ମନୋରଞ୍ଜନ
ଏସୀୟ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ, ୩ ହଜାର ମିଟର ଷ୍ଟିପଲଚେଜରେ ସ୍ୱର୍ଣ୍ଣ ଜିତିଲେ ଅବିନାଶ ସାବଲେ
ହାଙ୍ଗଝୋଉ : ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ୩ ହଜାର ମିଟର ଷ୍ଟିପଲଚେଜରେ ସ୍ୱର୍ଣ୍ଣ ଜିତିଛନ୍ତି ଅବିନାଶ ସାବଲେ। ଏସୀୟ କ୍ରୀଡ଼ା ୨୦୨୩ର ଅଷ୍ଟମ ଦିନରେ ଅବିନାଶ ସାବଲେଙ୍କ ସ୍ୱର୍ଣ୍ଣ ପଦକ ସହ ଭାରତର ପଦକ ସଂଖ୍ୟା ୪୪ରେ ପହଞ୍ଚିଛି। ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ୧୨ ସ୍ୱର୍ଣ୍ଣ, ୧୬ ରୌପ୍ୟ ଏବଂ ୧୬ ବ୍ରୋଞ୍ଜ ଜିତି ମେଡାଲ ତାଲିକାର ଚତୁର୍ଥ ସ୍ଥାନରେ […]
ହାଙ୍ଗଝୋଉ : ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ୩ ହଜାର ମିଟର ଷ୍ଟିପଲଚେଜରେ ସ୍ୱର୍ଣ୍ଣ ଜିତିଛନ୍ତି ଅବିନାଶ ସାବଲେ। ଏସୀୟ କ୍ରୀଡ଼ା ୨୦୨୩ର ଅଷ୍ଟମ ଦିନରେ ଅବିନାଶ ସାବଲେଙ୍କ ସ୍ୱର୍ଣ୍ଣ ପଦକ ସହ ଭାରତର ପଦକ ସଂଖ୍ୟା ୪୪ରେ ପହଞ୍ଚିଛି। ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ୧୨ ସ୍ୱର୍ଣ୍ଣ, ୧୬ ରୌପ୍ୟ ଏବଂ ୧୬ ବ୍ରୋଞ୍ଜ ଜିତି ମେଡାଲ ତାଲିକାର ଚତୁର୍ଥ ସ୍ଥାନରେ ରହିଛି ।
.@avinash3000m strikes #Gold🥇at #AsianGames2022 with a new #AsianGames Record 🥳
The ace #TOPSchemeAthlete clocked a time of 8:19.50 in Men's 3000m Steeplechase Event!
What a performance Avinash🌟! Heartiest Congratulations 👏👏#Cheer4India#HallaBol#JeetegaBharat… pic.twitter.com/fP9cPslmmW
— SAI Media (@Media_SAI) October 1, 2023