ସାମ୍‌ସଙ୍ଗର ନୂଆ ଫୋଲ୍ଡେବୁଲ୍‌ ସ୍ମାର୍ଟଫୋନର ବଜାର ପ୍ରବେଶ

The Sakala Picture
Published On

ନୂଆଦିଲ୍ଲୀ,: ସାମସଙ୍ଗ ଇଲେକ୍ଟ୍ରୋନିକ୍ସ କୋ. ଲିମିଟେଡ୍ ପକ୍ଷରୁ ଏହାର ଗ୍ରାଉଣ୍ଡବ୍ରେକିଙ୍ଗ୍ ଫୋଲ୍ଡେବୁଲ ସ୍ମାର୍ଟଫୋନ୍‌ର ପରବର୍ତ୍ତୀ ପିଢି: ଗ୍ୟାଲାକ୍ସି ଜେଡ୍ ଫ୍ଲିପ୍୪ ଓ ଗ୍ୟାଲାକ୍ସି ଜେଡ୍ ଫୋଲ୍ଡ୪ର ଶୁଭାରମ୍ଭ କରାଯାଇଛି। ଗ୍ୟାଲାକ୍ସି ଜେଡ୍ ଫ୍ଲିପ୍୪ରେ ପ୍ରମୁଖ ଫିଚର ଯେପରିକି ଏକ ଅପ୍‌ଗ୍ରେଡେଡ୍ କ୍ୟାମେରା ଅନୁଭୂତି, ଏକ ବିଶାଳ ବ୍ୟାଟେରୀ ଓ ଏକ୍ସପାଣ୍ଡେଡ୍ କଷ୍ଟମାଇଜେଶନ ସାମିଲ ରହିଛି। ଗ୍ୟାଲାକ୍ସି ଜେଡ୍ ଫୋଲ୍ଡ୪ ସାମ୍ସଙ୍ଗର ବର୍ତ୍ତମାନର ସବୁଠାରୁ ବିସ୍ତୃତ ସ୍ମାର୍ଟଫୋନ୍ ଅନୁଭୂତି, ସେପ୍-ସିପ୍ଟିଂ ଡିଜାଇନ୍, ନିମଜ୍ଜିତ ଡିସ୍ପ୍ଲେ ଓ ପିସି ଭଳି […]

ନୂଆଦିଲ୍ଲୀ,: ସାମସଙ୍ଗ ଇଲେକ୍ଟ୍ରୋନିକ୍ସ କୋ. ଲିମିଟେଡ୍ ପକ୍ଷରୁ ଏହାର ଗ୍ରାଉଣ୍ଡବ୍ରେକିଙ୍ଗ୍ ଫୋଲ୍ଡେବୁଲ ସ୍ମାର୍ଟଫୋନ୍‌ର ପରବର୍ତ୍ତୀ ପିଢି: ଗ୍ୟାଲାକ୍ସି ଜେଡ୍ ଫ୍ଲିପ୍୪ ଓ ଗ୍ୟାଲାକ୍ସି ଜେଡ୍ ଫୋଲ୍ଡ୪ର ଶୁଭାରମ୍ଭ କରାଯାଇଛି। ଗ୍ୟାଲାକ୍ସି ଜେଡ୍ ଫ୍ଲିପ୍୪ରେ ପ୍ରମୁଖ ଫିଚର ଯେପରିକି ଏକ ଅପ୍‌ଗ୍ରେଡେଡ୍ କ୍ୟାମେରା ଅନୁଭୂତି, ଏକ ବିଶାଳ ବ୍ୟାଟେରୀ ଓ ଏକ୍ସପାଣ୍ଡେଡ୍ କଷ୍ଟମାଇଜେଶନ ସାମିଲ ରହିଛି। ଗ୍ୟାଲାକ୍ସି ଜେଡ୍ ଫୋଲ୍ଡ୪ ସାମ୍ସଙ୍ଗର ବର୍ତ୍ତମାନର ସବୁଠାରୁ ବିସ୍ତୃତ ସ୍ମାର୍ଟଫୋନ୍ ଅନୁଭୂତି, ସେପ୍-ସିପ୍ଟିଂ ଡିଜାଇନ୍, ନିମଜ୍ଜିତ ଡିସ୍ପ୍ଲେ ଓ ପିସି ଭଳି ମଲ୍ଟିଟାସ୍କିଂ ଫିଚର ସମେତ ଆଡଭାନ୍ସଡ୍ କ୍ୟାମେରା ଟେକ୍ନୋଲୋଜି ଓ ଶକ୍ତିଶାଳୀ ମୋବାଇଲ ପ୍ରୋସେସର ପ୍ରଦାନ କରୁଛି।

ଗ୍ୟାଲାକ୍ସି ଜେଡ୍ ଫ୍ଲିପ୍୪ରେ ଏକ ଏକ୍ସପାଣ୍ଡେଡ୍ ୩୭୦୦ ଏମ୍ଏଏଚ୍ ବ୍ୟାଟେରୀ ରହିଛି। ଏବେ ଜେଡ୍ ଫ୍ଲିପ୍୪ରେ ସପୋର୍ଟ କରୁଥିବା ସୁପର୍ ଫାଷ୍ଟ ଚାର୍ଜିଂ ସହିତ କେବଳ ୩୦ ମିନିଟ୍‌ରେ ୫୦% ପର୍ଯ୍ୟନ୍ତ ଚାର୍ଜ କରିପାରିବେ। ଏଥିରେ ଶକ୍ତିଶାଳୀ ସ୍ନାପ୍‌ଡ୍ରାଗନ୍ ୮+ଜେନ୍ ୧ ମୋବାଇଲ ପ୍ଲାଟ୍‌ଫର୍ମ ଓ ହାଇପର-ଫାଷ୍ଟ ୫ଜି ରହିଛି।

15 Aug 2022 By The Sakala

https://www.thesakala.in/technology/samsungs-new-foldable-smartphone-entry/article-14160
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର