ଏସିଆ କପ୍ ୨୦୨୩ ପାଇଁ ଭାରତୀୟ ଦଳ ଘୋଷଣା: ଦୀର୍ଘ ଦିନ ପରେ ଟିମକୁ ଫେରିଲେ ଶ୍ରେୟସ ଆୟର ଓ କେଏଲ୍ ରାହୁଲ୍
ନୂଆଦିଲ୍ଲୀ: ଏସିଆ କପ୍ ୨୦୨୩ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ମୋଟ ୧୭ ଜଣିଆ ଦଳ ଘୋଷଣା କରିଛନ୍ତି ଭାରତୀୟ ସିନିୟର କ୍ରିକେଟ୍ ଚୟନ କମିଟି । ଦୀର୍ଘ ଦିନ ପରେ ଟିମ୍କୁ ଫେରିଛନ୍ତି ଶ୍ରେୟସ ଆୟର ଏବଂ କେଏଲ୍ ରାହୁଲ୍ । ଅଧିନାୟକ ଦାୟିତ୍ବ ରୋହିତ ଶର୍ମା ତୁଲାଇବେ ସେହିପରି ଉପ ଅଧିନାୟକ ଦାୟିତ୍ବ ତୁଲାଇବେ ହାର୍ଦ୍ଦିକ ପାଣ୍ଡ୍ୟା। ଏସିଆ କପ୍ ଅଗଷ୍ଟ ମାସ ୩୦ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୭ […]
ନୂଆଦିଲ୍ଲୀ: ଏସିଆ କପ୍ ୨୦୨୩ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ମୋଟ ୧୭ ଜଣିଆ ଦଳ ଘୋଷଣା କରିଛନ୍ତି ଭାରତୀୟ ସିନିୟର କ୍ରିକେଟ୍ ଚୟନ କମିଟି । ଦୀର୍ଘ ଦିନ ପରେ ଟିମ୍କୁ ଫେରିଛନ୍ତି ଶ୍ରେୟସ ଆୟର ଏବଂ କେଏଲ୍ ରାହୁଲ୍ । ଅଧିନାୟକ ଦାୟିତ୍ବ ରୋହିତ ଶର୍ମା ତୁଲାଇବେ ସେହିପରି ଉପ ଅଧିନାୟକ ଦାୟିତ୍ବ ତୁଲାଇବେ ହାର୍ଦ୍ଦିକ ପାଣ୍ଡ୍ୟା। ଏସିଆ କପ୍ ଅଗଷ୍ଟ ମାସ ୩୦ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୭ ଯାଏ ଚାଲିବ।

ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାଶ ଆୟାର,ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, କେଏଲ ରାହୁଲ, ଈଶାନ କିଶାନ, ହାର୍ଦ୍ଦିକ ପାଣ୍ଡ୍ୟା (ଉପ ଅଧିନାୟକ), ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ଅକ୍ଷର ପଟେଲ, କୂଲଦୀପ ଯାଦବ, ଯଶପ୍ରୀତ ବୁମରାହ, ମହମ୍ମଦ ସାମି, ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣା । ଏଥିସହ ଷ୍ଟାଣ୍ଡ ବାଏରେ ସଞ୍ଜୁ ସାମସନ ରହିଛନ୍ତି।