ଭାରତରେ ଲଞ୍ଚ କଲା ସାମସଙ୍ଗର ଗାଲାକ୍ସି F04: କମ ଦାମରେ ମିଳିବ ସାନଦାର ଫିଚର….
ନୂଆଦିଲ୍ଲୀ: ସାମସଙ୍ଗ ଗାଲାକ୍ସି ଏଫ୍ ସିରିଜ୍ ଅଧୀନରେ ଭାରତରେ ଆଉ ଏକ ନୂଆ ଫୋନ୍ ସାମସଙ୍ଗ ଗାଲାକ୍ସି F04 ଲଞ୍ଚ କରିଛି। ଏହି ଫୋନ୍ ମୂଲ୍ୟ ୯ ହଜାର ୪୯୯ ଟଙ୍କା ରହିଛି। ହେଳେ ଏହ ଫୋନ ଅଫରରେ ୭୪୯୯ ଟଙ୍କା ରଖାଯାଇଛି। ସାମସଙ୍ଗର ଏହି ଫୋନରେ ୬.୫ଇଞ୍ଚ୍ HD ପ୍ଲସ୍ ଡିଲପ୍ଲେ ଏବଂ ମିଡିଆଟେକ୍ ହେଲିଓ P35 ପ୍ରୋସେସର ରହିଛି। ଫୋନରେ ୮ ଜିବି RAM ଏବଂ ୬୪GBର ଷ୍ଟୋରେଜ୍ ଉପଲବ୍ଧ । ଏହି ଫୋନରେ […]
ନୂଆଦିଲ୍ଲୀ: ସାମସଙ୍ଗ ଗାଲାକ୍ସି ଏଫ୍ ସିରିଜ୍ ଅଧୀନରେ ଭାରତରେ ଆଉ ଏକ ନୂଆ ଫୋନ୍ ସାମସଙ୍ଗ ଗାଲାକ୍ସି F04 ଲଞ୍ଚ କରିଛି। ଏହି ଫୋନ୍ ମୂଲ୍ୟ ୯ ହଜାର ୪୯୯ ଟଙ୍କା ରହିଛି। ହେଳେ ଏହ ଫୋନ ଅଫରରେ ୭୪୯୯ ଟଙ୍କା ରଖାଯାଇଛି। ସାମସଙ୍ଗର ଏହି ଫୋନରେ ୬.୫ଇଞ୍ଚ୍ HD ପ୍ଲସ୍ ଡିଲପ୍ଲେ ଏବଂ ମିଡିଆଟେକ୍ ହେଲିଓ P35 ପ୍ରୋସେସର ରହିଛି। ଫୋନରେ ୮ ଜିବି RAM ଏବଂ ୬୪GBର ଷ୍ଟୋରେଜ୍ ଉପଲବ୍ଧ । ଏହି ଫୋନରେ ୧୩ ମେଗାପିକ୍ସେଲର ଡୁଆଲ୍ ରିୟର କ୍ୟାମେରା ରହିଛି। ବର୍ତ୍ତମାନ ବଜାରରେ ଫୋନ୍ ଦୁଇଟି ରଙ୍ଗ ଡେଜ ପର୍ପଲ ଏବଂ ଓପୋଲ୍ ଗ୍ରୀନରେ ଅପଲବ୍ଧ। ଜାନୁଆରୀ ୧୨ ରେ ମଧ୍ୟାହ୍ନ ୧୨ ଟାରୁ ଫ୍ଲିପକାର୍ଟରୁ ସାମସଙ୍ଗ ଗାଲାକ୍ସି F04 ବିକ୍ର କରାଯିବ। କମ୍ପାନୀ ଫୋନରେ ୧ ବର୍ଷ ୱାରେଣ୍ଟି ଏବଂ ଇନବକ୍ସରେ ୬ ମାସ ୱାରେଣ୍ଟି ପ୍ରଦାନ କରୁଛି।
ଏହି ଫୋନରେ ଡୁଆଲ୍ ସିମ୍ ସହିତ ଆଣ୍ଡ୍ରଏଡ୍ ୧୨ ଉପଲବ୍ଧ । ମାଇକ୍ରୋ SD କାର୍ଡ ସାହାଯ୍ୟରେ ଫୋନର ଷ୍ଟୋରେଜ୍ ୧ଟିବି ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ | ସାମସଙ୍ଗ ଗାଲାକ୍ସି F04 ରେ ଡୁଆଲ୍ କ୍ୟାମେରା ସେଟଅପ୍ ଉପଲବ୍ଧ। ଯେଉଁଥିରେ ପ୍ରାଥମିକ କ୍ୟାମେରା ୧୩ ମେଗାପିକ୍ସେଲ ଏବଂ ସେକେଣ୍ଡାରୀ କ୍ୟାମେରା ୨ ମେଗାପିକ୍ସେଲ ରହିଛି । ୫ ମେଗାପିକ୍ସେଲର ସେଲଫି କ୍ୟାମରା ମଧ୍ଯ ରହିଛି। ପାୱାର ବ୍ୟାକଅପ୍ ପାଇଁ ୫ ହଜାର ଏମଏଚର ବ୍ୟାଟେରୀ ଦିଆଯାଉଛି। ଏଥିସହ ରେ 10W ଫାଷ୍ଟ ଚାର୍ଜିଂ ଉପଲବ୍ଧ। ଏଥିରେ ୪ଜି ନେଟୱାର୍କ, ବ୍ଲୁଟୁଥ ଭର୍ସନ – ୫, ଏଫଏମ ରେଡିଓ ଏବଂ USB ଟାଇପ୍-ସି ପୋର୍ଟ ଅନ୍ତର୍ଭୂକ୍ତ ରହିଛି।