ଆଇପିଏଲ୍‌‌ -୨୦୨୫: ଜାଣନ୍ତୁ କେଉଁ ଖେଳାଳିମାନେ ହେଲେ ରିଟେନ୍‌ ଓ କେଉଁ ଦଳ ପାଖରେ କେତେ ଟଙ୍କା ରହିଲା ବଳକା …

The Sakala Picture
Published On

ନୂଆଦିଲ୍ଲୀ: ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ)ର ଆଗାମୀ ୨୦୨୫ ସଂସ୍କରଣ ପାଇଁ ମହା ନୀଲାମି ହେବା ପୂର୍ବରୁ ସବୁ ୧୦ଟି ଯାକ ଫ୍ରଞ୍ଚାଇଜ୍‌‌ ଖେଳାଳି ରିଟେନସନ ତାଲିକା ଜାରି କରିଛନ୍ତି। ୫ଥର ଟାଇଟଲ ଜିତିଥିବା ଚେନ୍ନଇ ସୁପର କିଙ୍ଗ୍‌‌ସ ୫ଜଣ ଖେଳାଳିଙ୍କୁ ରିଟେନ ଅର୍ଥାତ ବଜାୟ ରଖିଛି। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅନକ୍ୟାପ୍‌‌ଡ ଖେଳାଳି ଭାବେ ଚେନ୍ନଇ ଦଳରେ ସ୍ଥାନ ବଜାୟ ରଖିଛନ୍ତି। ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ପୂର୍ବତନ ଅଧିନାୟକ ଋଷଭ ପନ୍ତଙ୍କୁ […]

ନୂଆଦିଲ୍ଲୀ: ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ)ର ଆଗାମୀ ୨୦୨୫ ସଂସ୍କରଣ ପାଇଁ ମହା ନୀଲାମି ହେବା ପୂର୍ବରୁ ସବୁ ୧୦ଟି ଯାକ ଫ୍ରଞ୍ଚାଇଜ୍‌‌ ଖେଳାଳି ରିଟେନସନ ତାଲିକା ଜାରି କରିଛନ୍ତି। ୫ଥର ଟାଇଟଲ ଜିତିଥିବା ଚେନ୍ନଇ ସୁପର କିଙ୍ଗ୍‌‌ସ ୫ଜଣ ଖେଳାଳିଙ୍କୁ ରିଟେନ ଅର୍ଥାତ ବଜାୟ ରଖିଛି। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅନକ୍ୟାପ୍‌‌ଡ ଖେଳାଳି ଭାବେ ଚେନ୍ନଇ ଦଳରେ ସ୍ଥାନ ବଜାୟ ରଖିଛନ୍ତି। ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ପୂର୍ବତନ ଅଧିନାୟକ ଋଷଭ ପନ୍ତଙ୍କୁ ରିଟେନ ନ କରି ରିଲିଜ୍‌‌ କରିଛି। ଫଳରେ ସେ ନୀଲାମିରେ ଭାଗ ନେବେ ଓ ଏଥର ଚଢ଼ା ଦରରେ ବିକ୍ରି ହୋଇ ଅନ୍ୟ ଦଳ ତରଫରୁ ଖେଳିବେ।

ଆହୁରି ପଢ଼ନ୍ତୁ: ମଧ୍ୟ ପ୍ରାଚ୍ୟରେ ଫସିରହିଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ନବୀନ

ମୁମ୍ବାଇ ଇଣ୍ଡିଆନ୍ସ
(ପର୍ସରେ ବାକିଅଛି ୫୫ କୋଟି ଟଙ୍କା)
ରିଟେନ ଖେଳାଳି (୫): ଯଶପ୍ରୀତ ବୁମ୍‌‌ରା (୧୮ କୋଟି), ସୂର୍ଯ୍ୟକୁମାର ଯାଦବ (୧୬. ୩୫), ହାର୍ଦ୍ଦିକ ପାଣ୍ଡ୍ୟା (୧୬.୩୫), ରୋହିତ ଶର୍ମା (୧୬.୩୦), ତିଳକ ବର୍ମା (୮)।

ଚେନ୍ନାଇ ସୁପର କିଙ୍ଗ୍‌‌ସ
(ପର୍ସରେ ବାକିଅଛି ୫୫ କୋଟି)
ରିଟେନ ଖେଳାଳି (୫)- ଋତୁରାଜ ଗାଏକ୍ୱାଡ (୧୮ କୋଟି), ମଥିସା ପଥିରାନା (୧୩), ଶିବମ ଦୁବେ (୧୨), ରବୀନ୍ଦ୍ର ଜାଡେଜା (୧୮), ଏମ୍‌‌ଏସ୍‌‌ ଧୋନି (୪ କୋଟି)।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

(ପର୍ସରେ ବାକିଅଛି ୮୩ କୋଟି)
ରିଟେନ ଖେଳାଳି (୩)- ବିରାଟ କୋହଲି (୨୧ କୋଟି), ରଜତ ପଟିଦାର (୧୧ କୋଟି), ୟଶ ଦୟାଲ (୫ କୋଟି)।

ଦିଲ୍ଲୀ କ୍ୟାପିଟାଲ୍ସ
(ପର୍ସରେ ବାକିଅଛି ୭୩ କୋଟି)
ରିଟେନ ଖେଳାଳି (୪)- ଅକ୍ଷର ପଟେଲ (୧୬.୫ କୋଟି), କୁଲଦୀପ ଯାଦବ (୧୩.୨୫), ଟ୍ରିଷ୍ଟାନ ଷ୍ଟବ୍ସ (୧୦), ଅଭିଷେକ ପୋରେଲ (୪)।

କୋଲକାତା ନାଇଟ ରାଇଡର୍ସ
(ପର୍ସରେ ବାକିଅଛି ୫୧ କୋଟି)
ରିଟେନ ଖେଳାଳି (୬)- ରିଙ୍କୁ ସିଂ (୧୩ କୋଟି), ବରୁଣ ଚକ୍ରବର୍ତ୍ତୀ (୧୨), ସୁନୀଲ ନାରିନ (୧୨), ଅାନ୍ଦ୍ରେ ରସେଲ (୧୨), ହର୍ଷିତ ରାଣା (୪), ରମଣଦୀପ ସିଂ (୪)।

ଲକ୍ଷ୍ନୌ ସୁପର ଜାଏଣ୍ଟସ
(ପର୍ସରେ ବାକିଅଛି ୬୯ କୋଟି)
ରିଟେନ ଖେଳାଳି (୫)- ନିକୋଲାସ ପୁରନ (୨୧ କୋଟି), ରବି ବିଷ୍ଣୋଇ (୧୧ କୋଟି), ମୟଙ୍କ ଯାଦବ (୧୧), ମୋହସିନ ଖାନ (୪), ଆୟୂଷ ବଦୋନୀ (୪)।

ସନରାଇଜର୍ସ ହାଇଦ୍ରାବାଦ୍‌‌
(ପର୍ସରେ ବାକିଅଛି ୪୫ କୋଟି)
ରିଟେନ ଖେଳାଳି (୫)- ପ୍ୟାଟ କମିନ୍ସ (୧୮ କୋଟି), ଅଭିଷେକ ଶର୍ମା (୧୪ କୋଟି), ନୀତେଶ ରେଡ୍ଡୀ (୬), ହେନେରିଚ କ୍ଲାସେନ (୨୩ କୋଟି), ଟ୍ରାଭିସ ହେଡ (୧୪)।

ଗୁଜରାଟ ଟାଇଟନ୍ସ
(ପର୍ସରେ ବାକି ଅଛି ୬୯ କୋଟି)
ରିଟେନ ଖେଳାଳି (୫): ରସିଦ ଖାନ (୧୮ କୋଟି), ଶୁବମାନ ଗିଲ (୧୬.୫ କୋଟି), ସାଇ ସୁଦର୍ଶନ (୮.୫), ରାହୁଲ ତେୱାତିଆ (୪), ଶାହରୁଖ ଖାନ (୪)।

ପଞ୍ଜାବ କିଙ୍ଗ୍‌‌ସ
(ପର୍ସରେ ବାକି ଅଛି ୧୧୦.୫ କୋଟି)
ରିଟେନ ଖେଳାଳି (୨)- ଶଶାଙ୍କ ସିଂ (୫.୫ କୋଟି), ପ୍ରଭସିମରନ ସିଂ (୪ କୋଟି)।

ରାଜସ୍ଥାନ ରୟାଲ୍ସ
(ପର୍ସରେ ବାକି ଅଛି ୪୧ କୋଟି)
ରିଟେନ ଖେଳାଳି (୬)- ସଞ୍ଜୁ ସାମସନ (୧୮ କୋଟି), ଯଶସ୍ୱୀ ଜୟସ୍ୱାଲ (୧୮), ରିୟାନ ପରାଗ (୧୪ ), ଧ୍ରୁବ ଜୁରେଲ (୧୪), ସିମରନ ହେଟମାୟର (୧୧ ),
ସନ୍ଦୀପ ଶର୍ମା (୪)।

02 Nov 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର