ସିକ୍ରେଟ୍‌ ଚାଟ୍‌ – ମେସେଜ୍ ଡିଲିଟ୍‌ ଝିନଝଟ୍‌ରୁ ମୁକ୍ତି

The Sakala Picture
Published On

ଇନଷ୍ଟାଣ୍ଟ ମେସେଜିଂ ଆପ୍ ଟେଲିଗ୍ରାମର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାଲେ ଲାଗିଛି। ଏହାର ବିଭିନ୍ନ ବୈଶିଷ୍ଟ ଉପଭୋକ୍ତାଙ୍କୁ ଖୁବ୍‌ ପସନ୍ଦ ଆସିଛି। ସେଥÒମଧ୍ୟରୁ ଗୋଟିଏ ହେଉଛି ‘ସେଲ୍ଫ ଡେସ୍‌ଟ୍ରକ୍ଟ ଟାଇମର’। ଏହାଦ୍ବାରା ବାରମ୍ବାର ମେସେଜ୍‌ ଡିଲିଟ୍‌ କରିବାକୁ ପଡ଼ିନଥାଏ। ସର୍ବପ୍ରଥମେ ଆପଣଙ୍କ ଫୋନରେ ଟେଲିଗ୍ରାମ ଖୋଲନ୍ତୁ। ଏହାପରେ ଡାହାଣର ତଳ ଭାଗରେ ଏକ ପେନ୍ସିଲ୍ ଆଇକନ୍ ଦୃଶ୍ୟମାନ ହେବ। ଏହାଉପରେ କ୍ଲିକ୍‌ କରନ୍ତୁ। ଏବେ ଆପଣଙ୍କୁ ଅନେକ ବିକଳ୍ପ ମିଳିବ। ଏଥିମଧ୍ୟରୁ ଆପଣଙ୍କୁ ‘ନୂଆ ସିକ୍ରେଟ୍ ଚାଟ୍’ […]

ଇନଷ୍ଟାଣ୍ଟ ମେସେଜିଂ ଆପ୍ ଟେଲିଗ୍ରାମର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାଲେ ଲାଗିଛି। ଏହାର ବିଭିନ୍ନ ବୈଶିଷ୍ଟ ଉପଭୋକ୍ତାଙ୍କୁ ଖୁବ୍‌ ପସନ୍ଦ ଆସିଛି। ସେଥÒମଧ୍ୟରୁ ଗୋଟିଏ ହେଉଛି ‘ସେଲ୍ଫ ଡେସ୍‌ଟ୍ରକ୍ଟ ଟାଇମର’। ଏହାଦ୍ବାରା ବାରମ୍ବାର ମେସେଜ୍‌ ଡିଲିଟ୍‌ କରିବାକୁ ପଡ଼ିନଥାଏ।

  • ସର୍ବପ୍ରଥମେ ଆପଣଙ୍କ ଫୋନରେ ଟେଲିଗ୍ରାମ ଖୋଲନ୍ତୁ।
  • ଏହାପରେ ଡାହାଣର ତଳ ଭାଗରେ ଏକ ପେନ୍ସିଲ୍ ଆଇକନ୍ ଦୃଶ୍ୟମାନ ହେବ। ଏହାଉପରେ କ୍ଲିକ୍‌ କରନ୍ତୁ।
  • ଏବେ ଆପଣଙ୍କୁ ଅନେକ ବିକଳ୍ପ ମିଳିବ। ଏଥିମଧ୍ୟରୁ ଆପଣଙ୍କୁ ‘ନୂଆ ସିକ୍ରେଟ୍ ଚାଟ୍’ ଉପରେ କ୍ଲିକ୍ କରନ୍ତୁ।
  • ଏହା ପରେ, ଆପଣ ଯାହାକୁ ମେସେଜ୍‌ ପଠାଇବାକୁ ଚାହୁଁଛନ୍ତି, ତାଙ୍କୁ ଆଡ୍‌ କରନ୍ତୁ। ବର୍ତ୍ତମାନ ଆପଣଙ୍କ ସିକ୍ରେଟ୍‌ ଚାଟ୍‌ ଅପ୍‌ସନ ସକ୍ରିୟ ହୋଇଯିବ।
  • ଏହାପରେ ଚାଟ୍ ବକ୍ସର ଉପର ଡାହାଣରେ ଥିବା ତିନୋଟି ଡଟ୍‌ ଉପରେ କ୍ଲିକ୍ କରନ୍ତୁ। ଏଠାରେ ଆପଣ ‘ ସେଲ୍ଫ ଡେସ୍‌ଟ୍ରକ୍ଟ ଟାଇମର’ ଉପରେ କ୍ଲିକ୍‌ କରନ୍ତୁ।
  • ଏହାକୁ କ୍ଲିକ୍ କରିବା ପରେ ଆପଣଙ୍କୁ ସମୟ ସୀମା ସେଟ୍ କରିବାକୁ ପଡ଼ିବ। ଯେଉଁ ସମୟ ମଧ୍ୟରେ ଆପଣଙ୍କ ମେସେଜ୍‌ ଅଟୋ ଡିଲିଟ୍‌ ହୋଇଯିବ। ଏହା ୧ ସେକେଣ୍ଡରୁ ୧ ସପ୍ତାହ ପର୍ଯ୍ୟନ୍ତ ହୋଇପାରେ।
01 Sep 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର