ଦ୍ଵିତୀୟ ଟି-୨୦: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, ଡେବ୍ୟୁ କରିବେ ଏହି ଦୁଇ ଭାରତୀୟ ଯୁବ ଖେଳାଳି

The Sakala Picture
Published On

ଅହମ୍ମଦାବାଦ୍‍ : ମୋଟେରାର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯାଉଥିବା ୨ୟ ଟି-୨୦ରେ ଭାରତ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ପ୍ରଥମ ଟି-୨୦ରେ ଶୋଚନୀୟ ପରାଜୟ ବରଣ କରିଥିବା ଟିମ୍‌ ଇଣ୍ଡିଆ ଏହି ମ୍ୟାଚ୍‌ ଜିତି ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି। ଆଜି ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି । ଶିଖର ଧଓ୍ବନ ଓ ଅକ୍ଷର ପଟେଲଙ୍କ ସ୍ଥାନରେ ଇଶାନ କିଷନ ଓ ସୂର୍ଯ୍ୟକୁମାର ଯାଦବ ଖେଳୁଛନ୍ତି । ଟସ ଜିତିବା ପରେ ଭାରତର ଅଧିନାୟକ […]

ଅହମ୍ମଦାବାଦ୍‍ : ମୋଟେରାର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯାଉଥିବା ୨ୟ ଟି-୨୦ରେ ଭାରତ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ପ୍ରଥମ ଟି-୨୦ରେ ଶୋଚନୀୟ ପରାଜୟ ବରଣ କରିଥିବା ଟିମ୍‌ ଇଣ୍ଡିଆ ଏହି ମ୍ୟାଚ୍‌ ଜିତି ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି। ଆଜି ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି । ଶିଖର ଧଓ୍ବନ ଓ ଅକ୍ଷର ପଟେଲଙ୍କ ସ୍ଥାନରେ ଇଶାନ କିଷନ ଓ ସୂର୍ଯ୍ୟକୁମାର ଯାଦବ ଖେଳୁଛନ୍ତି । ଟସ ଜିତିବା ପରେ ଭାରତର ଅଧିନାୟକ ବିରାଟ କୋହଲି କହିଛନ୍ତି ଯେ ଗତ ମ୍ୟାଚରେ କାକରର କୌଣସି ପ୍ରଭାବ ନଥିଲା । ଏଣୁ ଆମେ ବୋଲିଂ କରି ବିପକ୍ଷ ଦଳକୁ କମ ରନରେ ସୀମିତ କରିବାକୁ ଚେଷ୍ଟା କରିବୁ ।

ଆହୁରି ପଢ଼ନ୍ତୁ: ୨୦୨୮ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ ଭାରତୀୟ ଦଳର ଲକ୍ଷ୍ୟ: ରଗବୀ ୟୁନିୟନ ଅଧ୍ୟକ୍ଷ ରାହୁଲ ବୋଷ

ଆହୁରି ପଢ଼ନ୍ତୁ: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା: ବୁମରା ଏବଂ କୋହଲିଙ୍କ ପ୍ରତ୍ୟାବର୍ତ୍ତନ, ବାଦ୍ ପଡ଼ିଲେ ଶତକବୀର ୟଶସ୍ୱୀ

ଅନ୍ୟପକ୍ଷରେ ଇଂଲଣ୍ଡ ଦଳର ଅଧିନାୟକ ଇଅନ ମୋର୍ଗାନ କହିଛନ୍ତି ଯେ ଏହା ଏକ ଉତ୍ତମ ପିଚ । ତେବେ ଆଜି ବଡ଼ ସ୍କୋର ହେବ ନାହିଁ । ଇଂଲଣ୍ଡ ଦଳରେ ଆଜି ଗୋଟିଏ ପରିବର୍ତ୍ତନ କରାଯାଇଛି । ମାର୍କ ଉଡଙ୍କ ସ୍ଥାନରେ ଟମ କୁରାନଙ୍କୁ ଖେଳାଯାଉଛି ।

ଆହୁରି ପଢ଼ନ୍ତୁ: ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ କପିଲ ଦେବଙ୍କ ଆହ୍ୱାନ: 'ସେ ୨୦-୨୨ ବର୍ଷର ହେବା ପରେ ଆମେ ବିଚାର କରିବୁ'

14 Mar 2021 By The Sakala

ଦ୍ଵିତୀୟ ଟି-୨୦: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, ଡେବ୍ୟୁ କରିବେ ଏହି ଦୁଇ ଭାରତୀୟ ଯୁବ ଖେଳାଳି

ଅହମ୍ମଦାବାଦ୍‍ : ମୋଟେରାର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯାଉଥିବା ୨ୟ ଟି-୨୦ରେ ଭାରତ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ପ୍ରଥମ ଟି-୨୦ରେ ଶୋଚନୀୟ ପରାଜୟ ବରଣ କରିଥିବା ଟିମ୍‌ ଇଣ୍ଡିଆ ଏହି ମ୍ୟାଚ୍‌ ଜିତି ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି। ଆଜି ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି । ଶିଖର ଧଓ୍ବନ ଓ ଅକ୍ଷର ପଟେଲଙ୍କ ସ୍ଥାନରେ ଇଶାନ କିଷନ ଓ ସୂର୍ଯ୍ୟକୁମାର ଯାଦବ ଖେଳୁଛନ୍ତି । ଟସ ଜିତିବା ପରେ ଭାରତର ଅଧିନାୟକ ବିରାଟ କୋହଲି କହିଛନ୍ତି ଯେ ଗତ ମ୍ୟାଚରେ କାକରର କୌଣସି ପ୍ରଭାବ ନଥିଲା । ଏଣୁ ଆମେ ବୋଲିଂ କରି ବିପକ୍ଷ ଦଳକୁ କମ ରନରେ ସୀମିତ କରିବାକୁ ଚେଷ୍ଟା କରିବୁ ।

ଅନ୍ୟପକ୍ଷରେ ଇଂଲଣ୍ଡ ଦଳର ଅଧିନାୟକ ଇଅନ ମୋର୍ଗାନ କହିଛନ୍ତି ଯେ ଏହା ଏକ ଉତ୍ତମ ପିଚ । ତେବେ ଆଜି ବଡ଼ ସ୍କୋର ହେବ ନାହିଁ । ଇଂଲଣ୍ଡ ଦଳରେ ଆଜି ଗୋଟିଏ ପରିବର୍ତ୍ତନ କରାଯାଇଛି । ମାର୍କ ଉଡଙ୍କ ସ୍ଥାନରେ ଟମ କୁରାନଙ୍କୁ ଖେଳାଯାଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର