ଆଇପିଏଲ ୨୦୨୧: ଦିଲ୍ଲୀକୁ ୧୯୬ ରନର ଟାର୍ଗେଟ ଦେଲା ପଞ୍ଜାବ

The Sakala Picture
Published On

ମୁମ୍ବାଇ: ଚଳିତ ଆଇପିଏଲ୍‌ର ୧୧ତମ ଲିଗ୍‌ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍‌ସ  ମୁହାଁମୁହିଁ  ହୋଇଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଋଷଭ ପନ୍ତ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି। ଏହା ଫଳରେ ପ୍ରଥମେ ବ୍ୟାଟିଂ କରି କିଙ୍ଗସ୍‌ ପଞ୍ଜାବ ନିର୍ଦ୍ଧାରିତ ଓଭରରେ ୪ ୱିକେଟ ହରାଇ ୧୯୫ ରନ କରିଛି । ଏହି ମ୍ଯାଚକୁ ଜିତିବା ପାଇଁ  ଦିଲ୍ଲୀ କ୍ୟାପିଟାଲ୍ସକୁ ୧୯୬ ରନର ଆବଶ୍ଯକତା ରହିଛି। ପଞ୍ଜବ ପକ୍ଷରୁ ଅଧିନାୟକ ଲୋକେଶ […]

ମୁମ୍ବାଇ: ଚଳିତ ଆଇପିଏଲ୍‌ର ୧୧ତମ ଲିଗ୍‌ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍‌ସ  ମୁହାଁମୁହିଁ  ହୋଇଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଋଷଭ ପନ୍ତ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି। ଏହା ଫଳରେ ପ୍ରଥମେ ବ୍ୟାଟିଂ କରି କିଙ୍ଗସ୍‌ ପଞ୍ଜାବ ନିର୍ଦ୍ଧାରିତ ଓଭରରେ ୪ ୱିକେଟ ହରାଇ ୧୯୫ ରନ କରିଛି । ଏହି ମ୍ଯାଚକୁ ଜିତିବା ପାଇଁ  ଦିଲ୍ଲୀ କ୍ୟାପିଟାଲ୍ସକୁ ୧୯୬ ରନର ଆବଶ୍ଯକତା ରହିଛି।

ଆହୁରି ପଢ଼ନ୍ତୁ: ସଞ୍ଜୁ ସାମସନଙ୍କ ପାଇଁ ବିରାଟ କୋହଲିଙ୍କ ସ୍ୱତନ୍ତ୍ର ପୋଷ୍ଟ, କହିଲେ 'ରିଅଲି ହ୍ୟାପି ଫର ୟୁ ଚେଟ୍ଟା'

ପଞ୍ଜବ ପକ୍ଷରୁ ଅଧିନାୟକ ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରୱାଲ୍ ଓପନିଂ କରିଥିଲେ। ଉଭୟ ଆକ୍ରମଣତ୍ମାକ ବ୍ଯାଟିଂ କରିଥିଲ। ମୟଙ୍କ ଅଗ୍ରୱାଲ୍ ୩୬ ବଲରେ ୬୯ ରନ କରି ଆଉଟ ହୋଇଥିବା ବେଳ ଲୋକେଶ ରାହୁଲ ୫୧ ରନରେ ୬୧ ରନ କରି ଆଉଟ ହୋଇଥିଲେ। କ୍ରିସ ଗେଲ ୯ ବଲରେ ୧୧ ରନ କରି ଆଉଟ ହୋଇଥିବା ବେଳେ ଦୀପକ ହୁଡା ୧୩ ବଲରେ ୨୨ ରନ କରି ଅପରାଜିତ ଥିଲେ।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଅନ୍ଯପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ କ୍ରିସ ୱକ୍ସ, କାଗିସୋ ରାବାଡା, ଅଭେଶ ଖାନ୍ ଓ ଲୁକମାନ ମେରିଓ୍ବାଲା ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

18 Apr 2021 By The Sakala

ଆଇପିଏଲ ୨୦୨୧: ଦିଲ୍ଲୀକୁ ୧୯୬ ରନର ଟାର୍ଗେଟ ଦେଲା ପଞ୍ଜାବ

ମୁମ୍ବାଇ: ଚଳିତ ଆଇପିଏଲ୍‌ର ୧୧ତମ ଲିଗ୍‌ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍‌ସ  ମୁହାଁମୁହିଁ  ହୋଇଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଋଷଭ ପନ୍ତ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି। ଏହା ଫଳରେ ପ୍ରଥମେ ବ୍ୟାଟିଂ କରି କିଙ୍ଗସ୍‌ ପଞ୍ଜାବ ନିର୍ଦ୍ଧାରିତ ଓଭରରେ ୪ ୱିକେଟ ହରାଇ ୧୯୫ ରନ କରିଛି । ଏହି ମ୍ଯାଚକୁ ଜିତିବା ପାଇଁ  ଦିଲ୍ଲୀ କ୍ୟାପିଟାଲ୍ସକୁ ୧୯୬ ରନର ଆବଶ୍ଯକତା ରହିଛି।

ପଞ୍ଜବ ପକ୍ଷରୁ ଅଧିନାୟକ ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରୱାଲ୍ ଓପନିଂ କରିଥିଲେ। ଉଭୟ ଆକ୍ରମଣତ୍ମାକ ବ୍ଯାଟିଂ କରିଥିଲ। ମୟଙ୍କ ଅଗ୍ରୱାଲ୍ ୩୬ ବଲରେ ୬୯ ରନ କରି ଆଉଟ ହୋଇଥିବା ବେଳ ଲୋକେଶ ରାହୁଲ ୫୧ ରନରେ ୬୧ ରନ କରି ଆଉଟ ହୋଇଥିଲେ। କ୍ରିସ ଗେଲ ୯ ବଲରେ ୧୧ ରନ କରି ଆଉଟ ହୋଇଥିବା ବେଳେ ଦୀପକ ହୁଡା ୧୩ ବଲରେ ୨୨ ରନ କରି ଅପରାଜିତ ଥିଲେ।

ଅନ୍ଯପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ କ୍ରିସ ୱକ୍ସ, କାଗିସୋ ରାବାଡା, ଅଭେଶ ଖାନ୍ ଓ ଲୁକମାନ ମେରିଓ୍ବାଲା ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।

https://www.thesakala.in/sports/ipl-update-delhi-vs-punjab/article-1647
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର