ଘରେ ଏହି ରଙ୍ଗର ଫେଙ୍ଗସୁଇ ବିଲେଇ ରଖିଲେ ଦୂର ହୋଇଥାଏ ଅନେକ ସମସ୍ୟା…

The Sakala Picture
Published On

ଭାରତୀୟ ବାସ୍ତୁଶାସ୍ତ୍ର ଭଳି ଚୀନ୍‌ର ଫେଙ୍ଗ୍‌ସୁଇରେ ଅନେକ କିଛି ନୀତିନୀୟମ ଅଛି, ଯାହା ସକାରାତ୍ମକ ଶକ୍ତି ସୃଷ୍ଟି କରିଥାଏ। ସେହିପରି ଭାରତରେ ବିଲେଇକୁ ଅଶୁଭ ବୋଲି ବିବେଚନା କରାଯାଉଥିବା ବେେଳ ଫେଙ୍ଗ୍‌ସୁଇରେ ଏହା ହେଉଛି ସୁଖ, ଶାନ୍ତି ଓ ସମୃଦ୍ଧିର ପ୍ରତୀକ। କୁହାଯାଏ, ଘରେ ‘ଫେଙ୍ଗସୁଇ ଲକି କ୍ୟାଟ୍’ ରଖିଲେ ଆସୁଥିବା ସଙ୍କଟ ଟଳିଯାଏ। ଏହାକୁ ‘ମନି କ୍ୟାଟ୍‌’ ମଧ୍ୟ କୁହାଯାଏ। ତେବେ କେଉଁ ରଙ୍ଗର ଫେଙ୍ଗସୁଇ ବିଲେଇ କେଉଁ ସମସ୍ୟାର ସମାଧାନ କରିଥାଏ, ଆସନ୍ତୁ ଜାଣିବା […]

ଭାରତୀୟ ବାସ୍ତୁଶାସ୍ତ୍ର ଭଳି ଚୀନ୍‌ର ଫେଙ୍ଗ୍‌ସୁଇରେ ଅନେକ କିଛି ନୀତିନୀୟମ ଅଛି, ଯାହା ସକାରାତ୍ମକ ଶକ୍ତି ସୃଷ୍ଟି କରିଥାଏ। ସେହିପରି ଭାରତରେ ବିଲେଇକୁ ଅଶୁଭ ବୋଲି ବିବେଚନା କରାଯାଉଥିବା ବେେଳ ଫେଙ୍ଗ୍‌ସୁଇରେ ଏହା ହେଉଛି ସୁଖ, ଶାନ୍ତି ଓ ସମୃଦ୍ଧିର ପ୍ରତୀକ। କୁହାଯାଏ, ଘରେ ‘ଫେଙ୍ଗସୁଇ ଲକି କ୍ୟାଟ୍’ ରଖିଲେ ଆସୁଥିବା ସଙ୍କଟ ଟଳିଯାଏ। ଏହାକୁ ‘ମନି କ୍ୟାଟ୍‌’ ମଧ୍ୟ କୁହାଯାଏ। ତେବେ କେଉଁ ରଙ୍ଗର ଫେଙ୍ଗସୁଇ ବିଲେଇ କେଉଁ ସମସ୍ୟାର ସମାଧାନ କରିଥାଏ, ଆସନ୍ତୁ ଜାଣିବା –

ଆହୁରି ପଢ଼ନ୍ତୁ: ପୃଥିବୀକୁ ବଞ୍ଚାଇବାକୁ ମହାକାଶୀୟ ଜିଓ-ଇଞ୍ଜିନିୟରିଂ ଆବଶ୍ୟକ, ନହେଲେ ୫୦ ବର୍ଷ ପରେ ପୃଥିବୀର ଅସ୍ତିତ୍ୱ ଧ୍ୱଂସ ପାଇଯିବ: ଏଲନ୍‌ ମସ୍କ

  • ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ସୁନେଲି ରଙ୍ଗର ଫେଙ୍ଗ୍‌ସୁଇ ବିଲେଇକୁ ଘରର ମୁଖ୍ୟ ହଲ୍ କିମ୍ବା ଦୋକାନରେ ରଖନ୍ତୁ।
  • କ୍ରମାଗତ ଧନପ୍ରାପ୍ତି ପାଇଁ ନୀଳରଙ୍ଗର ଫେଙ୍ଗ୍‌ସୁଇ କ୍ୟାଟ୍‌କୁ କୁବେରଙ୍କ ଦିଗ ଉତ୍ତର-ପୂର୍ବରେ ରଖନ୍ତୁ।
  • ସୌଭାଗ୍ୟ ପ୍ରାପ୍ତି ପାଇଁ ସବୁଜ ରଙ୍ଗର ବିଲେଇକୁ ଉତ୍ତର-ପୂର୍ବରେ ରଖିବା ଶୁଭଙ୍କର।
  • ପ୍ରେମ ସମ୍ପର୍କକୁ ମଜଭୁତ୍‌ କରିବା ପାଇଁ ଲାଲ୍‌ ରଙ୍ଗର ବିଲେଇକୁ ଦକ୍ଷିଣ-ପଶ୍ଚିମ ଦିଗରେ ରଖିବା ଦରକାର।
  • ଦୀର୍ଘଦିନ ଧରି ସ୍ବାସ୍ଥ୍ୟ ସମସ୍ୟା ଥିଲେ, ଲକି କ୍ୟାଟ୍‌କୁ ନିଜ କୋଠରୀର ପୂର୍ବ ଦିଗରେ ରଖନ୍ତୁ। ଏହାଦ୍ବାରା ସ୍ବାସ୍ଥ୍ୟରେ ସୁଧାର ଆସେ।
  • ପରିବାର ସଦସ୍ୟଙ୍କ ଉପରୁ ଖରାପ ନଜର ହଟାଇବା ପାଇଁ ନୀଳ ରଙ୍ଗର ଲକି କ୍ୟାଟ୍‌କୁ ଉତ୍ତର ଦିଗରେ ରଖନ୍ତୁ।
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp