ ସେଲ୍‌ଫ ଭେରିଫିକେଶନ ସୁବିଧା, ମିଳିବ ଗ୍ରୀନ ଟିକ୍

The Sakala Picture
Published On

ନୂଆଦିଲ୍ଲୀ: ୨୦୨୦ ମାର୍ଚ୍ଚ ମାସରେ ଏକ ବହୁଭାଷୀ, ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ରୂପେ ଲଞ୍ଚ୍‌ କରିଥିଲା କୋ’ ଆପ୍‌। ହିନ୍ଦୀ, ମରାଠୀ, ଗୁଜରାଟୀ, ପଞ୍ଜାବୀ, କନ୍ନଡ, ତେଲୁଗୁ, ତାମିଲ ଆଦି ପ୍ରାୟ ୧୦ ଭାଷାରେ ଏହା ଉପଲବ୍ଧ। ଏହା ଏପରି ଏକ ପ୍ଲାଟଫର୍ମ, ଯେଉଁଠିକି ସାରା ଦୁନିଆର ପ୍ରତ୍ୟେକ ଶ୍ରେଣୀର ବ୍ୟକ୍ତିଙ୍କୁ ଆଞ୍ଚଳିକ ଭାଷାର ପଢ଼ିବା ଓ କହିବା, ଆତ୍ମନିର୍ଭରଶୀଳ କରିବା ପାଇଁ ସୁନ୍ଦର ମଞ୍ଚ ପ୍ରଦାନ କରେ। ତେଣୁ ଅଧିକାଂଶ ଏହି ଆପ୍‌କୁ ନିଜ ସ୍ମାର୍ଟ […]

ନୂଆଦିଲ୍ଲୀ: ୨୦୨୦ ମାର୍ଚ୍ଚ ମାସରେ ଏକ ବହୁଭାଷୀ, ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ରୂପେ ଲଞ୍ଚ୍‌ କରିଥିଲା କୋ’ ଆପ୍‌। ହିନ୍ଦୀ, ମରାଠୀ, ଗୁଜରାଟୀ, ପଞ୍ଜାବୀ, କନ୍ନଡ, ତେଲୁଗୁ, ତାମିଲ ଆଦି ପ୍ରାୟ ୧୦ ଭାଷାରେ ଏହା ଉପଲବ୍ଧ। ଏହା ଏପରି ଏକ ପ୍ଲାଟଫର୍ମ, ଯେଉଁଠିକି ସାରା ଦୁନିଆର ପ୍ରତ୍ୟେକ ଶ୍ରେଣୀର ବ୍ୟକ୍ତିଙ୍କୁ ଆଞ୍ଚଳିକ ଭାଷାର ପଢ଼ିବା ଓ କହିବା, ଆତ୍ମନିର୍ଭରଶୀଳ କରିବା ପାଇଁ ସୁନ୍ଦର ମଞ୍ଚ ପ୍ରଦାନ କରେ। ତେଣୁ ଅଧିକାଂଶ ଏହି ଆପ୍‌କୁ ନିଜ ସ୍ମାର୍ଟ ଫୋନ୍‌ରେ ଡାଉନ୍‌ଲୋଡ କରୁଛନ୍ତି। ବର୍ତ୍ତମାନ ଏହି ଆପ୍‌ ନିଜର ବ୍ୟବହାରକାରୀମାନଙ୍କୁ ଏକ ସ୍ବତନ୍ତ୍ର ଫିଚର୍ସ ପ୍ରଦାନ କରୁଛି। ଏହାର ନାଁ ରହିଛି ସେଲ୍ଫ-ଭେରିଫିକେଶନ୍‌ ଫିଚର୍‌। ସୋସିଆଲ୍‌ ମିଡିଆରେ ଏପରି ଆପ୍‌ ଲଞ୍ଚ୍‌ କରିବାରେ ଏହା ପ୍ରଥମ।

ଆହୁରି ପଢ଼ନ୍ତୁ: ଆଇଫୋନ୍ ବ୍ୟବହାରକାରୀଙ୍କ ପାଇଁ ବଡ଼ ବିପଦ! 'ଡାର୍କସୋର୍ଡ' ହ୍ୟାକ୍ ଆଲର୍ଟ ଜାରି କଲା ଆପଲ୍, ତୁରନ୍ତ କରନ୍ତୁ ଅପଡେଟ୍

ତେବେ ଏହି ଆପ୍‌ ଜରିଆରେ ଯେକୌଣସି ବ୍ୟକ୍ତି ସହଜରେ ସେଲ୍ଫ ଭେରିଫିକେସନ୍‌ କରିପାରିବେ। ଏଥିପାଇଁ ସରକାର ପ୍ରାପ୍ତ ପରିଚୟପତ୍ର ଓ ଫୋନ୍‌ ନମ୍ବର ବ୍ୟବହାର କରିବାକୁ ପଡ଼େ। ପ୍ରୋସେସ୍‌ ପରେ ସବୁଜ ରଙ୍ଗର ଏକ ଟିକ୍‌ ଆକାଉଣ୍ଟରେ ସେଲ୍ଫ ଭେରିଫାଇ ହେବା ପରେ ଏକ ସୂଚନା ପ୍ରଦାନ କରିଥାଏ। ସେଲ୍‌ଫ ଭେରିଫିକେସନ୍‌ ଜରିଆରେ ସାମାଜିକ ଗଣମାଧ୍ୟମରେ ହେଉଥିବା ଠକେଇ, ଭୁଲ୍‌ ସୂଚନା, ଦୁର୍ବବ୍ୟହାର ଆଦି ସମସ୍ୟା ସହଜରେ ରୋକାଯାଇପାରେ। ତେବେ ମାତ୍ର କିଛି ସମୟ ମଧ୍ୟରେ କୋ-ଆପ୍‌ ବ୍ୟବହାରକାରୀ ସେଲ୍‌ଫ୍‌ ଭେରିଫିକେଶନ୍‌ କରି ଏହାର ସମସ୍ତ ସୁବିଧା ପାଇବା ସହ ପ୍ଲାଟଫର୍ମର ଅଧିକ ବିଶ୍ବସ୍ତ ହୋଇପାରିପାରିବେ।

ଆହୁରି ପଢ଼ନ୍ତୁ: ଏଆଇ (AI) ବଦଳାଇବ ଏସି (AC) ଏବଂ ଟିଭି (TV) ର ଅନୁଭୂତି: ୫-ଷ୍ଟାର୍ ଏସି କାହିଁକି ହେବ ମହଙ୍ଗା, ଜାଣନ୍ତୁ ହାଇସେନ୍ସ (Hisense) ସିଇଓଙ୍କ ମତ

20 Apr 2022 By The Sakala

କୋ ଆପ୍‌ରେ ସେଲ୍‌ଫ ଭେରିଫିକେଶନ ସୁବିଧା, ମିଳିବ ଗ୍ରୀନ ଟିକ୍

ନୂଆଦିଲ୍ଲୀ: ୨୦୨୦ ମାର୍ଚ୍ଚ ମାସରେ ଏକ ବହୁଭାଷୀ, ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ରୂପେ ଲଞ୍ଚ୍‌ କରିଥିଲା କୋ’ ଆପ୍‌। ହିନ୍ଦୀ, ମରାଠୀ, ଗୁଜରାଟୀ, ପଞ୍ଜାବୀ, କନ୍ନଡ, ତେଲୁଗୁ, ତାମିଲ ଆଦି ପ୍ରାୟ ୧୦ ଭାଷାରେ ଏହା ଉପଲବ୍ଧ। ଏହା ଏପରି ଏକ ପ୍ଲାଟଫର୍ମ, ଯେଉଁଠିକି ସାରା ଦୁନିଆର ପ୍ରତ୍ୟେକ ଶ୍ରେଣୀର ବ୍ୟକ୍ତିଙ୍କୁ ଆଞ୍ଚଳିକ ଭାଷାର ପଢ଼ିବା ଓ କହିବା, ଆତ୍ମନିର୍ଭରଶୀଳ କରିବା ପାଇଁ ସୁନ୍ଦର ମଞ୍ଚ ପ୍ରଦାନ କରେ। ତେଣୁ ଅଧିକାଂଶ ଏହି ଆପ୍‌କୁ ନିଜ ସ୍ମାର୍ଟ ଫୋନ୍‌ରେ ଡାଉନ୍‌ଲୋଡ କରୁଛନ୍ତି। ବର୍ତ୍ତମାନ ଏହି ଆପ୍‌ ନିଜର ବ୍ୟବହାରକାରୀମାନଙ୍କୁ ଏକ ସ୍ବତନ୍ତ୍ର ଫିଚର୍ସ ପ୍ରଦାନ କରୁଛି। ଏହାର ନାଁ ରହିଛି ସେଲ୍ଫ-ଭେରିଫିକେଶନ୍‌ ଫିଚର୍‌। ସୋସିଆଲ୍‌ ମିଡିଆରେ ଏପରି ଆପ୍‌ ଲଞ୍ଚ୍‌ କରିବାରେ ଏହା ପ୍ରଥମ।

ତେବେ ଏହି ଆପ୍‌ ଜରିଆରେ ଯେକୌଣସି ବ୍ୟକ୍ତି ସହଜରେ ସେଲ୍ଫ ଭେରିଫିକେସନ୍‌ କରିପାରିବେ। ଏଥିପାଇଁ ସରକାର ପ୍ରାପ୍ତ ପରିଚୟପତ୍ର ଓ ଫୋନ୍‌ ନମ୍ବର ବ୍ୟବହାର କରିବାକୁ ପଡ଼େ। ପ୍ରୋସେସ୍‌ ପରେ ସବୁଜ ରଙ୍ଗର ଏକ ଟିକ୍‌ ଆକାଉଣ୍ଟରେ ସେଲ୍ଫ ଭେରିଫାଇ ହେବା ପରେ ଏକ ସୂଚନା ପ୍ରଦାନ କରିଥାଏ। ସେଲ୍‌ଫ ଭେରିଫିକେସନ୍‌ ଜରିଆରେ ସାମାଜିକ ଗଣମାଧ୍ୟମରେ ହେଉଥିବା ଠକେଇ, ଭୁଲ୍‌ ସୂଚନା, ଦୁର୍ବବ୍ୟହାର ଆଦି ସମସ୍ୟା ସହଜରେ ରୋକାଯାଇପାରେ। ତେବେ ମାତ୍ର କିଛି ସମୟ ମଧ୍ୟରେ କୋ-ଆପ୍‌ ବ୍ୟବହାରକାରୀ ସେଲ୍‌ଫ୍‌ ଭେରିଫିକେଶନ୍‌ କରି ଏହାର ସମସ୍ତ ସୁବିଧା ପାଇବା ସହ ପ୍ଲାଟଫର୍ମର ଅଧିକ ବିଶ୍ବସ୍ତ ହୋଇପାରିପାରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp