୨୮ ବର୍ଷ ପରେ ସାକାର ହେଲା ମେସୀଙ୍କ ସ୍ବପ୍ନ, ବ୍ରାଜିଲକୁ ହରାଇ ଆର୍ଜେଣ୍ଟିନା ଜିତିଲା କୋପା ଆମେରିକା ଟ୍ରଫି

The Sakala Picture
Published On

ଆମେରିକା: ଆର୍ଜେଣ୍ଟିନା ୧-୦ ଗୋଲରେ ବ୍ରାଜିଲକୁ ହରାଇ କୋପା ଆମେରିକା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ହୋଇଛି । ୨୮ ବର୍ଷ ପରେ  ଆର୍ଜେଣ୍ଟିନା ଟିମକୁ ଏହି ସଫଳତା ମିଲିଛି। ଲିଓନେଲ ମେସୀଙ୍କ ନେତୃତ୍ବାଧୀନ ଆର୍ଜେଣ୍ଟିନା ଦଳ ଫାଇନାଲ ମୁକାବିଲାରେ ୧-୦ରେ ମାତ୍‌ ଦେଇ ଟ୍ରଫି ବିଜୟୀ ହୋଇଛି। ୧୯୯୩ ମସିହା ପରେ ପ୍ରଥମଥର ପାଇଁ ଆର୍ଜେଣ୍ଟିନା କୋପା କପ୍‌ ହାସଲ କରିବାରେ ସଫଳ ହୋଇଛି। A moment that’s been a career in the making: […]

ଆମେରିକା: ଆର୍ଜେଣ୍ଟିନା ୧-୦ ଗୋଲରେ ବ୍ରାଜିଲକୁ ହରାଇ କୋପା ଆମେରିକା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ହୋଇଛି । ୨୮ ବର୍ଷ ପରେ  ଆର୍ଜେଣ୍ଟିନା ଟିମକୁ ଏହି ସଫଳତା ମିଲିଛି। ଲିଓନେଲ ମେସୀଙ୍କ ନେତୃତ୍ବାଧୀନ ଆର୍ଜେଣ୍ଟିନା ଦଳ ଫାଇନାଲ ମୁକାବିଲାରେ ୧-୦ରେ ମାତ୍‌ ଦେଇ ଟ୍ରଫି ବିଜୟୀ ହୋଇଛି। ୧୯୯୩ ମସିହା ପରେ ପ୍ରଥମଥର ପାଇଁ ଆର୍ଜେଣ୍ଟିନା କୋପା କପ୍‌ ହାସଲ କରିବାରେ ସଫଳ ହୋଇଛି।

ଆହୁରି ପଢ଼ନ୍ତୁ: “ବ୍ରିଜଭୂଷଣ ଜଣେ ଗୁଣ୍ଡା ଓ ଅପରାଧୀ”, ବିଜେପି ଉପରେ ପୁଣି ବର୍ଷିଲେ ଭିନେଶ ଫୋଗାଟ

ସୂଚନା ଅନୁଯାୟୀ, ମେସୀ ବିଭିନ୍ନ କ୍ଲବ ତରଫରୁ ଖେଳି ଟାଇଟଲ ଜିତିଥିଲେ ମଧ୍ୟ ନିଜ ଦେଶକୁ କୌଣସି ବଡ଼ ଟାଇଟଲ ଜିତାଇବାରେ ବିଫଳ ହେଉଥିଲେ। ପ୍ରଥ‌ମଥର ପାଇଁ ମେସୀ ଜାତୀୟ ଦଳକୁ ଟାଇଟଲ ଦେବାରେ ସଫଳ ହୋଇଛନ୍ତି। ଲିୟୋନଲ ମେସୀଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ୨୦୧୫ ଓ ୨୦୧୬ରେ ଦୁଇଥର ଫାଇନାଲରେ ପହଁଚିଥିଲା। କିନ୍ତୁ ଟାଇଟଲ ଜିତି ନ ଥିଲା। ଦଳ ଶେଷ ଥର ପାଇଁ ୧୯୯୩ରେ କପ୍ ଜିତିଥିଲା।

11 Jul 2021 By The Sakala

୨୮ ବର୍ଷ ପରେ ସାକାର ହେଲା ମେସୀଙ୍କ ସ୍ବପ୍ନ, ବ୍ରାଜିଲକୁ ହରାଇ ଆର୍ଜେଣ୍ଟିନା ଜିତିଲା କୋପା ଆମେରିକା ଟ୍ରଫି

ଆମେରିକା: ଆର୍ଜେଣ୍ଟିନା ୧-୦ ଗୋଲରେ ବ୍ରାଜିଲକୁ ହରାଇ କୋପା ଆମେରିକା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ହୋଇଛି । ୨୮ ବର୍ଷ ପରେ  ଆର୍ଜେଣ୍ଟିନା ଟିମକୁ ଏହି ସଫଳତା ମିଲିଛି। ଲିଓନେଲ ମେସୀଙ୍କ ନେତୃତ୍ବାଧୀନ ଆର୍ଜେଣ୍ଟିନା ଦଳ ଫାଇନାଲ ମୁକାବିଲାରେ ୧-୦ରେ ମାତ୍‌ ଦେଇ ଟ୍ରଫି ବିଜୟୀ ହୋଇଛି। ୧୯୯୩ ମସିହା ପରେ ପ୍ରଥମଥର ପାଇଁ ଆର୍ଜେଣ୍ଟିନା କୋପା କପ୍‌ ହାସଲ କରିବାରେ ସଫଳ ହୋଇଛି।

ସୂଚନା ଅନୁଯାୟୀ, ମେସୀ ବିଭିନ୍ନ କ୍ଲବ ତରଫରୁ ଖେଳି ଟାଇଟଲ ଜିତିଥିଲେ ମଧ୍ୟ ନିଜ ଦେଶକୁ କୌଣସି ବଡ଼ ଟାଇଟଲ ଜିତାଇବାରେ ବିଫଳ ହେଉଥିଲେ। ପ୍ରଥ‌ମଥର ପାଇଁ ମେସୀ ଜାତୀୟ ଦଳକୁ ଟାଇଟଲ ଦେବାରେ ସଫଳ ହୋଇଛନ୍ତି। ଲିୟୋନଲ ମେସୀଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ୨୦୧୫ ଓ ୨୦୧୬ରେ ଦୁଇଥର ଫାଇନାଲରେ ପହଁଚିଥିଲା। କିନ୍ତୁ ଟାଇଟଲ ଜିତି ନ ଥିଲା। ଦଳ ଶେଷ ଥର ପାଇଁ ୧୯୯୩ରେ କପ୍ ଜିତିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର